ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 12, 2021, 7:10 PM IST

1. ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଖୋଲିଲେ ନାହିଁ ମୁହଁ

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଖୋଲିଲେ ନାହିଁ ମୁହଁ ।

2. ଆରମ୍ଭ ହେବ UGPG ପରୀକ୍ଷା ! ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ

ୟୁଜି ପିଜି ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ଥିବା ବିଭାଗୀୟ ମନ୍ତ୍ରୀ କହିବା ପରେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ ।

3. ମୁକୁଲଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ବିଜେପି ପାଇଁ ପ୍ରଭାବଶୂନ୍ୟ: ଦିଲ୍ଲୀପ ଘୋଷ

ବିଜେପିରୁ ମୁକୁଲ ରାୟ ଦଳ ଛାଡିବା ସହ ଟିଏମସି ବାହୁଡାକୁ ନେଇ ମତ ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ । କହିଲେ ବିଜେପି ପାଇଁ ପ୍ରଭାବଶୂନ୍ୟ ।

4. ‘ଧାରା 370 ପୁନଃଲାଗୁ କଂଗ୍ରେସର Toolkit ଏଜେଣ୍ଡା’

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଧାରା 370 ପ୍ରତ୍ୟାହାର ସମ୍ପର୍କିତ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଲା ବିଜେପି ।

5. ମେଘା ରାଜଗୋପାଳନ ଜିତିଲେ ‘ପୁଲିଜର’ ଆଓ୍ବାର୍ଡ, ଖୋଲିଥିଲେ ଡ୍ରାଗନର ଅସଲ ମୁଖା !

ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଳନ ପାଇଲେ ଗଣମାଧ୍ୟମର ସମ୍ମାନଜନକ ପୁଲିଜର ଆଓ୍ବାର୍ଡ ।

6. ସିଲଭିରସିଟିରେ ଡବଲ ସେକ୍ସ ରାକେଟ ଠାବ, 8 ଅଟକ

ସିଲଭରସିଟିରେ ଡବଲ ସେକ୍ସ ରାକେଟ ଠାବ । 8 ଅଟକ ।

7. ୧୫ ଦିନ ମଧ୍ୟରେ କଟକରେ ନିୟନ୍ତ୍ରଣ ହେବ କୋରୋନା !

କଟକରେ କମିଛି କୋରୋନା ସଂକ୍ରମଣ । ଅବହେଳା କଲେ ପୁଣି ସଂକ୍ରମଣ ବ୍ୟାପିବ ବୋଲି ସୂଚନା ଦେଇଛନ୍ତି ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ।
8. ବରଗଡରେ କାଳବୈଶାଖୀ ତାଣ୍ଡବ, ଜମିରେ ଗଜା ହେଲା ଧାନ

ଚାଷୀଙ୍କ ପାଇଁ କାଳ ସାଜିଲା କାଳବୈଶାଖୀ । ଗତ ୫ ତାରିଖରୁ ବରଗଡ ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ତିନିଦିନ ଧରି ଜିଲ୍ଲାରେ କାଳବୈଶାଖୀ ।

9. ଟ୍ବିଟରରେ ଟ୍ରେଣ୍ଡ କରୁଛି #BoycottKareenaKhan, ଜାଣନ୍ତୁ କାହିଁକି

ସାମାଜିକ ଗଣମାଧ୍ୟମ ଟ୍ବିଟରରେ #BoycottKareenaKhan ଟ୍ରେଣ୍ଡ କରିବାରେ ଲାଗିଛି । ଜାଣନ୍ତୁ କ'ଣ ରହିଛି ଏହାର କାରଣ....

10. ଫ୍ରେଞ୍ଚ ଓପନ: ଫାଇନାଲ ଫାଇଟ୍‌ରେ ଜୋକଭିକ-ସିତସିପସ

ଫ୍ରେଞ୍ଚ ଓପନର ପୁରୁଷ ଏକକ ବର୍ଗର ଫାଇନାଲରେ ନୋଭାକ ଜୋକଭିକ ବନାମ ଷ୍ଟେଫନସ ସିତସିପସ ଲଢେଇ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.