1.ଜୁନ ୧୭ ଯାଏଁ ବଢିଲା ଲକଡାଉନ, ୩ ଜିଲ୍ଲାରେ କୋହଳ ନିୟମ
17 ମେ ପର୍ଯ୍ୟନ୍ତ ବଢିଲା ଦ୍ବିତୀୟ ଲହରର ପର୍ଯ୍ୟାୟ ଲକଡାଉନ । ଜୁନ 17 ସକାଳ 5 ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।
2.ରାଜ୍ଯରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ପ୍ରଦୀପ୍ତ କୁମାର ମହାପାତ୍ର
3.ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗଣ୍ଡଗୋଳ: ଜଣେ ଗୁରୁତର, 9 ଆହତ
ବାଲେଶ୍ଵର ଖନ୍ତାପଡ଼ା ଥାନା କଲ୍ୟାଣୀ ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।
4.ଜିଲ୍ଲାର ବିଭିନ୍ନ ସ୍ଥାନକୁ ରିଲିଫ ପଠାଇଲା ଓଡିଶା ମୋ ପରିବାର
ବାତ୍ୟା ୟସ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଲକର ବାତ୍ୟା ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚାଇଲା ଓଡିଶା ମୋ ପରିବାର ।
5.ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି
6.ବାତ୍ଯା ମୁକାବିଲାରେ ରାଜ୍ୟର ଶୃଙ୍ଖଳା ଓ ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
7.ଭାରତୀୟ ଛାତ୍ରଙ୍କୁ ୟୁଏଇର ଗୋଲ୍ଡେନ ଭିସା
ଜଣେ ଭାରତୀୟ ଛାତ୍ର ୟୁଏଇର 10 ବର୍ଷର ଗୋଲଡେନ୍ ଭିସା ପାଇବାରେ ସଫଳ ହୋଇଛନ୍ତି । କେରଳର ଛାତ୍ର ହୋଇଥିବା ସୂଚନା ।
8.ମହାରାଷ୍ଟ୍ର ସଚିବାଳୟରେ ବୋମା ! ଆଲର୍ଟରେ ପୋଲିସ
ମହାରାଷ୍ଟ୍ର ବିଧାନସଭା ସଚିବାଳୟରେ ବୋମା ରଖାଯାଇଥିବା ସୂଚନା ମିଳିଛି । କଣ୍ଟ୍ରୋଲ ରୁମକୁ ମିଳିଥିବା ଏହି ସୂଚନା ପରେ ମୁମ୍ବାଇ ପୋଲିସର ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ।
9.କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ବେ ଦିଲ୍ଲୀ ଯିବେନି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ
10.ମିସ ଇଣ୍ଡିଆଙ୍କୁ ଜୀବନସାଥୀ କରିଛନ୍ତି ପରେଶ, ଜନ୍ମଦିନରେ ଜାଣନ୍ତୁ ରୋଚକ କଥା