ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫ ପିଏମ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 19, 2022, 5:00 PM IST

1.ଖୁବଶୀଘ୍ର ସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ, ହିଂସାରେ ସମ୍ପୃକ୍ତ ଆଶାୟୀଙ୍କୁ ନାହିଁ ସ୍ଥାନ

ଅଗ୍ନିପଥ ଯୋଜନାକୁ ନେଇ ତିନି ସେନାର ମିଳିତ ପ୍ରେସମିଟ । କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଯୋଜନା । ଖୁବଶୀଘ୍ର 3 ସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ । ଜାରି ରହିଥିବା ହିଂସାକାଣ୍ଡରେ ସାମିଲ ଛାତ୍ରଙ୍କୁ ନାହିଁ ସେନାରେ ପ୍ରବେଶ ।

2.Encounter In JK: କୁପୱାଡାରେ ପାକ୍‌ ଆତଙ୍କୀ ନିପାତ, କୁଲଗାମରେ ଏନକାଉଣ୍ଟର ଜାରି

ଦକ୍ଷିଣ କାଶ୍ମୀରର ଦୁଇ ସ୍ଥାନରେ ଏକକାଳୀନ ଏନକାଉଣ୍ଟର ଜାରି । କୁପୱାଡାରେ ଗୁଳିବିନମୟରେ ସୁରକ୍ଷା ବଳକୁ ସଫଳତା । ଜଣେ ସୀମାପାର ଆତଙ୍କୀ ସଫା । କୁଲଗାମରେ ଏବେବି ଗୁଳି ବିନିୟମ ଜାରି ।

3.Ratha Yatra 2022: ରଥ କାଠ ଯୋଗାଣ ନେଇ ସ୍ୱତନ୍ତ୍ର ସମୀକ୍ଷା

ମହାପ୍ରଭୁଙ୍କ ପବିତ୍ର ରଥ ଯାତ୍ରା ପାଇଁ ରଥ ଖଳାରେ ଚାଲିଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଆଜି ରଥ କାଠ ଯୋଗାଣକୁ ନେଇ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ସମୀକ୍ଷା କରାଯାଇଛି ।

4.ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅଚାନକ ଜଳିଲା ଯାତ୍ରୀବାହୀ ସ୍ପାଇସଜେଟ ବିମାନ । ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି ।

5.ରାଷ୍ଟ୍ରପତିଙ୍କୁ ବଜରଙ୍ଗ ଦଳର ଦାବିପତ୍ର

7 ଦଫା ଦାବି ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଛି ସମ୍ବଲପୁର ବଜରଙ୍ଗ ଦଳ । କେତେକ ସଂଖ୍ୟାଲଘୁ ସଙ୍ଗଠନ ଦ୍ୱାରା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ବୃଦ୍ଧି ପାଉଥିବା ଅଭିଯୋଗ କରି ଏହାର ବିରୋଧ କରିବା ସହ ସେମାନଙ୍କ ନକରାତ୍ମକ ଗତିବିଧି ଉପରେ ରୋକ ଲଗାଇବା ଆଦି 7 ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଛି ସମ୍ବଲପୁର ବଜରଙ୍ଗ ଦଳ।

6.ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର

ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର । ବୌଦ୍ଧ ଜିଲ୍ଲା ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗ୍ରାମ ରାସ୍ତା କଡରୁ ଉଦ୍ଧାର କଲେ ଗ୍ରାମବାସୀ । ଖବର ପାଇ ଚାଇଲ୍ଡ ଲାଇନ ଓ ପୋଲିସ ପହଞ୍ଚି ଶିଶୁକୁ ନେଇ ସ୍ଥାନୀୟ ରାମକୃଷ୍ଣ ବାଳାଶ୍ରମ ପରିସରରେରେ ରଖିଛନ୍ତି ।

7.Agneepath Violence: ବିଜେପି ନେତାଙ୍କୁ Y ବର୍ଗର ସୁରକ୍ଷା

ଅଗ୍ନିପଥକୁ ଯୋଜନା (Agneepath Violence in Bihar)କୁ ନେଇ ସାରା ଦେଶରେ ଜାରି ରହିଛି ଆଶାୟୀ ଯୁବକଙ୍କ ଜାରି ରହିଛି ବିକ୍ଷୋଭ । ବିଶେଷ କରି ବିହାରରେ ହଙ୍ଗାମା ପ୍ରତିବାଦ ଜାରି ରହିଛି । ଏହାସହ ବିଜେପି ନେତାଙ୍କୁ ଏବେ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ ।

8.Agnipath protest: ଟ୍ରେନ୍‌ ଭିତରେ ଶିଶୁ କନ୍ୟାକୁ ଜନ୍ମଦେଲେ ମହିଳା

ଅଗ୍ନିପଥ ଯୋଜନାକୁ ବିରୋଧ ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଛି । ଅନେକ ଟ୍ରେନ୍‌ ବାଟରେ ଅଟକି ରହିଛି । ଟ୍ରେନ୍‌ ଭିତରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

9.ସ୍ମୃତିରେ ତପୁ ମିଶ୍ର, ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝୁରିଲେ ଫ୍ୟାନ୍ସ

ଦିବଂଗତ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭଞ୍ଜକଳା ମଣ୍ଡପରେ ପାଳିତ । ତପୁଙ୍କ ସ୍ମୃତିରେ ତପୁ only ତପୁ କାର୍ଯ୍ୟକ୍ରମ ।

10.Ind vs SA 5th T20: ନିର୍ଣ୍ଣାୟକ ମୁକାବିଲା, ଭାରତ ସପକ୍ଷରେ ମ୍ୟାଚ୍‌ ଯିବ କହିଲେ ସମୀକ୍ଷକ

କଟକ: ବେଙ୍ଗାଲୁରୁରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ । ବର୍ତ୍ତମାନ ଟି-୨୦ ସିରିଜ ୨-୨ରେ ବରାବର ରହିଛି । ଆଜି ଉଭୟ ଦଳ ପାଇଁ କର ବା ମର ମ୍ୟାଚ । ଭାରତ ଏହି ମ୍ୟାଚରେ ଗତ ଦୁଇ ମ୍ୟାଚ୍‌ ଭଳି ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.