ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 11, 2021, 7:18 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ବିଜେପିକୁ ଝଟକା, 4 ବର୍ଷ ପରେ TMC କ୍ୟାମ୍ପକୁ ଫେରିଲେ ମୁକୁଲ ରାୟ

ଭାରତୀୟ ଜନତା ପାର୍ଟିକୁ ଝଟକା ଦେଇ ଘର ବାହୁଡିଛନ୍ତି ମୁକୁଲ ରାୟ । ବିଜେପି ରାଷ୍ଟ୍ରୀୟ ଉପସଭାପତି ଥିବା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁ ରାୟଙ୍କ ସହ ପୁଣି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।

2.ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ, ରଜ ପରେ ଅନଲକ୍ !

କେତେକ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ତଥାପି ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ସଂକ୍ରମଣ କମ ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ । ରଜ ପୂର୍ବରୁ ସମୀକ୍ଷା କରି ଅନଲକ ପାଇଁ ନିଷ୍ପତ୍ତି ନିଆଯିବ ।

3.ଶାହାଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି ।

4.ଚାଷୀଙ୍କୁ ବୋନସ ଦିଅନ୍ତୁ ସରକାର: ବିଜେପି

MSP ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

5.ଭାରତରେ ଅଛି ଆଉ ଏକ ଶାନ୍ତ ମହାମାରୀ: ପ୍ରତିରକ୍ଷା ମନ୍ତ୍ରୀ

ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାର 11 ପ୍ରତିଶତ କେବଳ ଭାରତରେ ହେବାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହା ଏକ ମହାମାରୀ ସଦୃଶ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

6.‘ବାତ୍ୟା କ୍ଷତିଗ୍ରସ୍ତଙ୍କ ତାଲିକା ପଞ୍ଚାୟତ ଅଫିସରେ ମାରନ୍ତୁ ସରକାର’

ବାତ୍ୟା ମୁକାବିଲା ଓ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏନେଇ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ।

7.କାହାକୁ ମିଳିବ ପଦ୍ମ ପୁରସ୍କାର ? ଜନତାଙ୍କୁ ପରାମର୍ଶ ମାଗିଲେ କେନ୍ଦ୍ର ସରକାର

ପଦ୍ମ ପୁରସ୍କାରକୁ 'ଜନତାଙ୍କ ପଦ୍ନ'ରେ ପରିବର୍ତ୍ତିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ସରକରା କହିଛନ୍ତି । 2021 ପଦ୍ମ ପୁରସ୍କାର ପାଇଁ ଜନସାଧାରଣଙ୍କୁ ପରାମର୍ଶ ମାଗିଛନ୍ତି ସରକାର ।
8.ବିଜେଡି ପରେ କଂଗ୍ରେସ, ଧାନର MSP ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଦୀପ ମାଝୀଙ୍କ ଟାର୍ଗେଟ

ଧାନର MSP ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ସରକାର ପାଳନ କରୁନାହିାଁନ୍ତି ।

9.ତୈଳଦର ବୃଦ୍ଧି ପ୍ରତିବାଦରେ ଶଗଡ ଚଢି ଶୋଭାଯାତ୍ରା କଲା କଂଗ୍ରେସ

ତୈଳଦର ବୃଦ୍ଧି ପରେ ମୟୂରଭଞ୍ଜ କଂଗ୍ରେସ ଶଗଡରେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛି ।

10.ବଢିଲା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି

ଯୁବ କୁସ୍ତିଯୋଦ୍ଧା ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଶୁକ୍ରବାର ଜୁନ 25 ପର୍ଯ୍ୟନ୍ତ ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.