ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 20, 2021, 7:01 PM IST

1. ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ରାଜ୍ୟରେ କର୍ମନିଯୁକ୍ତିର ଅଭାବରୁ ପ୍ରବାସୀମାନେ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

2. ଭୁବନେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ କୋଭିଡ କଟକଣା କଡାକଡି

ଭୁବନେଶ୍ବର ଷ୍ଟେସନରେ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ କଟକଣା କଡାକଡି କରାଯାଉଛି ।

3. ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ ଯାଏଁ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ

ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନବଦିନାତ୍ମକ ରଥଯାତ୍ରାର ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବା ନେଇ ନୀତି ନିର୍ଘଣ୍ଟ ହେଲା ଚୂଡାନ୍ତ । ପୂର୍ବ ନିର୍ଦ୍ଧାରିତ ସମୟ ଆଧାରରେ ଶେଷ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ।

4. UN ରେ ଭାରତର ଦାବି, ନୂଆ IT ନିୟମ ସୋସିଆଲ ମିଡିଆ ୟୁଜର୍ସଙ୍କୁ କରିବ ସଶକ୍ତ

ସୋସିଆଲ ମିଡିଆ ୟୁଜର୍ସଙ୍କୁ ନୂଆ ଆଇଟି ଆଇନ ଶକ୍ତ କରିବ ବୋଲି ସଂଯୁକ୍ତ ରାଷ୍ଟ୍ର(UN)ରେ ସ୍ପଷ୍ଟ କରିଛି ଭାରତର ସ୍ଥାୟୀ ମିଶନ ।

5. ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ଶୁଭେଚ୍ଛା

ଇରାନ ରାଷ୍ଟ୍ରପତି ପଦରେ ବୃହତ ବିଜୟ ନେଇ ଇବ୍ରାହିମ ରଇସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6. ତାମିଲନାଡୁରେ ଜୁନ 28 ଯାଏଁ ବଢିଲା ଲକଡାଉନ, କୋହଳ ହେଲା କଟକଣା

ତାମିଲନାଡୁରେ କମୁନି ସଂକ୍ରମଣ । ପୁଣି ସପ୍ତାହେ ବଢିଲା ଲକଡ଼ାଉନ ।

7. ରାଜଧାନୀରେ ସେକ୍ସ ରାକେଟ, ଭିଜିଟିଂ କାର୍ଡ଼ରେ ଥିଲା ଗେଷ୍ଟହାଉସ ଏଣ୍ଟ୍ରି

ରାଜଧାନୀରେ ସେକ୍ସ ରାକେଟ ଠାବ । ଲକ୍ଷ୍ମୀସାଗର ଥାନା ବୁଧେଶ୍ବରୀ କଲୋନୀର ପ୍ଲଟ ନମ୍ବର ୨୬ରେ ଚାଲିଥିଲା କାରବାର ।

8. ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର

ଟେଷ୍ଟ କ୍ରିକେଟ ଇତିହାସ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ସର୍ବାଧିକ 15,921 ରନ୍‌ ଓ 51 ଶତକ ।

9. WTC ଫାଇନାଲ: ଜେମିଏସନ ଓ ୱାଗନରଙ୍କ ଘାତକ ଆକ୍ରମଣ, ବ୍ୟାକଫୁଟ୍‌ରେ ଭାରତ

କିୱି ଦ୍ରୁତ ବୋଲର କେଏଲ ଜେମିଏସନ, ନେଲ ୱାଗନର ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହ ତୃତୀୟ ଦିନର ପ୍ରଥମ ସେସନରେ ଭାରତକୁ ବ୍ୟାକଫୁଟ୍‌କୁ ଠେଲିଦେଇଛନ୍ତି ।

10. ପିତାଙ୍କୁ 'କ୍ଷମା' ମାଗିଲେ ରିଆ

ଦେଶରେ ଜୁନ୍ 20 ରବିବାର ଦିନ ଫାଦର୍ସ ଡେ ପାଳନ କରାଯାଉଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏକ ଖାସ ଅନ୍ଦାଜରେ ପିତାଙ୍କୁ ଫାଦର୍ସ ଡେ’ ଓ୍ବିଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.