ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 10, 2021, 7:14 PM IST

1-ବିନା ଭକ୍ତରେ ରଥଯାତ୍ରାକୁ ଭକ୍ତଙ୍କ ସମର୍ଥନ

କୋଭିଡ ପରିସ୍ଥିତି ଯୋଗୁଁ ଭକ୍ତଙ୍କ ବିନା ଚଳିତବର୍ଷ ହେବ ଅନୁଷ୍ଠିତ ହେବ ରଥଯାତ୍ରା । ସୂଚନା ଦେଲେ SRC ।

2-ଗଳାବାଟରେ ଲୁଗା ବିକିଲେ ହେବେ ଗିରଫ, ରଜ ପାଇଁ କମିଶନରେଟ ପୋଲିସର ରଣନିତି

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରଟେ ପୋଲିସର କଡା ପଦକ୍ଷେପ । ରଜ ପାଇଁ ଅମାନିଆ ହେଲେ କାଟିବେ ଫାଇନ, ଦୋକାନ ହୋଇପାରେ ସିଲ ।

3-ଭୁବନେଶ୍ବର ଏମ୍ସରେ ସ୍ଥାପନ ହେବ 2ଟି ECMO ମେସିନ୍

ଗୁରୁତର କୋଭିଡ଼ ରୋଗୀଙ୍କ ପାଇଁ ଖୁସିର ଖବର । କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ବର ଏମ୍ସରେ ହେବ ।

4-ବାଂଲାଦେଶ ଭିସା ନେଇ ଭାରତ ଆସିଥିବା ଚୀନ ନାଗରିକକୁ ଗିରଫ କଲା BSF

ମାଲଦା ଜିଲ୍ଲାର ମିଲିକ ସୁଲତାନପୁରରୁ ଜଣେ ଚୀନ ନାଗରିକକୁ କରାଯାଇଛି ଗିରଫ ।

5-ଦିଲ୍ଲୀରେ ପହଞ୍ଚିଲେ ଯୋଗୀ, ବିଜେପି ହାଇକମାଣ୍ଡଙ୍କୁ କରିବେ ସାକ୍ଷାତ

ଦିଲ୍ଲୀ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭାରତୀୟ ଜନତା ପାର୍ଟିର ହାଇକମାଣ୍ଡଙ୍କୁ ଭେଟିବେ ଯୋଗୀ ।

5-ଟିଭି ବିତର୍କରେ ପାକିସ୍ତାନ ସାଂସଦଙ୍କୁ ଚାପୁଡା ମାରିଲେ ଇମ୍ରାନଙ୍କ ଦଳର ନେତ୍ରୀ

ପାକିସ୍ତାନର ଟିଭି ଚ୍ୟାନେଲରେ ହୋ ହାଲ୍ଲା । ଯେଉଁଠି ଜଣେ ମହିଳା ପ୍ୟାନାଲିଷ୍ଟ ଜଣେ ପୁରୁଷଙ୍କୁ ବିତର୍କ ସମୟରେ ଚାପୁଡା ମାରିଛନ୍ତି ।

6-ନକଲି ଗୁଟଖା କମ୍ପାନୀରେ STF ରେଡ୍

କଟକ ଜିଲ୍ଲା ଅଡ଼ଶପୁର ଅଞ୍ଚଳରୁ ନକଲି ଗୁଟଖା କମ୍ପାନୀ ଉପରେ ଚଢ଼ାଉ କରିଛି ସ୍ପେଶାଲ ଟାସ୍କ ଫୋର୍ସ ବା STF ।

7-cyclone YAAS: କୃଷିକ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ; କ୍ଷତିଗ୍ରସ୍ତଙ୍କୁ ମିଳିବ ଇନପୁଟ୍ ସହାୟତା

ବାତ୍ୟା ୟସ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ଛୋଟ ଓ ନାମମାତ୍ର ଚାଷୀଙ୍କୁ ମିଳିବ ଇନପୁଟ ସହାୟତା ।

8-ପତଞ୍ଜଳି ସୋରିଷ ତେଲକୁ ନିମ୍ନମାନର ଘୋଷଣା

ପୁଣି ବାବା ରାମଦେବଙ୍କୁ ଝଟକା । ପତଞ୍ଜଳି ସୋରିଷ ତେଲ ନିମ୍ନମାନର ଘୋଷଣା ।

9-ଚେସ୍ ମାଷ୍ଟର ବିଶ୍ବନାଥଙ୍କ ସହ ଚେସ୍ ଖେଳିବେ ଆମୀର

ଆସନ୍ତା 13 ତାରିଖରେ ପାଞ୍ଚ ଥର ବିଶ୍ବ ଚାମ୍ପିଅନସିପ୍ ଜିତିଥିବା ବିଶ୍ବନାଥ ଆନନ୍ଦଙ୍କ ସହ ଚେସ୍ ଖେଳିବେ ଆମୀର ।

10-ନିଜକୁ 'ହଟ୍ ସଙ୍ଘି' କହିଲେ କଙ୍ଗନା

ବଲିଉଡର କଣ୍ଟ୍ରୋଭର୍ସି ଅଭିନେତ୍ରୀ ରୂପେ ବେଶ୍ ଜଣାଶୁଣା କଙ୍ଗନା ରଣାୱତ । ଏଥର ନିଜକୁ 'ହଟ୍ ସଙ୍ଘି' କହି ଚର୍ଚ୍ଚାରେ କଙ୍ଗନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.