ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 15, 2022, 5:00 PM IST

1.Presidential poll: ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଆରମ୍ଭ

ଦିଲ୍ଲୀରେ ଆରମ୍ଭ ହେଲା ବହୁପ୍ରତୀକ୍ଷିତ ମିଳିତ ବିରୋଧୀଙ୍କ ବୈଠକ । 18 ଦଳର ନେତା ସାମିଲ । ପ୍ରମୁଖ ଚେହେରାଙ୍କ ମଧ୍ୟରେ ଦେବେଗୌଡା, ଶରଦ ପାଓ୍ବାର, ମଲ୍ଲିକାର୍ଜୁନ ଖାର୍ଗେ ପ୍ରମୁଖ ସାମିଲ । 22 ଅଣବିଜେପି ଦଳକୁ ନିମନ୍ତ୍ରଣ କରିଥିଲେ ମମତା ।

2.FIFA U-17 Womens World Cup: 11ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୬ଟି ମ୍ୟାଚ୍‌

ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ । ମୋଟ ୬ଟି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

3.ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ, ବିବାହ ଉତ୍ସବ ପାଇଁ ଥିବା ବାଣ ଫୁଟି ୭ ଗୁରୁତର !

ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ । ବିବାହ ଉତ୍ସବ ପାଇଁ ରଖା ଯାଇଥିବା ବାଣ ଫୁଟି ୭ ଗୁରୁତର ।

4.ମମତାଙ୍କ ବିରୋଧୀ ମହାବୈଠକରେ ସାମିଲ ହେବେନି KCR

ମମତାଙ୍କ ମିଳିତ ବିରୋଧୀ ବୈଠକରେ ସାମିଲ ହେବନି କେସିଆରଙ୍କ ଟିଆରଏସ । ଦଳ ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତ୍ତି ।

5.ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ: ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ, 10 ଗିରଫ

ହରିଶଙ୍କର ପୀଠରେ ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ। ବଲାଙ୍ଗୀର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କର ପୀଠକୁ ବୁଲି ଆସିଥିବା କିଛି ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଗାଳି ଗୁଲଜ ସହ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।

6.First Night High School: ୮୦ ବର୍ଷରେ ଅଧିକାଂଶ ଶିକ୍ଷିତ

୮୦ ବର୍ଷରେ ଦେଶର ପ୍ରଥମ ନାଇଟ ହାଇସ୍କୁଲ ନବଭାରତ, ଯେଉଁଠାରେ ଶିକ୍ଷା ଆହରଣ କରନ୍ତି ବୟସ୍କ । ୮୦ ବର୍ଷରେ ପାଠପଢି ହୋଇଛନ୍ତି ଶିକ୍ଷିତ ।

7.ରଥଖଳା ହାଲଚାଲ: ଭୂଇଁ ନିର୍ମାଣ କାର୍ଯ୍ୟରେ ମହାରଣା ସେବକ

ପୁରୀ: ଚଳ ଚଞ୍ଚଳ ରଥଖଳା । ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥର ଭୂଇଁ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ମହାରଣା ସେବକ । ୪୪ଟି ଯୋଖା ତିନିରଥର ଚାରିପାର୍ଶ୍ବ କୋଣରେ ଫିଟିଂ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଭୂଇଁ ନିର୍ମାଣ ସରିଛି । ପ୍ରଥମ ଭୂଇଁ ନମ୍ବରିଂ ପରେ ଖୋଲାଯାଇ ସାଇତା ଯିବ ।

8.Elephant Death Tension: ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ହାତୀମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

9.Google Read Along ଆପ୍‌ ବ୍ୟବହାରରେ ବିଶ୍ବ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ

Google Read along ବ୍ୟବହାରରେ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ ।

10.FIFA U-17 Womens World Cup: 11ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୬ଟି ମ୍ୟାଚ୍‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.