ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 9, 2021, 7:09 PM IST

1. IPS ସ୍ତରରେ ଅଦଳବଦଳ

IPS ସ୍ତରରେ ଅଦଳବଦଳ । ଅଖିଳେଶ୍ବର ସିଂହ ଜଗତସିଂହପୁର ନୂଆ ଏସପି ।

2. ଫୋକସରେ ଶ୍ରମିକ, ୩୫୨ କୋଟିର ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

କୋଭିଡ ଯୋଗୁଁ ସମସ୍ୟାରେ ପଡ଼ିଥିବା ଶ୍ରମିକଙ୍କ ପାଇଁ ଆଜି(ଶୁକ୍ରବାର) ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

3. ରାଜଧାନୀରେ 15 ଲକ୍ଷ ପାର ଟୀକାକରଣ

ଭୁବନେଶ୍ୱରରେ ଆଜି ସୁଦ୍ଧା ୧୫ ଲକ୍ଷ ଡୋଜ ଟିକା ଦିଆସାରିଛି । ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ ଟୀକାକରଣ ସମ୍ପୂର୍ଣ୍ଣ ଶେଷ ହେବାକୁ ଲକ୍ଷ୍ୟ ରହିଛି । ସୂଚନା ଦେଲେ ବିଏମସି କମିଶନର ।

4. ମହାପ୍ରଭୁଙ୍କ ରଥରେ ଲାଗିବ ସୋଲ ଫୁଲ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପ୍ରତ୍ୟେକ ରଥଯାତ୍ରାରେ ବଡ ଦାଣ୍ଡରେ ତିନି ରଥ ସୋଲରେ ତିଆରି ଫୁଲରେ ଝଟକୁ ଥାଏ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋରଙ୍କ ପରିବାର ପ୍ରସ୍ତୁତ କରିଆସୁଛି ।

5. ଡରାଇଲାଣି ଜିକା ଭାଇରସ, କେରଳରେ ମୋଟ 15 ପଜିଟିଭ ଚିହ୍ନଟ

କୋରୋନା କାଳରେ କେରଳରେ ମାଡୁଛି ଜିକା ଭାଇରସ । ବର୍ତ୍ତମାନ ରାଜ୍ୟରେ ମୋଟ 15ଟି ଜିକା ଭାଇରସ ସଂକ୍ରମଣ ମାମଲା ଚିହ୍ନଟ ।

6. ପୋଲିସ ସାମ୍ନାରେ ମହିଳାଙ୍କୁ ଅସଦାଚରଣ, ଯୋଗୀଙ୍କ ଆଦେଶରେ ଅଲ୍ ଷ୍ଟାଫ୍ ସସପେଣ୍ଡ

ମହିଳାଙ୍କୁ ଅସଦଆଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଘଟଣାରେ ଥାନାର ସମସ୍ତ ପୋଲିସ କର୍ମୀଙ୍କୁ ନିଲମ୍ବନର ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

7. ପ୍ୟାରିସରେ 20ଟି ଭାରତୀୟ ସମ୍ପତ୍ତି ଜବତ କରିବ କେୟର୍ନ ଏନର୍ଜି

ପ୍ୟାରିସରେ ଥିବା ଭାରତ ସରକାରଙ୍କ 20ଟି ସମ୍ପତ୍ତି ଜବତ କରିବ ବ୍ରିଟେନ କେୟର୍ନ ଏନର୍ଜି । ଭାରତ ସହିତ କେୟର୍ନର ଏକ ଟିକସ ବିବାଦ ମାମଲାର ଶୁଣାଣି କରି ଏହି ଅନୁମତି ଦେଇଛିନ୍ତି ଫ୍ରାନ୍ସର ଏକ କୋର୍ଟ ।

8. ହ୍ବାଟ୍ସଆପର ବୟାନ, ପ୍ରାଇଭେସି ପଲିସି ମାନିବାକୁ ଗ୍ରାହକଙ୍କୁ କରାଯିବନି ବାଧ୍ୟ

ନିଜ ଇଚ୍ଛାରେ କମ୍ପାନୀ ପ୍ରାଇଭେସି ପଲିସି ଉପରେ ରୋକ ଲଗାଯାଇଥିବା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ହ୍ବାଟ୍ସଆପ । ତେବେ ଏହି ପଲିସି ମାନିବାକୁ ଗ୍ରାହକଙ୍କୁ କରାଯିବନି ବାଧ୍ୟ ।

9. Tokyo olympics: ମେରୀଙ୍କୁ ବିଶ୍ବ ରେକର୍ଡ ବିସ୍ମୟ ବକ୍ସର ଅରିନ୍ଦମଙ୍କ ଶୁଭେଚ୍ଛା

'ଦ୍ରୁତତମ 100 ବକ୍ସିଂ ପଞ୍ଚ୍‌'ରେ ବିଶ୍ବ ରେକର୍ଡ କରିଥିବା 5 ବର୍ଷୀୟ ଅରିନ୍ଦମ କୌର, 6ଥରର ବିଶ୍ବ ଚମ୍ପିଆନ ମେରୀ କମଙ୍କୁ ଟୋକିଓ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

10. ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଆଜି(ଶୁକ୍ରବାର) କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.