ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 19, 2021, 7:12 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ମିଳିବ ଟିକା

ସେମାନଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।

2-କୋରୋନାରୁ ସୁସ୍ଥ ହେବାର 3 ମାସ ପରେ ଦିଆଯିବ ଭ୍ୟାକ୍ସିନ

ଭ୍ୟାକ୍ସିନର ପ୍ରଥମ ଡୋଜ ନେବା ପରେ କେହି ସଂକ୍ରମିତ ହେଉଛନ୍ତି ତେବେ ଦ୍ବିତୀୟ ଡୋଜ ସୁସ୍ଥ ହେବାର 3 ମାସ ପରେ ଦିଆଯିବ ।

3-ଆରମ୍ଭ ହେଲାଣି ଡୋର ଟୁ ଡୋର ସର୍ଭେ: ଗୃହରାଷ୍ଟ୍ର ମନ୍ତ୍ରୀ

କୋଭିଡ ନିୟନ୍ତ୍ରଣ ପାଇଁ ବିଜେପିର ଦାବି ଓ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି ।

4-ତାଉ’ତେ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଗୁଜୁରାଟକୁ 1000 କୋଟିର ରିଲିଫ ସହାୟତା

ବାତ୍ୟା ପରର ସ୍ଥିତି ସମୀକ୍ଷା ପାଇଁ ଏରିଏଲ୍‌ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5-24 ଘଣ୍ଟାରେ ରାଜ୍ୟ କୋରୋନାରୁ ସୁସ୍ଥ ହେଲେ ଆଉ 10036

ରାଜ୍ୟରୁ ସୁସ୍ଥ ହେଲେ ଆଉ 10036 କୋରୋନା ଆକ୍ରାନ୍ତ । ରେକର୍ଡ ସଂଖ୍ୟକ କୋଭିଡ୍ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ ।

6-ରାଜଧାନୀରେ ଟୀକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱରକୁ ବାଦ ଦେଲେ ଖୋର୍ଦ୍ଧା, ହଳଦିଆ, ଜଟଣୀ, ବୋଲଗଡ଼, ବେଗୁନିଆ, ଚିଲିକାରେ ଥିବା କେନ୍ଦ୍ରମାନଙ୍କରେ କୋଭିସିଲଡ଼ ଟିକା ପ୍ରଦାନ କରାଯାଉଛି ।

7-ଓଡିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କର ହେଉଛି ପରୀକ୍ଷା: ଧର୍ମେନ୍ଦ୍ର

କୋରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦେଉଛନ୍ତି ।

8-ଜୁଲାଇ 31 ଯାଏଁ ଟୋଲ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

ଟୋଲ୍ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର । ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର ।

9-'ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀଙ୍କୁ ପଠାଇବୁ'

ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀ ସହାୟତା କରିବାକୁ ପ୍ରସ୍ତୁତ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ।

10-ତାଉ'ତେ ଉଡାଇ ନେଲା 'ଟାଇଗର-3' ସେଟ୍

ସଲମାନ-କ୍ୟାଟ୍ରିନାଙ୍କ ଆଗାମୀ ଚଳଚ୍ଚିତ୍ର 'ଟାଇଗର-3' ର ସୁଟିଂ ଆରମ୍ଭ ହେବାକୁ ଯାଉଥିଲାବେଳେ ବାତ୍ୟା ତାଉ'ତେ ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.