ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 23, 2022, 4:59 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ନରସିଂହଙ୍କ ସ୍ପଷ୍ଟୀକରଣ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କଂଗ୍ରେସ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେନି ପ୍ରଦେଶ କଂଗ୍ରେସ କର୍ମୀ । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଦେଶ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

2.ରଥଖଳା ହାଲଚାଲ: ସରିଆସୁଛି ରଥନିର୍ମାଣ କାର୍ଯ୍ୟ, ଲାଗିଲା ୩ରଥର ଋଷିପଟା

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥଖଳା ଆହୁରି ଚଳଚଞ୍ଚଳ ହୋଇଉଠୁଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ତିନିରଥର 1୧୨ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ରଥରେ ଋଷିପଟା ଲଗାଯାଇଛି ।

3.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ କଲେ ସାକ୍ଷାତ । ଆସନ୍ତାକାଲି ଭରିବେ ନାମାଙ୍କନ ।

4.କୋରାପୁଟରେ ଅଘଟଣ, ପାଣି ଗାତରେ ପଡି ୨ ନାବାଳକ ମୃତ

ପାଣି ଭର୍ତ୍ତି ଗଭୀର ଗାତରେ ପଡି ୨ ନାବାଳକଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟିଛି କୋରାପୁଟ ମାଝିଗୁଡ଼ା ଗ୍ରାମରେ ।

5.ମିଳିଲା ଗାଇଡଙ୍କ ମୃତଦେହ, ଏବେ ବି ମିଳୁନି ପର୍ଯ୍ୟଟକଙ୍କ ପତ୍ତା

କଶ୍ମୀରରେ ନିଖୋଜ ଗାଇଡଙ୍କ ମିଳିଲା ମୃତଦେହ । ଏବେ ବି ନିଖୋଜ ଅନ୍ୟ ଜଣେ ପର୍ଯ୍ୟଟକ । ସର୍ଚ୍ଚ ଅପରେସନ ଜାରି । ଗତକାଲି 14 ପର୍ଯ୍ୟଟକ ନିଖୋଜ ହେବା ପରେ ଉଦ୍ଧାର ହୋଇଥିଲେ 12 ।

6.Maharashtra Political Crisis: 56 ବର୍ଷ ମଧ୍ୟରେ ବଡ ବିଦ୍ରୋହର ସାମ୍ନା କରୁଛି ଶିବସେନା

ଚତୁର୍ଥ ଥର ପାଇଁ ବିଦ୍ରୋହର ସାମ୍ନା କରିଛି ଶିବସେନା । ପୂର୍ବରୁ ବାଲ ଠାକରେଙ୍କ ଅମଳରେ ଏପରି ବିଦ୍ରୋହ ହୋଇଥିଲା । ୫୬ ବର୍ଷରେ ଚତୁର୍ଥ ଥର ପାଇଁ ପୁଅ ଅମଳରେ ଇତିହାସର ପୁନରାବୃତ୍ତି ଦେଖିଛି ଦଳ ।

7.Maharashtra Political Crisis: ସୁପ୍ରିମକୋର୍ଟ ପହଞ୍ଚିଲା ମହାରାଷ୍ଟ୍ର ବିବାଦ

ସୁପ୍ରିମକୋର୍ଟରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି ।

8.ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ

ରାଜ୍ୟରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି ବଢ଼ିବ ।

9.46 ବର୍ଷ ବୟସରେ ପୁଲର ପାରା ବଢାଇଲେ ସୁସ୍ମିତା

ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ମାଲଦ୍ୱୀପରେ ସମୟ ଉପଭୋଗ କରୁଛନ୍ତି । ସୁସ୍ମିତା ସେଠାରୁ ନିଜର ବୋଲ୍ଡ ଫଟୋ ସେୟାର କରିଛନ୍ତି ।

10.FIH Pro League: ଆମେରିକା ବିିିପକ୍ଷରେ ଭାରତର ଦମଦାର ବିଜୟ

ଏଫଆଇଏଚ ମହିଳା ପ୍ରୋ ଲିଗରେ ଭାରତର ଦମଦାର ପ୍ରଦର୍ଶନ । ଆମେରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.