ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 25, 2022, 5:04 PM IST

୧. Maharashtra crisis: 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ଉପବାଚସ୍ପତି

ମହାରାଷ୍ଟ୍ର ସଙ୍କଟରେ ନୂଆ ମୋଡ । 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ଉପ ବାଚସ୍ପତି । ଗୌହାଟୀରେ ଅଛନ୍ତି ବିଦ୍ରୋହୀ ବିଧାୟକ ।

୨. Maharashtra Crisis: ମୁମ୍ବାଇ ଓ ଥାଣେରେ 144 ଧାରା ଜାରି

ମୁମ୍ବାଇ ଓ ଥାଣେରେ 144 ଧାରା ଜାରି । ରାଜନୈତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଉପରେ ରୋକ ।

୩. ବିନା ହେଲମେଟରେ ଯାଉଥିଲେ ମନ୍ତ୍ରୀ ଓ ବିଧାୟକ, କଟିଲା ହଜାର ଟଙ୍କାର ଚାଲାଣ

ବାଲେଶ୍ଵର ଗସ୍ତରେ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କ ଠାରୁ କଟିଲା ଫାଇନ । ବିନା ହେଲମେଟରେ ଗାଡ଼ି ଚଳାଇ ଦେଲେ ଫାଇନ ।

୪. ଅଡୁଆ ସୂତା ଫାଶରେ ଶାରଳା ସୂତାକଳ, ଋଣଭାର ଯୋଗୁଁ ବ୍ୟାଙ୍କ କଲା ସିଲ୍‌

ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଜଗତସିଂହପୁର ତିର୍ତ୍ତୋଲର ଶାରଳା ସୂତା ମିଲ ।

୫. ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଭୁବନେଶ୍ୱର ସାଂସଦ

ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରିପୋର୍ଟ କାର୍ଡକୁ ଉନ୍ମୋଚନ କରି ସାଂସଦ କହିଛନ୍ତି, ଏଇ ତିନି ବର୍ଷରେ 6ଟି ଦିଗରେ କାମ କରିବାକୁ ପ୍ରୟାସ କରିଛି ।

୬. କର୍ଣ୍ଣାଟକରେ ପୁଣି ସାମ୍ନାକୁ ଆସିଲା ଭ୍ରୁଣ ହତ୍ୟା ମାମଲା

କର୍ଣ୍ଣାଟକର ମୋଡାଲାଗୀ ସହରରେ ଏକ ନାଳରୁ 7ଟି ଭ୍ରୃଣ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ କରୁଛି ପୋଲିସ।

୭. Eco-sensitive zones: ମୋଦିଙ୍କୁ ଚିଠି ଲେଖିଲେ ରାହୁଲ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ତଥା ୱାୟାନାଡ ସାଂସଦ ରାହୁଲଗାନ୍ଧୀ ।

୮. ଆସନ୍ତା 28ରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଆସନ୍ତା 28 ଓ 29ରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

୯. ଆଜିର ଦିନରେ ଇତିହାସ ରଚିଥିଲା ଭାରତ, ପ୍ରଥମ ଥର ପାଇଁ ହୋଇଥିଲା ବିଶ୍ବକପ ବିଜେତା

ଆଜି ଦିନରେ କ୍ରିକେଟ ଇତିହାସରେ ଆରମ୍ଭ ହୋଇଥିବା ନୂଆ ଅଧ୍ୟାୟ ।

୧୦. ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କିଙ୍ଗ୍‌ ଖାନ୍, ଫ୍ୟାନ୍ସଙ୍କୁ ଦେଲେ ଖାସ୍‌ ଉପହାର

ବଲିଉଡର ବାଦଶାହ ଶାହରୁଖ ଖାନ୍‌ ଆଜି (ଜୁନ୍ 25) ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟରର 30 ବର୍ଷ ପୂରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.