ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 25, 2020, 7:06 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ପଞ୍ଚୁକ ବ୍ରତ ଆରମ୍ଭ, ଡଙ୍ଗା ଭସା ଉପରେ ଲାଗିଲା କଟକଣା

ପଞ୍ଚୁକ ପାଇଁ ଜଗନ୍ନାଥ ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଥିବାରୁ ଶ୍ରଦ୍ଧାଳୁ ଓ ବ୍ରତଧାରୀ ମାନେ ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରିଛନ୍ତି । ଭୋରରୁ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ନିକଟରେ ସମବେତ ହୋଇ ପଞ୍ଚୁକ ବ୍ରତର ଶୁଭାରମ୍ଭ କରିଛନ୍ତି

2.ପରୀ ହତ୍ୟା ମାମଲା: ସୋସିଆଲ ମିଡିଆରେ ଘୁରି ବୁଲୁଛି ମନ୍ତ୍ରୀ-ସରପଞ୍ଚଙ୍କ ଅଡିଓ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମନ୍ତ୍ରୀ ଅରୁଣ ସାହୁ-ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚଙ୍କ ଏକ ବାର୍ତ୍ତାଳାପ । ଅଡିଓରେ ମନ୍ତ୍ରୀ, ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ……ଏଇଟା କ’ଣ ଠିକ୍‌ କଥା ହେଉଛି..ତୁ ଏକଥା କାହିଁକି କରାଉଛୁ ’ ବୋଲି କହୁଥିବା ଶୁଣିବାକୁ ମିଳୁଛି ।

3.କୋରୋନାକୁ ରୋକିବା ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ, ବଢିବ କଣ୍ଟେନମେଣ୍ଟ ଜୋନ

କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ, ସର୍ଭିଲାନ୍ସ ଓ ସତର୍କତାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

4.ଆମେରିକାଠୁ ଲିଜ୍‌ରେ ଆସିଲା ଡ୍ରୋନ, ଡ୍ରାଗନ ଛାତିରେ ଛନକା

ଆମେରିକା କମ୍ପାନୀଠୁ ଲିଜ୍‌ରେ ଅଣାଯାଇଥିବା ଦୁଇଟି ପ୍ରିଡେଟର ଡ୍ରୋନକୁ ଭାରତୀୟ ନୌସେନାରେ କରାଯାଇଛି ସାମିଲ ।

5.ପରଲୋକରେ ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ

ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ ମାଣିକ ଚାନ୍ଦ ସୁରନାଙ୍କ ଦେହାନ୍ତ । ଶୋକ ପ୍ରକାଶ କଲେ ରାଜସ୍ଥାନ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ।

6.ଡିସେମ୍ବର ପହିଲାରୁ ପଞ୍ଜାବରେ ନାଇଟ କର୍ଫ୍ୟୁ, ନିୟମ ଖିଲାପକାରୀଙ୍କୁ 1 ହଜାର ଫାଇନ

ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆସନ୍ତା ଡିସେମ୍ବର ମାସରୁ ରାଜ୍ୟରେ ଅନେକ ନୂଆ କୋଭିଡ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

7.ବାତ୍ୟା ନିଭାର: ଅଶାନ୍ତ ସମୁଦ୍ର, ପ୍ରବଳ ବେଗରେ ବହୁଛି ପବନ

ବାତ୍ୟା ନିଭାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଅନୁମାନ କରିଛି ପାଣିପାଗ ବିଭାଗ । ତାମିଲନାଡୁରେ କରାଇକଲ ଓ ମମଲ୍ଲାପୁରମ ସମୁଦ୍ର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ନିଭାରର ପ୍ରଭାବ ଦେଖିବାକୁ ମିଳିଛି । ମମଲ୍ଲାପୁରମରେ ପ୍ରବଳ ବେଗରେ ବହୁଛି ପବନ ।

8.ଧର୍ମଶାଳାରେ ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ ବେବୋ, ଦେଖନ୍ତୁ

ନିକଟରେ, ଧର୍ମଶାଳାରୁ କରୀନାଙ୍କ କିଛି ଫଟୋ ସାମ୍ମନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କ ସହ ଧର୍ମଶାଳାରେ ପୋଜ୍ କରୁଥିବାର ନଜର ଆସିଛନ୍ତି ।

9.ଡିବିଏସ ବ୍ୟାଙ୍କରେ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, କ୍ୟାବିନେଟ ଦେଲା ମଞ୍ଜୁରୀ

ଲକ୍ଷ୍ମୀ ବିଲାସ ବ୍ୟାଙ୍କକୁ ଡିବିଏସ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ଆରବିଆଇର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏହା ଦ୍ବାରା 20 ଲକ୍ଷ ଜମାକର୍ତ୍ତାଙ୍କୁ ମିଳିବ ରିଲିଫ ।

10.ରଣବୀରଙ୍କ ଗୀତ ଗାଇଲେ ପ୍ରିୟା ପ୍ରକାଶ, ଭିଡିଓ ଭାଇରାଲ

ନିକଟରେ ପ୍ରିୟା ପ୍ରକାଶଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ରଣବୀର କପୁରଙ୍କ ଗୀତ 'ଚନ୍ନା ମେରେୟା' ଗୀତ ଗାଇଥିବାର ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.