ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 3, 2022, 5:13 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ରାଇସିନା ହିଲ୍ସରେ ଓଡିଶା ବିଧାୟକ, ରାଷ୍ଟ୍ରପତିଙ୍କୁ ଦେଲେ ସମ୍ବର୍ଦ୍ଧନା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଦେଲେ ଓଡିଶା ବିଧାୟକ ଦଳ । ଆଜି ସନ୍ଧ୍ୟାରେ ପ୍ରତିନିଧି ଦଳ ଓଡ଼ିଶା ଫେରିବେ ।

2.ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲିପାଟଣା ଥାନା ASI

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଲିପାଟଣା ଥାନାର ଏଏସଆଇ ପୁଷ୍ପଲତା ପାଇକରାୟ ।

3.ଆମେରିକା ବାଚସ୍ପତିଙ୍କ ଗସ୍ତ ପରେ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଲା ଚୀନ

ଆମେରିକା ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଛନ୍ତି । ଯାହାକୁ ନେଇ ଚୀନ ରାଗି ନିଆଁବାଣ ହୋଇଛି । ଯାହାକୁ ନେଇ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଛି ଚୀନ ।

4.Vice Presidential poll: ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ JMMର ସମର୍ଥନ

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ବା ଜେଏମଏମ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିଛି ।

5.ବାଇପାସ୍‌ ନିର୍ମାଣ ଦାବିରେ 12 ଘଣ୍ଟିଆ ଖଡିଆଳ ବନ୍ଦ

ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳଠାରେ ସର୍ବଦଳୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ ।

6.ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ

ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ ।

7.ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର, ASI କରିବ ଅନୁଧ୍ୟାନ

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

8.ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିଲା ବିମାନ

ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ପରୀକ୍ଷାମୂଳକ ଭାବେ ଉଡ଼ିଲା ଇଣ୍ଡିଆ ଏୟାର ୱାନ ବିମାନ । ସକାଳ 10ଟା 15 ମିନିଟରେ ଭୁବନେଶ୍ୱର ଛାଡ଼ିଛି ବିମାନ ।

9.CWG 2022: ଭାରୋତ୍ତଳନରେ ଭାରତର ନବମ ପଦକ, କାଂସ୍ୟ ଜିତିଲେ ଲଭପ୍ରୀତ ସିଂହ

ଭାରୋତ୍ତଳନ ଇଭେଣ୍ଟରେ ଭାରତକୁ ଆଉ ଏକ ପଦକ ମିଳିଛି । ମୋଟ ୩୫୫ କେଜି ଭାରୋତ୍ତଳନ କରି ପଦକ ହାସଲ କରିଛନ୍ତି ଲଭପ୍ରୀତ ସିଂହ ।

10.ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତା ନିଶି କରଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଅଭିନେତା ତଥା ନିର୍ଦ୍ଦେଶକ ନିଶି କରଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.