ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 17, 2021, 7:03 PM IST

1. 'କୁଣ୍ଡଳୀ' ଓ 'ସନ୍ଧାନ' ନାମକ 2ଟି ଆପ ଲଞ୍ଚ କଲା କମିଶନରେଟ ପୋଲିସ

କମିଶନରେଟ ପୋଲିସ 2ଟି ଆପ ଲଞ୍ଚ କରିଛି । ଭୁବନେଶ୍ବର ଡିସିପି ଅଫିସରୁ କାର୍ଯ୍ୟକ୍ଷମ ହେବ ଏହି ଦୁ୍ଇ ଆପ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।

2. କୋରୋନା କଟକଣା ନେଇ ପୋଲିସ ଡିଜିଙ୍କ ସୂଚନା

ରାଜ୍ୟ ସରକାର କୋଭିଡ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ।

3. ମହାପ୍ରଭୁଙ୍କ ଅଙ୍ଗଲାଗି ବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡା ବୁଣାକାର

ପାଖେଇ ଆସୁଛି ଓଡ଼ିଆ ଜାତିର କୂଳ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।

4. ଐତିହ୍ୟ ଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ‘ସପ୍ତରଙ୍ଗ’ ଉଦଯାପିତ, ପ୍ରତି ପରିବାରକୁ ମିଳିଲା 10 ହଜାର

ଐତିହ୍ୟ ଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ‘ସପ୍ତରଙ୍ଗର’ ଉଦଯାପିତ ହୋଇଯାଇଛି । ଏହି ଉଦାଯାପନୀ କାର୍ଯ୍ଯକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ କଳାକାରଙ୍କୁ ଅର୍ଥ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।

5. ମାଷ୍ଟରକ୍ୟାଣ୍ଟିନ ଘୋଡା ସ୍ଥାନାନ୍ତର ପ୍ରସଙ୍ଗ: ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧ

ସ୍ମାର୍ଟ ଜନପଥର ବିକାଶ ପାଇଁ ମାଷ୍ଟରକ୍ୟାଣ୍ଟିନ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରଣ ନିଷ୍ପତ୍ତି । ଏହାକୁ ତୀବ୍ର ବିରୋଧ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

6. ଏଣିକି ସପ୍ତାହକୁ 4 ଦିନ ଗଡିବ ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନ

ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି ।

7. ଭାଇରାଲ ହେଉଛି ବ୍ୟକ୍ତିଙ୍କ ଛତା ଧରା ଫଟୋ...

ଛତା ଧରି ଠିଆ ହୋଇଥିବା ଏହି ବ୍ୟକ୍ତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଫଟୋ ପଛର ପ୍ରକୃତ ସତ୍ୟତା ଜାଣିଲେ ଆପଣ ଟିକେ ବିଚଳିତ ହୋଇପାରନ୍ତି ।

8. କ୍ରିକେଟର ମହାନତମ ଟାଇଟେଲ ବିଜୟ ଲକ୍ଷ୍ୟରେ ଭାରତ

କ୍ରିକେଟ ଇତିହାସରେ ବିଶ୍ବ କ୍ରିକେଟକୁ ମିଳିବାକୁ ଯାଉଛି ସର୍ବୋଚ୍ଚ ସ୍ତରରେ ସର୍ବଶ୍ରେଷ୍ଠ ନିର୍ବିବାଦୀୟ ଚମ୍ପିଆନ ।

9. ‘ୟେ କାଲି-କାଲି ଆଙ୍ଖେ’ ଗୀତରେ ଡ୍ୟାନ୍ସ କରିବାକୁ ଚାହୁଁଥିଲେ ଶିଳ୍ପା

ନିକଟରେ ରିଆଲିଟି ଶୋ ‘ସୁପର ଡାନ୍ସର୍ ଚାପ୍ଟର୍ ୪’ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁରୁଣା ଦିନ ଗୁଡ଼ିକୁ ମନେ ପକାଇ ତାଙ୍କ ହୃଦୟର କଥା କହିଛନ୍ତି ।

10. କୋରୋନା କବଳରେ ଅନୁଷ୍କା ସେନ

କୋରୋନା କବଳରେ ଜଣାଶୁଣା ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନୁଷ୍କା ସେନ । ନିକଟରେ ସେ ‘ଖତୋରଁ କେ ଖିଲାଡି 11’ର ସୁଟିଂ ପାଇଁ କେପଟାଉନ ଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.