ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @ 7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Mar 1, 2021, 7:00 PM IST

1.ଏଥର କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ 'ମହାଶିବରାତ୍ରି'

ବିଡିଏ କାର୍ଯ୍ୟାଳୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି।

2.ସାମ୍ନାକୁ ଆସିଲା ସବ୍ୟର୍ଚ୍ଚିତାଙ୍କ ବର-କନ୍ୟା ଫଟୋ

ସବ୍ୟ- ଅର୍ଚ୍ଚିତାଙ୍କ ବାହାଘର । ଓଲିଉଡର ଏହି ହଟ୍ ଯୋଡିଙ୍କର ବରକନ୍ୟା ବେଶର ଫଟୋ ସାମ୍ନାକୁ ଆସିଛି ।

3.ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍‌ ଠକେଇ ମାମଲାରେ ମିଳିଲା ଜାମିନ

ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ଦୁଇଜଣ ଜାମିନଦାର ବଦଳରେ ବେଲ ପ୍ରଦାନ କରିଛନ୍ତି ହାଇକୋର୍ଟ ।

4.ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ମୋ ପାଇଁ ସୌଭାଗ୍ୟ: ସ୍ମରଣିକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଡ ଟିକା। ତାଙ୍କୁ ଟିକା ଦେଇଥିବା କ୍ୟାପିଟାଲ୍ ହସ୍ପିଟାଲ ନର୍ସ ବେଶ ଖୁସି ଜାହିର କରିଛନ୍ତି ।

5.ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ସାଂସଦ ଅପରାଜିତା

ଏକାମ୍ରକ୍ଷେତ୍ରର ପୁରାତନ କୀର୍ତ୍ତିରାଜି, ସଂସ୍କୃତିକୁ ସମ୍ମାନ ଏବଂ ସୁରକ୍ଷା ନେଇ ସୋମବାର ବିଭିନ୍ନ ଐତିହ୍ୟ ସ୍ଥଳୀ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା।

6.ବାଇସେପ୍ ପରେ ପୁସଅପ୍‌, ନିର୍ବାଚନରେ ଦୁର୍ବଳ କଂଗ୍ରେସକୁ ବଳ ଯୋଗାଇବ ରାହୁଲଙ୍କ ଫିଟନେସ !

ତାମିଲନାଡୁ ଗସ୍ତରେ ଥିବା ରାହୁଲ ଗାନ୍ଧୀଙ୍କୁ ମୁଲାଗୁମୁଦୁବନର ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି ।

7.ଭ୍ୟାକ୍ସିନ ନେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଚେନ୍ନାଇରେ ଟିକା ନେଇଛନ୍ତି ଉପରାଷ୍ଟ୍ରପତି । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଜନ୍ମଦିନରେ ନେଇଛନ୍ତି କୋଭିଡ୍ ଭ୍ୟାକ୍ସିନ ।

8.ପ୍ରଧାନମନ୍ତ୍ରୀଙ୍କ ଟିକା ଗ୍ରହଣ ଟିକାର ବିଶ୍ବସନୀୟତା ନେଇ ସବୁଠୁ ବଡ ବାର୍ତ୍ତା: ବିଜେପି

ପ୍ରଧାନମନ୍ତ୍ରୀଙ୍କ ଟିକା ଗ୍ରହଣ ଟିକାର ବିଶ୍ବସନୀୟତା ନେଇ ସବୁଠୁ ବଡ ବାର୍ତ୍ତା ବେଲି କହିଲା ବିଜେପି ।

9.IPS ବଦଳି ମାମଲା: ପଶ୍ଚିମବଙ୍ଗ ସରକାରଙ୍କ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ଆଇପିଏସ ଅଧିକାରୀଙ୍କ ବଦଳିକୁ ନେଇ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ଲାଗିଥିଲା ବିବାଦ ମାମଲା । ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

10.4ର୍ଥ ଟେଷ୍ଟ ପୂର୍ବରୁ ବିରାଟ ବାହିନୀର ଜୋରଦାର ଅଭ୍ୟାସ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.