ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 11, 2022, 5:13 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ରୁକ୍ମିଣୀ ଏକାଦଶୀ: ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ, ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ଅନୁଷ୍ଠିତ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସଵ । ଏହି ପବିତ୍ର ଦିବସ ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

2.New Academic year: ଖରାଛୁଟି ସରିବା ପରେ ହେବ ଆରମ୍ଭ

ରାଜ୍ୟରେ ଖରାଛୁଟି ଶେଷ ହେବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଜଣାପଡିଛି ।

3.ମୁମ୍ବାଇରେ ଭୁଶୁଡିଲା ବହୁତଳ କୋଠା: ଉଦ୍ଧାର କାର୍ଯ୍ୟ ଜାରି

ନଭି ମୁମ୍ବାଇର ସେକ୍ଟର-17ରେ ଥିବା ଏକ ବହୁତଳ ଅଟ୍ଟାଳିକାର କିଛି ଅଂଶ ଭୁଶୁଡିପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । କ୍ଷୟକ୍ଷତି ନେଇ ମିଳିନି ସ୍ପଷ୍ଟ ସୂଚନା । ଏକାଧିକ ବ୍ୟକ୍ତି ଫସି ରହିଥିବା ସନ୍ଦେହ ।

4.IMA Passing Out Parade: ଆଇଏମଏରୁ ପାସ୍ ଆଉଟ୍‌ ହେଲେ ଆଫଗାନିସ୍ତାନର ଶେଷ ବ୍ୟାଚ

ଭାରତୀୟ ସୈନ୍ୟ ଏକାଡେମୀରୁ ପାସ୍ ଆଉଟ ହେଲେ ୩୭୭ କ୍ୟାଡେଟ୍‌ । ଆଫଗାନିସ୍ତାନର ଶେଷ ବ୍ୟାଚ୍ ମଧ୍ୟ ପାସ୍ ଆଉଟ୍‌ ହୋଇଛନ୍ତି ।

5.ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିମିଳିପାଳ

ଆସନ୍ତା ୧୬ରୁ ଅକ୍ଟୋବର ୩୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି ।

6.ରାଷ୍ଟ୍ରପତି ନିର୍ବାଚନ: ୯୦ ଦଶକ ପରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର

୯୦ ଦଶକ ପରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର । ୨୦୧୮ ପରଠାରୁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଚାଲିଛି । ଏହି ରାଜ୍ୟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହେବା ପରେ ଏଠାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ଅଛି ।

7.ତିରୁପତି ମନ୍ଦିରରେ ଚପଲ ପିନ୍ଧି ବୁଲିଲେ ନୟନତାରା, ମିଳିଲା ଲିଗାଲ ନୋଟିସ୍‌

ବିବାହ ପରେ ପରେ ବିବାଦରେ ଛନ୍ଦି ହେଲେ ଅଭିନେତ୍ରୀ ନୟନତାରା । ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ। ମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛନ୍ତି ।

8.Khelo India Youth Games 2022: ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବେ ଅମିର ଖାନ

ରବିବାର (ଜୁନ୍ 12)ରୁ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ 2022 ପାଇଁ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ ନିମନ୍ତ୍ରଣ କରାଯାଇଛି । ଅମିର ଖାନ ଖୁବ୍ ଶୀଘ୍ର ପଞ୍ଚକୁଲା (ହରିୟାଣା) ଯାତ୍ରା କରିବେ।

9.IND vs SA T20: ଷ୍ଟାଡିୟମକୁ ଖାଦ୍ୟ-ପାଣି ବୋତଲ ମନା

ଆସନ୍ତାକାଲି ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 ମ୍ୟାଚ । ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଏନେଇ ପ୍ରେସମିଟ ଯୋଗେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

10.IND vs SA: ବାରବାଟୀରେ ଦିଲ୍ଲୀ ଭୁଲ୍‌ ଦୋହରାଇବେନି ତ ହାର୍ଦ୍ଦିକ !

ଦିନେଶ କାର୍ତ୍ତିକଙ୍କୁ ଟେଲ୍‌ଏଣ୍ଡର ଭାବି ଫ୍ୟାନ୍ସଙ୍କ ରୋଷର ଶିକାର ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.