ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 4, 2021, 7:12 PM IST

1. ଶପଥ ନେଲେ ପୁଷ୍କର, ପଦ୍ମ ପୋଖରୀରେ ଫୁଟୁଛି ପାଣି

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ । ପୁଷ୍କର ସିଂହ ଧାମୀଙ୍କ ଶପଥ ଗ୍ରହଣ ସହିତ ପଦ୍ମ ପୋଖରୀରେ ଫୁଟୁଛି ପାଣି ।

2. ହାଇ ହିଲ୍‌ରେ ପରେଡ କରିବେ ମହିଳା ସୈନିକ, ସରକାରଙ୍କ ଉପରେ ବର୍ଷିଲେ ଜନତା

ସ୍ବାଧିନତାର 30 ବର୍ଷ ପୂରଣ ଅବସରରେ ପରେଡର ଆୟୋଜନ କରୁଛି ୟୁକ୍ରେନ । 24 ଅଗଷ୍ଟରେ ଏହି ପରେଡ ହେବ । ହେଲେ ପରେଡ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

3. ତେଲରେ ଲାଗିଛି ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

କ୍ରମାଗତ ତୈଳ ଦର ବୃଦ୍ଧି ପାଉଥିବାବେଳେ ରବିବାର ମଧ୍ୟ ବଢିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ରବିବାର ପେଟ୍ରୋଲ ଡିଜେଲ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।

4. JNPT ବନ୍ଦରରେ 879 କୋଟି ମୂଲ୍ୟର ହେରୋଇନ ଜବତ, 1 ଗିରଫ

ନାଭି ମୁମ୍ବାଇର JNPT ବନ୍ଦରରେ ମୋଟ 879 କୋଟି ମୂଲ୍ୟର ହେରୋଇନ ଜବତ ହୋଇଛି ।

5. 4 ଦିନିଆ ବ୍ରିଟେନ ଓ ଇଟାଲି ଗସ୍ତରେ ସ୍ଥଳସେନା ମୁଖ୍ୟ

4 ଦିନିଆ ବିଦେଶ ଗସ୍ତରେ ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ଏମଏମ ନରଓ୍ବାଣେ । ବ୍ରିଟେନ ଓ ଇଟାଲି ସହ ହେବ ସାମରିକ ଆଲୋଚନା ।

6. ସୋନୁଙ୍କୁ ସମ୍ମାନ ଜଣାଇ କାର ଡିଜାଇନ କଲେ କର୍ଣ୍ଣାଟକ ଯୁବକ

ସୋନୁ ସୁଦଙ୍କୁ ସମ୍ମାନ ଜଣାଇ ନିଜ କାରରେ ତାଙ୍କର ଫଟୋ ଡିଜାଇନ କରିଛନ୍ତି କର୍ଣ୍ଣାଟକର ଯୁବକ ଶ୍ରୀ ପ୍ରସାଦ ଆଚାର୍ଯ୍ୟ ।

7. ବୟସ ସାନ, ପ୍ରୟାସ ବଡ଼: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ବୟସ ସିନା ସାନ କିନ୍ତୁ ତାଙ୍କ କାର୍ଯ୍ୟ ମହାନ । କୋରୋନା ଟିକା ନେବାରୁ ବିରତ ରହୁଥିବା ଲୋକଙ୍କୁ ସଚେତନ କରାଉଛନ୍ତି କୁନିକୁନି ଶିଶୁ ।

8. ପାଣିପାଗ ବିଭାଗର ସୂଚନା, ସ୍ବାଭାବିକ ଠାରୁ କମ ବର୍ଷା

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଠାରୁ କମ ପରିମାଣର ବର୍ଷିଛି । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

9. ମିତାଲିଙ୍କ ନୂଆ କୀର୍ତ୍ତିମାନ, ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌

ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସମସ୍ତ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି ଭାରତୀୟ ମହିଳା ଏକଦିବସୀୟ ଟିମ କ୍ୟାପଟେନ ମିତାଲି ରାଜ ।

10. ICUରେ ଏବେ ବି ଅଛନ୍ତି ସାହେବ: Saira Banu

କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାର ବର୍ତ୍ତମାନ ଆଇସିୟୁରେ ଅଛନ୍ତି ବୋଲି ପତ୍ନୀ ସାଇରା ବାନୁ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.