ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 26, 2021, 7:26 PM IST

1-ଫୋକସରେ ପୁନରୁଦ୍ଧାର କାର୍ଯ୍ୟ, ବାଲେଶ୍ବର ଗଲେ ଯୋଗାଣ ମନ୍ତ୍ରୀ

ବାଲେଶ୍ବର ଗସ୍ତରେ ଗଲେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

2-କମୁନି କୋରୋନା, ଘୁଞ୍ଚିଲା JEE ଆଡଭାନ୍ସ ପରୀକ୍ଷା

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ଖଡଗପୁର ଜେଇଇ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ କରିଛି ।

3-ପୂର୍ବତଟ ରେଳପଥ ପକ୍ଷରୁ ଅପେକ୍ଷାରତ ଯାତ୍ରୀ ଓ ଦରିଦ୍ର ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ

ପୂର୍ବତଟ ରେଳପଥ ପକ୍ଷରୁ ବେସରକାରୀ ଅନୁଷ୍ଠାନ ସହଯୋଗରେ ବାତ୍ୟାକୁ ଦୃଷ୍ଟିରେ ରଖି ଷ୍ଟେସନ ଅଞ୍ଚଳରେ ଆଶ୍ରୟ ନେଉଥିବା ଯାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।

4-ଦୁର୍ବଳ ହେଲା ବାତ୍ୟା ୟସ, ମୁହାଁଇଛି ମୟୂରଭଞ୍ଜ

ଶେଷ ହେଲା ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସକାଳ ୧୦.୩୦ ରୁ ୧୧.୩୦ ମଧ୍ୟରେ ଶେଷ ହୋଇଛି ଲ୍ୟାଣ୍ଡଫଲ ପ୍ରକ୍ରିୟା ।

5-ବାତ୍ୟା ପ୍ରଭାବିତ ବାଲେଶ୍ଵରରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା

ସାମୁଦ୍ରିକ ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଣିପାଗ ବିଭାଗ ଅନୁଯାୟୀ ସତ ହୋଇଛି ।

6-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA, ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଏଲୋପାଥି ବୟାନ ପରେ ଏବେ ବିବାଦ ଘେରରେ ଯୋଗ ଗୁରୁ ବାବା ରାମଦେବ ।

7-ସାବଧାନ ! ଅକ୍ସିମିଟର ଆପ ଡାଉନଲୋଡ଼ କରୁଛନ୍ତି କି ...

ସ୍କାର୍ଟଫୋନରେ ଆପଣ ଫେକ୍ ଅକ୍ସିମିଟର ଆପ୍ ଡାଉନଲୋଡ କରୁଛନ୍ତି କି ? ଆଉ ଏହି ଆପ ମାଧ୍ୟମରେ ଶରୀରର ଅକ୍ସିଜେନ୍ ,ସୁଗାର, ବିପି ସ୍ତର ଯାଞ୍ଚ କରୁଛନ୍ତି କି ?

8-ସୁନ୍ଦରଗଡ଼ରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜିଲ୍ଲାପାଳ

ବାତ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଚାଲିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ଆଜି ବନ୍ଦ ରଖାଯାଇଛି ।

9-‘ଇଣ୍ଡିଆନ ଆଇଡଲ 12’ ମେକର୍ସଙ୍କ ବଡ ନିଷ୍ପତ୍ତି, ପୁରା ଟିମକୁ ଦେଲେ ଛୁଟି

ଗୀତ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ର ପୁରା ଟିମ ଏ ମାସ ପର୍ଯ୍ୟନ୍ତ ଛୁଟିରେ । ମୁମ୍ବାଇରେ ଲକଡାଉନ ପ୍ରକ୍ରିୟା ଦେଖି ଏପରି ନିଷ୍ପତ୍ତି ନେଲେ ମେକର୍ସ ।

10-ଫ୍ୟାନ୍ସଙ୍କୁ ସୋନୁଙ୍କ ଅନୁରୋଧ, ଫଟୋରେ କ୍ଷୀର ଢାଳି କରନି ନଷ୍ଟ

ନିକଟରେ କିଛି ପ୍ରଶଂସକ ସୋନୁଙ୍କ ପୋଷ୍ଟର ଏବଂ ଫଟୋରେ କ୍ଷୀର ଢାଳି ପୂଜା କରୁଥିବାର ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.