ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 1, 2022, 5:00 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Florence Nightingale Award: କୋଭିଡ ସମୟରେ ସଂକ୍ରମିତ ଗର୍ଭବତୀଙ୍କୁ ସେବା, ଜାତୀୟସ୍ତରରେ ସମ୍ମାନିତ ହେବେ ଜଗତସିଂହପୁରର ଷ୍ଟାଫନର୍ସ

ଫ୍ଲୋରେନ୍ସ ନାଇଟଆଙ୍ଗେଲ ସମ୍ମାନ ୨୦୨୧(Florence Nightingale Award)ରେ ସମ୍ମାନିତ ହେବେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ ।

2.ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି ।

3.ରଥଖଳା ହାଲଚାଲ: ତିନିରଥର ଗରଗରା ଚଉପଟ କାର୍ଯ୍ୟ ଆରମ୍ଭ

ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର ଅନୁକୂଳ ଅଖକୁ ମିଶାଇ ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନିରଥର 'ଗରଗରା' ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ତିନିରଥର ଭୁଇଁଚଉତା ନିର୍ମାଣ ଶେଷ ପରେ ଚଉତାର ଦୁଇପଟ ସାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ ଶେଷ ହୋଇ ଚଉପଟ କାର୍ଯ୍ୟ ବାକି ରହିଛି ।

4.ଦିଲ୍ଲୀ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲା ଗ୍ୟାଙ୍ଗଷ୍ଚାର ଲରେନ୍ସ , ପଞ୍ଜାବ-ହରିୟାଣା ହାଇକୋର୍ଟରେ କଲା ଆବେଦନ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ପଞ୍ଜାବ-ହରିୟାଣା କୋର୍ଟର ହେଲା ଦ୍ବାରସ୍ଥ । ପୂର୍ବରୁ ଏନକାଉଣ୍ଟର ଭୟରେ ସୁରକ୍ଷା ମାଗି ଦିଲ୍ଲୀ ହାଇକୋର୍ଟରେ କରିଥିଲା ଆବେଦନ ।

5.National Herald Case: ସୋନିଆ ଓ ରାହୁଲଙ୍କୁ EDର ସମନ

ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଇଡି ନୋଟିସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ।

6.Singer KK Demise: ପ୍ରଦାନ କରାଗଲା ଗାର୍ଡ ଅଫ ଅନର, ଉପସ୍ଥିତ ଥିଲେ ମମତା

କେକେଙ୍କୁ ଦିଆଗଲା ଗାର୍ଡ ଅଫ ଅନର । କୋଲକାତାର ରବିନ୍ଦ୍ର ସଦନର ପରିବାର ଲୋକଙ୍କ ସହ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

7.ନ୍ୟାୟର ଦେବତା ହେଉଛନ୍ତି Golu Devta: କୋର୍ଟ ଫି ସହିତ ଷ୍ଟାମ୍ପ ପେପରରେ ଭକ୍ତ ଜଣାଏ ଅଭିଯୋଗ

ନ୍ୟାୟର ଦେବତା ଚିତାଇ ଗୋଲୁ ଦେବତା (temple is known as the god of justice) ।

8.ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

9.ଜଗନ୍ନାଥ ଭଜନ ନଗାଇବା ବିବାଦ: ସ୍ଵତନ୍ତ୍ର ସାକ୍ଷାତକାରରେ କଣ କହିଲେ ହ୍ୟୁମାନ ସାଗର ?

ଫୁଲବାଣୀ: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର । କନ୍ଧମାଳରେ ଶ୍ରୋତାଙ୍କୁ ଆଣ୍ଠୁମାଡି ମାଟିଛୁଇଁ ମୁଣ୍ଡିଆ ମାରିଲେ । କିଛିଦିନ ପୂର୍ବରୁ ଜଗନ୍ନାଥ ଭଜନ ଗାଉନଥିବା ନେଇ ହୋଇଥିଲା ବହୁ ବାଦ ବିବାଦ । ହେଲେ ସେ ବାଦ ବିବାଦରୁ ପରଦା ହଟେଇ ଇଟିଭି ଭାରତକୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର ।

10.Ind vs SA T-20: ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା । ଜୁନ୍‌ ୧୨ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.