ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@7 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7 PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 21, 2021, 7:09 PM IST

1-ମାଓବାଦୀଙ୍କ ଛାତି ଧଡଧଡ, ମାଓ କ୍ୟାମ୍ପରେ ବୋମା ବର୍ଷା କଲା ଡ୍ରୋନ୍

ଦେଶରେ ପ୍ରଥମ । ମାଓ କ୍ୟାମ୍ପ ଉପରେ ବୋମା ବର୍ଷା କଲା ଡ୍ରୋନ୍ । ଛତିଶଗଡ ବିଜାପୁର ଜିଲ୍ଲାରେ ଚାଲିଥିବା ମାଓ ଶିବିର ଉପରେ ଏୟାର ଷ୍ଟ୍ରାଇକ । ଅଭିଯୋଗ କଲା ଛତିଶଗଡ ମାଓ ସଙ୍ଗଠନ ।

2-ମେ'ରେ ବଢିବ କୋରୋନା ଗ୍ରାଫ: ଡିଏମଇଟି

ରାଜ୍ୟର ଏହି ମାସ ଶେଷ ସୁଦ୍ଧା କିମ୍ବା ଆସନ୍ତା ମାସ ଆରମ୍ଭରୁ ଦ୍ରୁତ ବୃଦ୍ଧି ପାଇପାରେ କୋରୋନା । ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

3-ନାସିକରେ ଅକ୍ସିଜେନ ଟାଙ୍କି ଲିକ, ଯୋଗାଣ ଅଭାବରୁ 22 ମୃତ

ଦେଶରେ ଅକ୍ସିଜେନ ସଙ୍କଟ ସମୟରେ ମହାରାଷ୍ଟ୍ରରେ ବଡ ଅଘଟଣ । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ୍‌ । ଫଳରେ ଅମ୍ଳଜାନ ଅଭାବରୁ ଭେଣ୍ଟିଲେଟରରେ ଥିବା 22 ରୋଗୀଙ୍କ ମୃତ୍ୟୁ ହୋଇଛି ।

4-ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମରେ ଚାଲିଛି ତନଖି ବ୍ୟବସ୍ଥା

କୋରୋନାର ଦ୍ଵିତୀୟ ଲହରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମରେ ଜାରି ରହିଛି ପ୍ରଶାସନର ତନଖି ବ୍ୟବସ୍ଥା ।

5-ଦେଶୀ ଟିକାର ଅଧିକ ଦମ୍, କୋଭିଡ ବିରୋଧରେ 100% ପ୍ରଭାବଶାଳୀ କୋଭାକ୍ସିନ

ପାଓ୍ବାରଫୁଲ୍ କୋଭାକ୍ସିନ । କୋରୋନା ବିରୋଧରେ ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ସ୍ବଦେଶୀ ଟିକା କୋଭାକ୍ସିନ । କୋଭିଡ ରୋଗ ବିରୋଧରେ ଏହା ଶତପ୍ରତିଶତ ପ୍ରଭାବଶାଳୀ ବୋଲି ରିପୋର୍ଟରେ କୁହାଯାଇଛି ।

6-ଶୀଘ୍ର ଭାରତକୁ ଆସିବ ଜନସନ ଆଣ୍ଡ ଜନସନ ଟିକା
ଜନସନ ଆଣ୍ଡ ଜନସନ ଭାରତରେ ସିଙ୍ଗଲ ଡୋଜ ଟିକା ପରୀକ୍ଷଣ ପାଇଁ ଔଷଧ ନିୟାମକଙ୍କୁ ଅନୁମତି ମାଗିଛି । ଭାରତରେ ଋଷ ଟିକା ବ୍ୟବହାର ପାଇଁ ସରକାର ଗ୍ରୀନ ସିଗନାଲ ଦେଇସାରିଛନ୍ତି ।

7-ଟିକା ନେବା ପରେ କେତେ ପଜିଟିଭ ଚିହ୍ନଟ ? ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ସୂଚନା

ଟିକା ନେବା ପରେ ବି କୋରୋନାରେ ସଂକ୍ରମିତ ହେବା ଖବର ସାମ୍ନାକୁ ଆସୁଛି । ଏହାକୁ ନେଇ ବଡ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

8-12 ଲକ୍ଷ ଟଙ୍କା ଜୋରିମାନା ଗଣିଲେ ରୋହିତ ଶର୍ମା

ଧିମା ଓଭର ବୋଲିଂ ପାଇଁ ଦଣ୍ଡିତ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମାଙ୍କ ଠୁ 12 ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

9-ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ହାଇଦ୍ରାବାଦ ସମ୍ମୁଖରେ 121 ରନ ଟାର୍ଗେଟ

ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି ନିର୍ଦ୍ଧାରିତ 20 ଓଭରରେ ମାତ୍ର 120 ରନ କରି ପାରିଛି । ମ୍ୟାଚ ଆରମ୍ଭରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଆକ୍ରମଣରେ ଘାଇଲା ହୋଇଥିଲା ପଞ୍ଜାବ ।

10-'ଦୋସ୍ତାନା -2'ରେ ଏଣ୍ଟ୍ରି କଲେ ଅକ୍ଷୟ !

ଦୋସ୍ତାନା -୨'ରୁ କାର୍ତ୍ତିକ ଆଉଟ ହେବା ପରେ ବର୍ତ୍ତମାନ ନିର୍ମାତାମାନେ ତାଙ୍କ ସ୍ଥାନରେ କେଉଁ ଅଭିନେତାଙ୍କୁ କାଷ୍ଟ କରିବେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏବେ ଶୁଣିବାକୁ ମିଳିଛି ଯେ, କରଣ ଅକ୍ଷୟ କୁମାରଙ୍କୁ ଏହି ଚଳଚ୍ଚିତ୍ରର ଅଂଶ ହେବା ପାଇଁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.