ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରରାଜ୍ୟରେ ପହଞ୍ଚିଲା 9 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 2, 2021, 7:07 PM IST

1. ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁଙ୍କ ପ୍ରିୟ ବିମାନ ‘ଡାକୋଟା’

କୋଲକାତାରୁ ଓଡ଼ିଶା ଆସିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ପୁଣି ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି ।

2. ରାଜ୍ୟରେ ପହଞ୍ଚିଲା 9 ଲକ୍ଷରୁ ଉର୍ଦ୍ଧ୍ବ କୋଭିସିଲ୍ଡ ଟିକା

ଆଜି(ଶୁକ୍ରବାର) ରାଜ୍ୟରେ ପହଞ୍ଚିଲା ଆଉ 9 ଲକ୍ଷ 43 ହଜାର 930 କୋଭିସିଲ୍ଡ ଟିକା । ରାତି ସୁଦ୍ଧା ବିଭିନ୍ନ ଜିଲ୍ଲାର ଟୀକାକରଣ କେନ୍ଦ୍ରକୁ ପଠାଯିବ ଏହି ଟିକା ।

3. ରାଜ୍ୟରେ ବ୍ଲାକ ଫଙ୍ଗସ-ଡେଲ୍ଟା ପ୍ଲସ ମାମଲା କମ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ବ୍ଲାକ ପଙ୍ଗସ ଓ ଡେଲ୍ଟା ପ୍ଲସ ସଂକ୍ରମଣର ସଂଖ୍ୟା କମ ରହିଛି । ଜୁଲାଇ ମଧ୍ୟଭାଗରେ ସଂକ୍ରମଣ କମିପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

4. 'ଶହେ ଟପିଲା ତୈଳ ଦର, କେବେ ହଜାରେ ଟପିବ ସିଲିଣ୍ଡର'

ରାଜ୍ୟରେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ନେତା ।

5. ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ନେଇ ବର୍ଷିଲେ ଏକ୍ସରେଗୁଲାର ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ନେଇ ରାଜଧାନୀରେ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ମାଟ୍ରିକ ମାର୍କ ଆଧାରରେ ସେମାନଙ୍କ ମାର୍କିଂ ପାଇଁ କଲେ ଦାବି ।

6. ଟୀକାକରଣକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା, ରାହୁଲଙ୍କ ଉପରେ ବର୍ଷିଲେ ଗୋଏଲ

ଟିକା ଅଭାବକୁ ନେଇ ରାହୁଲ ମୋଦି ସରକାରଙ୍କୁ ସମାଲୋଚିତ କରିବା ପରେ ତାଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ।

7. ଫୁଲବାଣୀରେ ପତ୍ନୀର ମୃତଦେହକୁ ପତି ଏକାକୀ ବୋହିବା ଘଟଣା; କାର୍ଯ୍ୟାନୁଷ୍ଠାନ ନେଲେ ସିଡିଏମଓ

ସ୍ତ୍ରୀର ମୃତଦେହକୁ ସ୍ବାମୀ କାନ୍ଧରେ ବୋହିନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କନ୍ଧମାଳ ସିଡିଏମଓ ଡାକ୍ତର ରାଜଶ୍ରୀ ପଟ୍ଟନାୟକ । 3 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।

8. ଦୁଇ ବିଭାଗର ମଧୁଚନ୍ଦ୍ରିକାରେ ବଳିପଡିବେ କି ଚାଷୀ ?

ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା ।

9. Ind vs SL: ଧାୱନଙ୍କ ନେତୃତ୍ବରେ ଟିମ ଇଣ୍ଡିଆର ଅଭ୍ୟାସ ଆରମ୍ଭ

ଶ୍ରୀଲଙ୍କା ବିପକ୍ଷରେ ଭାରତ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 3 ଟିକିଆ ଟି20 ସିରିଜ ଖେଳିବା ନେଇ ସୂଚୀ ରହିଛି । ଜୁଲାଇ 13ରୁ ଏହି ସିରିଜ ଆରମ୍ଭ ହେବ ।

10. #BatBalance challenge: ବିରାଟଙ୍କ ସହ ତାଳ ମିଳାଇଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ #BatBalance challengeରେ ହବି ବିରାଟଙ୍କ ସହ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.