ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 8, 2021, 7:02 PM IST

ନଜର ପକାନ୍ତୁ TOP NEWS@7PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଭୁବନେଶ୍ବରରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ବରରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଏହି ଟିକା ।

2. କୋରୋନା ଚେନରେ ଲାଗିବ କି ବ୍ରେକ ? କଣ କହୁଛନ୍ତି ବରିଷ୍ଠ ମହାମାରୀ ବୈଜ୍ଞାନିକ ଡ. ପ୍ରଦ୍ୟୁମ୍ନ କିଶୋର ମହାପାତ୍ର

କୋରୋନା ଚେନରେ ଲାଗିବ କି ବ୍ରେକ ? ଭାଇରସର ଗତି ଏବେ କୁଆଡେ ? କେମିତି ନୂଆ ନୂଆ ରୂପରେ ପରିବର୍ତ୍ତନ ହେଉଛି ମହାମାରୀ କରୋନା ? କାହିଁକି ମଣିଷ ହାରି ଯାଉଛି କରୋନା ପାଖରେ? ମହାମାରୀ କରୋନାର ଅନ୍ତ କେଉଁଠି ?

3. କୋଭିଡ ପରିଚାଳନା ନେଇ ସିଏମସି କମିଶନର ଅନନ୍ୟା ଦାସଙ୍କ ସୂଚନା

କୋଭିଡ ପରିଚାଳନା ନେଇ ସିଏମସି କମିଶନର ଅନନ୍ୟା ଦାସଙ୍କ ସୂଚନା । କଟକରେ କୋରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ସିଏମସି କମିସନର । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢୁଥିବାବେଳେ ଲୋକଙ୍କୁ ମାସ୍କ,ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ସହ କରୋନାର ସମସ୍ତ ଗାଇଡଲାଇନ ପାଳନ କରିବା ପାଇଁ ନିବେଦନ କରିଛନ୍ତି ।

4. DRDO ଆଣିଲା କୋରୋନା ସଞ୍ଜିବନୀ 2-DG, ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗନାଲ୍

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ବିକଶିତ କୋଭିଡ ଡ୍ରଗ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବାହର କରାଯିବ ।

5. ଆଶଙ୍କା ମଧ୍ୟରେ ଆଶ୍ବସ୍ତି, 180 ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ହୋଇନି ନୂଆ ସଂକ୍ରମଣ

ଦେଶର 180 ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ କୌଣସି ନୂଆ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

6. କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲ ଆଡମିସନ ନିୟମ

କୋଭିଡ ରୋଗୀଙ୍କ ସୁବିଧା ପାଇଁ ଜାତୀୟ ସ୍ବାସ୍ଥ୍ୟ ନୀତିରେ ସଂଶୋଧନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କୋରୋନା ଆକ୍ରାନ୍ତ ହସପିଟାଲରେ ଆଡମିସନ ପାଇଁ କୋଭିଡ ପଜିଟିଭ ରିପୋର୍ଟ ବାଧ୍ୟତାମୂଳକ ହେବନାହିଁ ।

7. ଭୁବନେଶ୍ବରରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଟିକା

8. ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କମ ରହିଛି କୋରୋନା ମୃତ୍ୟୁ ସଂଖ୍ୟା

ଦେଶରେ ବେକାକୁ କୋରୋନା ସଂକ୍ରମଣ। ଏପଟେ ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ଦିଲ୍ଲୀ, ଛତିଶଗଡ ଓ ହରିୟାଣା ଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଥରୁନି । ସେପଟେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମୃତ୍ୟୁ ସଂଖ୍ୟା କମ ରହିଛି ।

9. ରବିବାର ଗୌହାଟୀରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ପଦରୁ ହଟିବ ସସପେନ୍ସ

ଆସାମରେ କାଲି ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ପଦ ଉପରୁ ହଟିବ ଦ୍ବନ୍ଦ ।

10. ଦିଲ୍ଲୀକୁ ଅକ୍ସିଜେନ୍ ସିଲିଣ୍ଡର ପଠାଇଲେ ରବିନା

କୋରୋନା ସଙ୍କଟ ସମୟରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବା ପାଇଁ ଆଗେଇ ଆସୁଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ରବିନା ଟଣ୍ତନ । ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ ସାଜିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.