ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 15, 2021, 7:07 PM IST

1. ଚିରାଗଙ୍କୁ LJP ଅଧ୍ୟକ୍ଷ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ, ଜୁନିୟର ପାସୱାନ ନେଲେ ପ୍ରତିଶୋଧ

ଚିରାଗ ପାସୱାନଙ୍କୁ ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି ଦଳର ବିଦ୍ରୋହୀ ଗୋଷ୍ଠୀ । କଳହ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଚିରାଗ ।

2. ଟୀକାକରଣ ପରେ ପ୍ରଥମ ମୃତ୍ୟୁ, ସ୍ପଷ୍ଟ କଲେ ସରକାର

16 ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 26 କୋଟି ଲୋକଙ୍କୁ ଦିଆଯାଇସାରିଲାଣି କୋଭିଡ ଟିକା ।

3. 'କଟକଣା ଯୁକ୍ତ ହେଉ UNLOCK ପ୍ରକ୍ରିୟା'

ଆସନ୍ତା 17 ତାରିଖ ସକାଳ 5 ଟାରେ ଶେଷ ହେବ ରାଜ୍ୟରେ ଜାରି ରହିଥିବା LOCKDOWN । ଆଉ ଏହାକୁ ବୃଦ୍ଧି କିମ୍ବା କୋହଳ ନେଇ ଆରମ୍ଭ ହୋଇଯାଇଛି ବିଚାର ବିମର୍ଷ ।

4. ଶ୍ରୀମନ୍ଦିରରେ ଶିବ ବିବାହ ନୀତି ଅନୁଷ୍ଠିତ

ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି ।

5. ଶ୍ରୀମନ୍ଦିରରେ ASI ଟିମ୍‌

ଶ୍ରୀମନ୍ଦିରରେ ASI (Archaeological survey of india) ର ବୈଷୟିକ ଟିମ । ଭିତର ଆଲୋକୀକରଣ ବ୍ୟବସ୍ଥାର ଅନୁଧ୍ୟାନ ।

6. ଗଲଓ୍ବାନ କି ଘାଟି ହୈ..ଦେଶ କା ସରତାଜ୍

ଗଲୱାନ ସଂଘର୍ଷର ଏକ ବର୍ଷ ପୂର୍ତ୍ତୀ ଅବସରରେ ଶହୀଦ ବୀର ଯବାନଙ୍କ ସ୍ମୃତିରେ ସ୍ଥଳସେନା ଏକ ଭିଡିଓ ଜାରି କରି ଦେଇଛି ଗଭୀର ଶ୍ରଦ୍ଧାଞ୍ଜଳି ।

7. ଟିକା ଦେବାକୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

150 ଟଙ୍କା ପ୍ରତି ଡୋଜ ମୂଲ୍ୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗାଇବା ସମ୍ଭବ ନୁହେଁ ବୋଲି ଭାରତ ବାୟୋଟେକ ଏକ ବୟାନରେ କହିଛି ।

8. ନକଲି ଔଷଧ ନେଇ ଗଠନ ସ୍ବତନ୍ତ୍ର ଟିମ, ଜାରି ରହିଛି ତଦନ୍ତ: ପୋଲିସ ଡିଜି

ନକଲି ଔଷଧ ପ୍ରସଙ୍ଗରେ ପୋଲିସ ଡିଜିଙ୍କ ସୂଚନା । କ୍ରାଇମ ବ୍ରାଞ୍ଚ STFର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

9. ରାଜ୍ୟଗୋଷ୍ଠୀ କ୍ରୀଡା 2022ରେ ମହିଳା ଟି20 କ୍ରିକେଟ ସାମିଲ

ରାଜ୍ୟଗୋଷ୍ଠୀ କ୍ରୀଡା 2022ରେ ଡେବ୍ୟୁ କରିବ ମହିଳା ଟି20 କ୍ରିକେଟ ।

10. ବ୍ଲାକ ବିକିନି ଟପ୍ ରେ ଶେଫାଲୀ, ଫଟୋ ଭାଇରାଲ

ନିକଟରେ ଶେଫାଲୀ ତାଙ୍କର ଫଟୋସୁଟ୍ ରୁ କିଛି ନୂଆ ହଟ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.