ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 30, 2022, 5:17 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. Leader of Opposition: ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।

୨. ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ: ରାଜସ୍ଥାନୀ, ଗୁଜୁରାଟୀଙ୍କୁ ହଟାଇ ଦେଲେ ଅର୍ଥନୈତିକ ରାଜଧାନୀ ରହିବ ନାହିଁ ମୁମ୍ବାଇ

ମହାରାଷ୍ଟ୍ର ରାଜ୍ୟପାଳ କୋଶୀୟାରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ସମଗ୍ର ରାଜ୍ୟରେ ଉତ୍ତେଜନା ।

୩. କାଶୀପୁରରେ ହଇଜା ଭୟ: ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କାଶୀପୁରରେ ଆତଙ୍କ ଖେଳାଇଛି ହଇଜା । ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ।

୪. ଢାବା ମାଲିକଙ୍କ ମାଡରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଅତ୍ୟାଚାରର ଚରମସୀମା ଲଂଘିଲେ ଢାବା ମାଲିକ । କଥା କଟାକଟିରୁ ବୟସ୍କ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ।

୫. ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ

ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ କଲା ED ।

୬. Har Ghar Tiranga initiative: ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଉଡାଇଲା କୋଷ୍ଟଗାର୍ଡ ହେଲିକପ୍ଟର

ହର ଘର ତ୍ରିରଙ୍ଗା ମିଶନରେ ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ତ୍ରିରଙ୍ଗା ସଜ୍ଜିତ ହେଲିକପ୍ଟର ।

୭. Babushan BirthDay: ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼, ଧନ୍ୟବାଦ ଜଣାଇଲେ ବାବୁ

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହିତ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଓଲିଉଡ଼ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ଆଜି ହେଉଛି ଜନ୍ମଦିନ ।

୮. ସରିଲା ବାର୍ଥଡେ ବଏ ବାବୁଶାନଙ୍କୁ ଜେରା, ପୋଲିସକୁ କଲେ ସହଯୋଗ

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି ଓଲିଉଡ଼ ଅଭିନେତା ବାବୁଶାନ୍‌ ମହାନ୍ତି ।

୯. CWG 2022 Day 2: ଭାରତକୁ ପ୍ରଥମ ପଦକ, ଭାରୋତ୍ତଳନରେ ରୌପ୍ୟ ଜିତିଲେ ସଙ୍କେତ ସାଗର

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 )ରେ ଭାରତକୁ ପ୍ରଥମ ପଦକ ଭେଟିଦେଲେ ସଙ୍କେତ ସାଗର (Weightlifter Sanket Sargar) ।

୧୦. Box Office Collection: ଓପନିଂ ଡେରେ 7 କୋଟି ଆୟକଲା ଏକ ଭିଲେନ୍ ରିଟର୍ନସ୍‌

ଏକ ଭିଲେନ୍ ରିଟର୍ନସ୍‌ ବକ୍ସ ଅଫିସରେ ଭଲ ଆରମ୍ଭ କରିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମ ପ୍ରଥମ ଦିନରେ 7.05 କୋଟି ଟଙ୍କା କଲେକ୍ସନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.