ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 29, 2022, 5:01 PM IST

Updated : Aug 29, 2022, 5:08 PM IST

୧. ଦିଓ୍ବାଲିରୁ ଜିଓ 5G, 2023 ସୁଦ୍ଧା ସମଗ୍ର ଦେଶକୁ ସେବା ଦେବ ରିଲିଆନ୍ସ

ଦିଓ୍ବାଲି ସୁଦ୍ଧା ଦେଶରେ 5G ସେବା ଯୋଗାଇବା ଆରମ୍ଭ କରିବ ରିଲିଆନ୍ସ (Reliance to launch Jio 5G)। ଆଜି କମ୍ପାନୀର 45ତମ ସାଧାରଣ ବୈଠକରେ ସେୟାରହୋଲ୍ଡରଙ୍କୁ ସମ୍ବୋଧିତ କରି ଘୋଷଣା କଲେ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । 18 ମାସରେ ସାରା ଦେଶକୁ ସେବା ଯୋଗାଇବ ଜିଓ 5G

୨. Reliance AGM 2022, ରିଲାଏନ୍ସ ବାର୍ଷିକ ବୈଠକ ଉପରେ ସମସ୍ତଙ୍କ ନଜର, ଜାଣନ୍ତୁ କାହିଁକି

ଆଜି(29 ଅଗଷ୍ଟ) ଦେଶର ବୃହତ୍ତମ ଶିଳ୍ପ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭା (Annual General Meeting) । ବୈଠକ ଉପରେ ସମସ୍ତଙ୍କ ନଜର

୩. ପୁଣି ଅନ୍ଧାରରେ ଛୋଟକେଇ ଗାଁ, ସାତ ମାସ ଯାଇନି ପୋଡିଗଲା ଟ୍ରାନ୍ସଫରମର

ପୁଣି ଅନ୍ଧାରରରେ ଛୋଟକେଇ ଗାଁ । ସାତ ମାସ ଯାଇନି ପୋଡିଗଲା ବିଜୁଳି ଟ୍ରାନ୍ସଫରମର

୪. ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ: ହାଇକୋର୍ଟ

ହାଇକୋର୍ଟରେ ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲା (Deformed Ganesh Idol making) । ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

. ଶିକ୍ଷା ବ୍ୟବସ୍ଥାକୁ ଆଖିଠାର, ପାଠ ବଦଳରେ ପାଚେରୀ ତିଆରି କରୁଛନ୍ତି ଛାତ୍ର

ପାଠ ପଢିବା ବଦଳରେ ବିଦ୍ୟାଳୟ ପାଚେରୀ ନିର୍ମାଣ କରୁଛନ୍ତି ଛାତ୍ର । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

. ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ, ଗୁଳି ଫୁଟାଇ ଲୁଟିଲେ ୬ ଲକ୍ଷ

ଦିବା ଆଲୋକରେ ଅନୁଗୋଳରେ ମାତିଲେ ଦୁର୍ବୃତ୍ତ । ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

୭. ଡେରାଡୁନରେ ଚାଞ୍ଚଲ୍ୟ, ପରିବାରର ୫ ସଦସ୍ୟଙ୍କୁ ଚିରନିଦ୍ରାରେ ଶୁଆଇଲା ଅଭିଯୁକ୍ତ

ଉତ୍ତରାଖଣ୍ଡର ରାନିପୋଖରୀର ନାଗାଘୋର ଗ୍ରାମରେ ଛାତିଥରା ଘଟଣା । ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା

୮. ପକ୍ଷୀ ଡେଣାରେ ବସି ବୁଲୁଥିଲେ ସାବରକର, ପାଠ୍ୟପୁସ୍ତକରେ ସାମିଲ କରି ବିବାଦରେ ବୋମାଇ ସରକାର

ପୁଣି ଚର୍ଚ୍ଚାରେ ରହିଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟ ବିଜେପି ସରକାର ଅଷ୍ଟମ ଶ୍ରେଣୀ ପାଠ୍ୟଖସଡାରେ ସଂଶୋଧନ ପରେ ପୁସ୍ତକରେ ବୀର ଦାମୋଦର ସାବରକରଙ୍କ ଜୀବନୀ ସଂପର୍କିତ ଏକ ନୂତନ ଅଧ୍ୟାୟ ଯୋଡିଛନ୍ତି

୯. ପାକିସ୍ତାନକୁ ଚକମା ଦେଲା ଭାରତ, ଖୁସି ମନାଇଲେ ଶରଦ ପାୱାର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଜୟ ସଟ ପରେ ହାତ ଟେକି ଖୁସି ମନାଇଥିଲେ ଶରଦ ପାୱାର । ଡାଇନିଙ୍ଗ ଟେବୁଲ ଉପରେ ବସି ପରିବାର ସହ ମ୍ୟାଚ ଦେଖୁଥିବାବେଳେ ଏପରି ପ୍ରତିକ୍ରିୟା ଦେଖାଇଥିଲେ ଶରଦ ପାୱାର

୧୦. ଫ୍ୟାନ୍ସଙ୍କ ମନ ଜିଣିଲେ କାର୍ତ୍ତିକ ଆର୍ଯ୍ୟନ୍‌, ପାନ ମସଲା ବିଜ୍ଞାପନକୁ କହିଲେ ନା

ଅନ୍ୟ ଅଭିନେତାଙ୍କ ପରେ ଏବେ ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କଲେ ବଲିଉଡ ଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍‌। 9 କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି କାର୍ତ୍ତିକ

Last Updated : Aug 29, 2022, 5:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.