ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 3, 2021, 7:08 PM IST

1. ବର୍ତ୍ତମାନ ଦିଆଯିବନି ଗର୍ଭବତୀଙ୍କୁ ଟିକା, ଅପେକ୍ଷା କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ଏବେ ଦିଆଯିବନି ଗର୍ଭବତୀଙ୍କୁ ଟିକା । ଅପେକ୍ଷା କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।

2. ପରିସ୍ରା ଅଟକାଇଲେ ବ୍ଲାଡ଼ର ଫାଟିଯିବ: ସୁର

ସବୁବେଳେ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

3. ଲୋଇସିଂହାର ପ୍ରତି ପରିବାରକୁ 2024 ସୁଦ୍ଧା ମିଳିବ ପିଇବା ପାଣି: ମୁକେଶ ମହାଲିଙ୍ଗ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ।

4. ପୁଷ୍କର ସିଂହ ଧାମୀ ହେଲେ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ, ରବିବାର ନେବେ ଶପଥ

ପୁଷ୍କର ସିଂହ ଧାମୀ ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ।

5. ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିଲା AAP, ପାଣିମାଡ କଲା ପୋଲିସ

ପଞ୍ଜାବରେ ବିଦ୍ୟୁତ ସଂକଟକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବାସଭବନକୁ ଘେରାଉ କରିଛନ୍ତି ଆମ ଆଦମୀ ପାର୍ଟି କର୍ମକର୍ତ୍ତା ।

6. Vizagରେ 3କି.ମି ରାସ୍ତାକୁ 'ନୋ ଫ୍ଲାଏ ଜୋନ' ଘୋଷଣା କଲା ନୌସେନା

ଜମ୍ମୁ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ ହେବା ପରେ ଭାଇଜାକର 3 କିଲୋମିଟର ରାସ୍ତାକୁ ନୋ ଫ୍ଲାଏ ଜୋନ ଭାବେ ଘୋଷଣା କରାଯାଇଛି ।

7. JNPT portରୁ 300 କୋଟିର ହେରୋଇନ ଜବତ

ନାଭି ମୁମ୍ବାଇର JNPT ବନ୍ଦରରୁ 300 କୋଟି ମୂଲ୍ୟର ହେରୋଇନ ଜବତ ହୋଇଛି ।

8. Jio ଗ୍ରାହକଙ୍କ ପାଇଁ ଖୁସି ଖବର, Loanରେ ପାଇପାରିବେ ତତକ୍ଷଣାତ Data Pack

ଏଣିକି Jio ଗ୍ରାହକମାନେ ଋଣ କରି ତତକ୍ଷଣାତ Data Pack ସେବା ପାଇପାରିବେ ।

9. ENGW vs INDW: ଟସ୍‌ ଜିତିଲା ଭାରତ, ପ୍ରଥମେ ବୋଲିଂ ନିଷ୍ପତ୍ତି

ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

10. ଖୁବଶୀଘ୍ର Tvରେ ନଜର ଆସିବେ ରଣବୀର ସିଂ

ଟେଲିଭିଜନ ପରଦାରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ବଲିଉଡ ଷ୍ଟାର ରଣବୀର ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.