1. ପିଏମ କେୟାର୍ସ ଫଣ୍ଡରୁ ଦେଶର ସମସ୍ତ ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା
2. ବଢୁଛି ତେଲ ଦର; ଧର୍ମେନ୍ଦ୍ର କହିଲେ କର ହ୍ରାସ କରନ୍ତୁ କଂଗ୍ରେସ ଶାସିତ ରାଜ୍ୟ
3. ରାଜଧାନୀର 6ଟି ସ୍ଥାନରେ ମିଳିବ ପିଠା, ଓଟିଡିସିର ରଜ ପର୍ବ ଆରମ୍ଭ
କଟକଣା ଭିତରେ ପାଳନ ହେବ ପରମ୍ପରା । ଦୋଳି ଖେଳକୁ ନା' ହେଲେ ଜମିବ ପିଠା ପଣାର ଆସର ।
4. ସାରା ରାଜ୍ୟରେ ମୌସୁମୀ ସକ୍ରିୟ, ଆସନ୍ତା 16 ଯାଏଁ ବର୍ଷା
ରାଜ୍ୟରେ ସକ୍ରିୟ ହେଲା ମୋସୁମୀ ବାୟୁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 16 ଯାଏ ବର୍ଷିବ ।
5. ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ, ସ୍ପଷ୍ଟ କଲା ମାଓ ସଙ୍ଗଠନ
ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଞ୍ଚଳରେ ଶୋକାକୁଳ ପରିବେଶ ।
6. ଦିଲ୍ଲୀ ଅନଲକ: ସୋମବାରଠୁ କଣ ଖୋଲା କଣ ବନ୍ଦ ଜାଣନ୍ତୁ
7. କିଏ ଇନ୍ଦିରା ହୃଦୟେଶ ? ଦିଦି ନାଁରେ ଦେଉଥିଲେ ସବୁ ଦଳର ନେତାଙ୍କୁ ପରାମର୍ଶ
8. ପରାଧୀନ ଡଙ୍ଗରିଆ, ପାଦଚଲା ରାସ୍ତାର ପ୍ରତି ପାଦରେ ବିପଦ
9. ଘଣ୍ଟା ପ୍ରେମରେ ଶିକ୍ଷକ, ସଂଗ୍ରହ କରିଛନ୍ତି 400ରୁ ଊର୍ଦ୍ଧ୍ବ ଘଣ୍ଟା
10. ଇଂଲଣ୍ଡର ଆତ୍ମସମର୍ପଣ, 1-0ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ପରାସ୍ତ । 1-0ରେ ନ୍ୟୁଜିଲାଣ୍ଡ ସିରିଜ ବିଜୟୀ ।