ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫ ପିଏମ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 12, 2022, 5:00 PM IST

1.Ind vs SA 2nd T20: ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ଖୋଲିଲା ବାରବାଟୀ ଷ୍ଟାିଡିୟମ ଗେଟ୍‌ । ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦର୍ଶକଙ୍କ ଲମ୍ବା ଲାଇନ୍‌ ଲାଗିଛି ।

2.Presidential Election: ମମତାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଓ କଂଗ୍ରେସ

ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଏ ନେଇ ବିଜେପି ବିରୋଧୀ ଆଭିଯାନ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେ ଅଣବିଜେପି ଦଳ ମୁଖ୍ୟଙ୍କୁ ବୈଠକ ପାଇଁ ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି ଓ କଂଗ୍ରେସ ।

3.କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ୧୦ ଦିନ ପୂର୍ବରୁ ହୋଇଥିଲେ COVID-19 ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଦଳ ପକ୍ଷରୁ ସୂଚନା ।

4.ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ହସ୍ପିଟାଲରେ ଭର୍ତ୍ତି । ଗତକାଲି ରାତିରେ ଦେଖାଯାଇଥିଲା ସ୍ବାସ୍ଥ୍ୟଗତ ସମସ୍ୟା । ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଦଳ ପକ୍ଷରୁ ସୂଚନା ।

5.କମ୍ବିଂ ଅପରେସନ ବେଳେ ବାଇକରୁ ଖସି ପଡ଼ି BSF କମାଣ୍ଡାଣ୍ଟ ମୃତ

ମାଲକାନଗିରିରେ କମ୍ବିଂ ଅପରେସନ ବେଲେ ବିଏସଏଫ କମାଣ୍ଟାଣ୍ଟ ମୃତ ।

6.ଚମ୍ପକ ଦ୍ଵାଦଶୀ: ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା

ଆଜି ଚମ୍ପକ ଦ୍ଵାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ ।

7.ତେଲ ଟ୍ୟାଙ୍କର ବିସ୍ଫୋରଣରେ ୪ ଜୀବନ୍ତ ଦଗ୍ଧ ଘଟଣା, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି

ବ୍ରିଜ ଉପରୁ ତେଲ ଟ୍ୟାଙ୍କର ଖସି ୪ ଜଣ ଜୀବନ୍ତ ଦଗ୍ଧ ଘଟଣା । ପରିବାର ଲୋକଙ୍କୁ ସହାୟତା ଘୋଷଣା ପାଇଁ ଦାବି ହୋଇଛି ।

8.ପୁରୀ ବେଳାଭୂମିରେ ଅଘଟଣ, ସମୁଦ୍ରରେ ବୁଡି ପର୍ଯ୍ୟଟକ ନିଖୋଜ

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ । ପୁରୀ ସ୍ବର୍ଗଦ୍ବାର ନିକଟ ବେଳାଭୂମିରେ ଗାଧୋଇଥିବାବେଳେ ନିଖୋଜ ହୋଇଛନ୍ତି ପର୍ଯ୍ୟଟକ ।

9.ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା: ବାରବାଟୀ ବାଜି ନେଇ ଜୋତିଷଙ୍କ ପୂର୍ବନୁମାନ

ଭୁବନେଶ୍ବର: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ବାଚରାଟୀ ବ୍ୟାଟେଲ। ମଇଦାନରେ ମୁହାଁମୁହିଁ ହେବେ ଘରୋଇ ଭାରତ ଓ ଭମ୍ରଣକାରୀ ଦଳ ଦକ୍ଷିଣ ଆଫ୍ରିକା । ତେବେ ବାରବାଟୀ ବାଜି କିଏ ମାରିବ କଣ ରହିଛି ଭାରତ ରାଶିର ପ୍ରଭାବ କଣ କହୁଛି ଜୋତିଷ ଶାସ୍ତ୍ର ଶୁଣନ୍ତୁ ଜ୍ୟୋତିର୍ବିଦଙ୍କ ମୁହଁରୁ ।

10.IND-SA T20I at Barabati: ଭୁବନେଶ୍ବରରେ ପହଞ୍ଚିଲେ BCCI ସଭାପତି ସୌରଭ ଗାଙ୍ଗୁଲି

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.