1.ସେପ୍ଟେମ୍ବର 12ରେ NEET ୟୁଜି ପରୀକ୍ଷା
ସେପ୍ଟେମ୍ବର 12 ରେ ହେବ ନିଟ (ୟୁଜି)ପରୀକ୍ଷା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
2.40 ଦିନରେ 20 ଏନକାଉଣ୍ଟର ! ଆସାମ ପୋଲିସର ଖାକି ପୋଷାକରେ ଫେକ ଏନକାଉଣ୍ଟର ଅଭିଯୋଗର ଦାଗ
3.ବାହାରିନରେ ଗଡ଼ିଲା ରଥ, ଶୁଭିଲା ଜଗା ଜଗା...
4.'ବାପାର ଦଣ୍ଡ ପୁଅକୁ କାହିଁକି?'
5.ରଥ ଦର୍ଶନ କରି ଧନ୍ୟ ହେଲି: ସୁର
6.ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2937 କୋରୋନା ଆକ୍ରାନ୍ତ
ରାଜ୍ୟରୁ ଦିନକରେ 2937 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 15 ହଜାର 400 ରେ ପହଞ୍ଚିଲା ।
7.ଭିକ୍ଷୁକମୁକ୍ତ ଭୁବନେଶ୍ବର, ସ୍ବାଭିମାନ ସହ ବଞ୍ଚିବାକୁ ବାଟ ଦେଖାଇବ ଚକୁଳିଆ ପଣ୍ଡା ଉପାଖ୍ୟାନ
8.କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ
9.MISSION UP: ନିର୍ବାଚନ ପାଇଁ 14ରେ ପ୍ରିୟଙ୍କାଙ୍କ ଉତ୍ତର ପ୍ରଦେଶ ଗସ୍ତ
10.ବିଜୟ ଖୁସିରେ ଘାସ ଖାଆନ୍ତି ଏହି ଖେଳାଳି...