ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 11, 2021, 7:10 PM IST

1. ରାତି ପାହିଲେ ରଥଯାତ୍ରା, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ରାତି ପାହିଲେ ରଥଯାତ୍ରା । ପୁରୀରେ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି ଅଭୟ ।

2. RATHA YATRA: ବାଲିରେ ବାଲୁକା ଶିଳ୍ପୀଙ୍କ କୋରୋନା ସଚେତନତା ବାର୍ତ୍ତା

ବାଲୁକା ଶିଳ୍ପ ମାଧ୍ୟମରେ ଲୋକଙ୍କୁ କୋରୋନା ସଚେତନତା ବାର୍ତ୍ତା । ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବାକୁ ବାଲୁକା କଳାରେ ସଚେତନ କଲେ ଶିଳ୍ପୀ ସୁବଳ ମହାରଣା ।

3. 3ୟ ଲହରର କାରଣ ହୋଇପାରେ ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ !

କୋରୋନା ମହାମାରୀ ପରେ ଏବେ ଚିନ୍ତା ବଢାଇଛି ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣ ।

4. ଓଡିଶାର ସ୍ବାର୍ଥ୍ୟ ପାଇଁ ଯାହା ଆବଶ୍ୟକ କରିବି: ବିଶେଶ୍ବର ଟୁଡୁ

ଗଠନ ହୋଇସାରିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଟିମ୍‌ । ଏଥର ମୋଦି କ୍ୟାବିନେଟରେ ସାମିଲ ହୋଇଛନ୍ତି ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ।

5. ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୧ ପାଇଁ ଜାରି ହେଲା ବୋର୍ଡର ଗାଇଡ଼ଲାଇନ

ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୧ ପାଇଁ ଜାରି ହେଲା ବୋର୍ଡ ଗାଇଡ଼ଲାଇନ। ଆବେଦନର ସମୟ ସୀମା ଜୁଲାଇ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

6. ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ଉପରେ ପୁଣି ସିଦ୍ଧୁଙ୍କ ଟ୍ବିଟ୍ ବାଣ

କିଛି ଦିନର ବ୍ୟବଧାନ ପରେ ପୁଣି ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜ୍ୟୋତି ସିଂହ ସିଦ୍ଧୁ ।

7. କୋଭିଡ ତଥ୍ୟ ଲୁଚାଇଛି ଯୋଗୀ ସରକାର, SP କ୍ଷମତାକୁ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଳେଶ

ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିଲେ କୋଭିଡ ମୁକାବିଲାର ଅଡିଟ କରିବ ଏସପି । ତଥ୍ୟ ଲୁଚାଯାଇଥିବା ଅଭିଯୋଗ ଆଣି ବିଜେପି ସରକାର ଉପରେ ବର୍ଷିଲେ ଅଖିଳେଶ ।

8. ମେ ମାସରେ 20 ପ୍ରତିଶତ ବଢିଲା ଦେଶର କୋଇଲା ଆମଦାନୀ

ବୃଦ୍ଧି ପାଇଲା ଦେଶର କୋଇଲା ଆମଦାନୀ । ଚଳିତ ଆର୍ଥିକ ବର୍ଷ ମେ ମାସରେ ଭାରତର କୋଇଲା ଏବଂ କୋକ ଆମଦାନୀ ଗତ ବର୍ଷ ଅପେକ୍ଷା 20.4 ପ୍ରତିଶତ ବଢିଛି ।

9. ଦିନେ କ୍ରିକେଟର ଥିଲେ ୱିମ୍ବଲଡନ ବିଜୟିନୀ ବାର୍ଟି

ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ ଚମ୍ପିଆନ ହେବାସହ ପିଲାଦିନର ସ୍ବପ୍ନ ପୂରଣ କରିଛନ୍ତି ପୂର୍ବରୁ କ୍ରିକେଟ ଖେଳୁଥିବା ଆସଲେ ବାର୍ଟି ।

10. ରଥଯାତ୍ରା: ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଲେ ସମ୍ବିତ ପାତ୍ର

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ବଲିଉଡ ସିଙ୍ଗର କୈଳାଶ ଖେରଙ୍କ ସହ ଗୀତ ଗାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.