ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 12, 2020, 7:02 PM IST

1-ଡିସେମ୍ବର 20ରୁ 25 ଭିତରେ ଖୋଲିବ ଶ୍ରୀମନ୍ଦିର: ମୁଖ୍ୟ ପ୍ରଶାସକ

ଶନିବାର ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆସନ୍ତା 20ରୁ 25 ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

2-ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ମୃତ

ଯାଜପୁର ସଦର ଥାନା ବୁଢା ଘାଟ ନିକଟରେ ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ।

3-ନୟାଗଡରେ ପୁଣି ଏକ ଶିଶୁକନ୍ୟା ନିଖୋଜ ଘଟଣା: ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ରଣପୁର ଥାନା ଅଧୀନସ୍ଥ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗ୍ରାମରେ 3 ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ(ସ୍ବାତି) ନିଖୋଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗାଁରେ ପୋଲିସ ଡେରା ପକାଇ ଜୋରଦାର ତଦନ୍ତ କରୁଛି । ସ୍ଥାନୀୟ ସବୁ ଜଳାଶୟକୁ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି କରାଯାଇଛି ।

4-ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା, ଚିନ୍ତା ପ୍ରକଟ କଲେ ଡାକ୍ତର

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି । ଚିନ୍ତା ପ୍ରକଟ କଲେ ଚିକିତ୍ସା କରୁଥିବା ଡାକ୍ତର ।

5-କୃଷକଙ୍କ ସୁରକ୍ଷା ପାଇଁ କୃଷି ଆଇନ ପ୍ରଣୟନ କରାଯାଇଛି: ତୋମାର

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ତିନୋଟି ଚାଷୀ ଆଇନ ରଦ୍ଦ କରିବାକୁ ଦିଲ୍ଲୀରେ ଡେରା ପକାଇଛନ୍ତି କୃଷକ ସଂଘ । ତେବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଏହି ନିୟମ ଚାଷୀଙ୍କ ହିତ ପାଇଁ ସଂଶୋଧିତ ହୋଇଛି।

6-ଗୁଜୁରାଟ ଅଦିନିଆ ବର୍ଷା, କ୍ଷୟକ୍ଷତି ଆକଳନ ପରେ ସହାୟତା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ଗତ ଦୁଇ ଦିନ ଧରି ଗୁଜୁରାଟରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବେ ଗୁଜୁରାଟ ସରକାର ।

7-ଭାରତକୁ ଥରାଇ ଦେଇଥିବା ପ୍ରମୁଖ ଆନ୍ଦୋଳନ

ଭାରତରେ ପ୍ରତିଦିନ କୌଣସି ଘଟଣାକୁ କେନ୍ଦ୍ର କରି ଜନ ଆନ୍ଦୋଳନ ଦେଖା ଦେଇଥାଏ । ତେବେ ସେଥିମଧ୍ୟରୁ କିଛି ଆନ୍ଦୋଳନ ବଡ ଆକାରରେ ହୋଇଥାଏ ।

8-ରାଜନାଥଙ୍କୁ ଭେଟିଲେ ହରିୟାଣା ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ 17 ଦିନରେ ପହଞ୍ଚିଛି । ଏହି ସମୟରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି।

9-17 ରାଜ୍ୟର ଅଧିକ ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ

27 ଟି ରାଜ୍ୟର 9,879 କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଅର୍ଥମନ୍ତ୍ରାଳୟ । ଏହା ଦ୍ବାରା କୋରୋନାରେ ପ୍ରଭାବିତ ରାଜ୍ୟ ଅର୍ଥନୀତିକୁ ବୁଷ୍ଟର ମିଳିବ ।

10-ଭାରତ ବନାମ ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ସ୍କ୍ବାଡରେ ମାର୍କସ ହାରିସ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ସ୍କ୍ବାଡରେ ମାର୍କସ ହାରିସ ସାମିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.