ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jul 16, 2022, 5:13 PM IST

1.Monsoon Session of parliament: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଜାରି

ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଅଂଶଗ୍ରହଣ କରିଛନ୍ତି ପ୍ରାୟ ସମସ୍ତ ଦଳର ସାଂସଦ । ଲୋକସଭା ବାଚସ୍ପତି ଓମ ବିର୍ଲା କରୁଛନ୍ତି ଅଧ୍ୟକ୍ଷତା । ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ମୌସୁମୀ ଅଧିବେଶନ ।

2.President poll: ଯଶୋବନ୍ତ ସିହ୍ନାଙ୍କୁ ଭୋଟଦେବ AAP

ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କଲା ଆମ୍‌ ଆଦମୀ ପାର୍ଟି(AAP) । ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଦଳ ।

3.ମେରେ ଦେଶକେ ଯବାନ... କୁନି ଝିଅର ସଂସ୍କାରରେ ଆଚମ୍ବିତ ଯବାନ, ଭିଡିଓ ସେୟାର କଲେ କେନ୍ଦ୍ରମନ୍ତ୍ରୀ

ଭାରତ ମାତାର ଜାଗ୍ରତ ପ୍ରହରୀ ଦେଶର ବୀର ଯବାନ । ଜନନୀ ଜନ୍ମଭୂମିକୁ ସର୍ବଦା ସର୍ବୋପରି ସୁରକ୍ଷିତ ରଖିବା ପାଇଁ ସୀମାରେ ଛାତି ଚିରି ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଦୃଢତାର ସହ ଛିଡା ହୋଇଛନ୍ତି ବୀର ଯବାନ ।

4.ମମତାଙ୍କୁ ଆଦିବାସୀ ବିରୋଧୀ କହି ପୋଷ୍ଟର ମାରିଲା BJP !

ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା ବାନାର୍ଜୀଙ୍କୁ ସମାଲୋଚନା । ମମତା ଆଦିବାସୀ ସମ୍ପ୍ରଦାୟ ବିରୋଧୀ ବୋଲି ଦର୍ଶାଇ ପଶ୍ଚିମବଙ୍ଗରେ ଲାଗିଲା ପୋଷ୍ଟର । ବିଜେପି ଲଗାଇଥିବା ଚର୍ଚ୍ଚା ।

5.ରାଜ୍ୟସଭାରେ BJD ସଂସଦୀୟ ଦଳର ନେତା ବାଛିବେ ମୁଖ୍ୟମନ୍ତ୍ରୀ: ଅମର ପଟ୍ଟନାୟକ

ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ସଂସଦ ଅଧିବେଶନ । ରାଜ୍ୟସଭାରେ BJD ସଂସଦୀୟ ଦଳର ନେତା ମୁଖ୍ୟମନ୍ତ୍ରୀ ବାଛିବେ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

6.ଯଶବନ୍ତ ସିହ୍ନାଙ୍କୁ ଯିବ ଓଡିଶା କଂଗ୍ରେସର ଭୋଟ

ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଓଡିଶା କଂଗ୍ରେସର ସମର୍ଥନ । ମତ ରଖିଲେ ସୁର ।

7.କାଶୀପୁରରେ ଝାଡ଼ାବାନ୍ତି ଆତଙ୍କ: ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ସ୍ଥିତି ପରଖିଲେ ଜିଲ୍ଲାପାଳ ।

8.ଜୁଲାଇ 20ରୁ +2 ନାମଲେଖା ଆବେଦନ

ଜୁଲାଇ 20ରୁ ଆରମ୍ଭ ହେବ ଏକାଦଶ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ ।

9.ବଢୁଛି କୋଭିଡ ସଂକ୍ରମଣ: ନିୟମ ପାଳନ ଉପରେ ଫୋକସ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଗୁଆ ସଚେତନ ହୋଇଛି ଜିଲ୍ଲା ପ୍ରଶାସନ । କୋଭିଡ ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।

10.Shooting World Cup: ଐଶର୍ଯ୍ୟ ପ୍ରତାପ ସିଂ ତୋମାରଙ୍କୁ ସ୍ବର୍ଣ୍ଣ

ISSF ରାଇଫଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଆଜି (ଶନିବାର) ଖେଳାଯାଇଥିବା ମ୍ୟାଚରେ ଭାରତର ଯୁବ ଖେଳାଳି ତଥା ସୁଟର ଐଶର୍ଯ୍ୟ ପ୍ରତାପ ସିଂ ତୋମାର ରାଇଫଲ ପୁରୁଷ ବିଭାଗରେ ୫୦ ମିଟିର ବିଶିଷ୍ଟ ସ୍ପର୍ଦ୍ଧାରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.