ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 3, 2022, 5:02 PM IST

1.ରଥଖଳା ହାଲଚାଲ: ୩ ରଥର ୪୨ଟି ଚକରୁ ୪୧ଟି ସମ୍ପୂର୍ଣ୍ଣ ପ୍ରସ୍ତୁତ

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନିରଥର ମୋଟ ୪୨ଟି ଚକରୁ ୪୧ଟି ଚକ ନିର୍ମାଣ କାର୍ଯ୍ୟ ସରିଛି । ନନ୍ଦିଘୋଷ ରଥର ୫ଟି, ତାଳଧ୍ଵଜ ରଥର ୪ଟି ଏବଂ ଦେବଦଳନ ରଥର ୫ଟି ଦଣ୍ଡା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

2.ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି, ଚାଲୁ ରହିବ: ପ୍ରଣବ ପ୍ରକାଶ ଦାସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ 5T ସଚିବ ଭିକେ ପାଣ୍ଡିଆନ ।

3.ବ୍ରଜରାଜନଗରରେ ବିଜେଡିର ବାଜିମାତ୍‌, ୬୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ଅଳକା

ବ୍ରଜାରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଲେ ବିଜେଡିର ଅଳକା ମହାନ୍ତି । ମୋଟ ୬୫ ହଜାର ୭୯୧ ଭୋଟ ବ୍ୟବଧାନରେ ବିଜୟୀ ।

4.ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଘଟଣା, ଫେସବୁକକୁ ତଥ୍ୟ ମାଗିଲା ସାଇବର ପୋଲିସ

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣା । ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ବର୍ଷାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ଏହି ତଥ୍ୟ ମାଗିଛି ।

5.ରେଳଯାତ୍ରୀ ବାହାନାରେ ଲୁଟୁଥିଲେ, ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଗିରଫ କଲା RPF

ରେଳ ଯାତ୍ରୀ ଆଢୁଆଳରେ ଲୁଟୁଥିଲେ ବ୍ୟାଗ୍ ଓ ପର୍ସ । ବ୍ଲେଡ୍‌ ମାରି ଗାଏବ କରୁଥିଲେ ଦାମୀ ଜିନିଷ । ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ କାବୁ କଲା RPF ।

6.ଆକାଶଗୁଡା ଓ ଚିନ୍ଦିରୀ ଗାଁର ଦୁଃଖ ଡମ୍ପିଂୟାର୍ଡ଼

ଆବର୍ଜନାକୁ ନେଇ ଚିନ୍ତିତ ଲୋକ । ସହରର ଅଳିଆ ଆବର୍ଜନାକୁ ଆକାଶଗୁଡା ଓ ଚିନ୍ଦିରୀ ଗାଁ ନିକଟରେ ଥିବା ଏକ ଡମ୍ପିଂୟାର୍ଡ଼ରେ ପକାଇ ଦିଆଯାଉଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ।

7.ବିଶାଖାପାଟନମ ଲାବୋରଟାରୀରେ ଗ୍ୟାସ୍‌ ଲିକ୍‌, ୩୦ ଶ୍ରମିକ ଅସୁସ୍ଥ

ଆନ୍ଧ୍ର ପ୍ରଦେଶର ଅଚ୍ୟୁତପୁରମରେ ଅଘଟଣ । ପରସ ଲାବୋରଟାରୀରେ ଗ୍ୟାସ୍‌ ଲିକ୍‌ ହୋଇ ୩୦ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଛନ୍ତି ।

8.Target Killing: କାଶ୍ମୀରରେ ଆତଙ୍କୀଙ୍କ ଟାର୍ଗେଟରେ ସାଧରଣ ଜନତା, ଶାହଙ୍କ ସହ ଆଲୋଚନା କରିବେ ଉପରାଜ୍ୟପାଳ ଓ NSA

ଗତ କିଛି ଦିନ ହେବ କାଶ୍ମୀରରେ ସାଧରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବେ ଜମ୍ମୁ ଉପରାଜ୍ୟପାଳ ଓ NSA ।

9.Anubhav-Varsha Marital Discord: ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ପଠାଇଲେ ଅନୁଭବ

କଟକ SDJM କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଚଙ୍କା ପଠାଇଲେ ଅନୁଭବ । ଶାଶୁଘର ଛାଡି ବାହାରେ ରହିବେ ବର୍ଷା ପ୍ରିୟଦର୍ଶିନୀ ।

10.ରାଜ୍ୟରେ 2 ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ

ରାଜ୍ୟରେ ଚିହ୍ନଟ ହେଲେ 2 ଜଣ ସ୍ୱାଇନ ଫ୍ଲୁ ରୋଗୀ । ଦୁଇ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷାରୁ H1N1 ପଜିଟିଭ ଆସିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.