ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 20, 2022, 5:13 PM IST

1.Road Rage Case: ଆତ୍ମସମର୍ପଣ ପାଇଁ ପଟିଆଲା କୋର୍ଟରେ ପହଞ୍ଚିଲେ ସିଦ୍ଧୁ

ଆତ୍ମସମର୍ପଣ ପାଇଁ ପଞ୍ଚାବ ପଟିଆଲା କୋର୍ଟରେ ପହଞ୍ଚିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।

2.Hyderabad Encounter Case: ଏନକାଉଣ୍ଟରକୁ ଫେକ୍ କହିଲେ ସୁପ୍ରିମକୋର୍ଟ, ୧୦ପୋଲିସ କର୍ମୀଙ୍କ ବିରୋଧରେ ହେବ ମାମଲା !

ବହୁଚର୍ଚ୍ଚିତ ୨୦୧୯ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୋଲିସର ଏହି ଏନକାଉଣ୍ଟରକୁ ନକଲି କହିଲେ ସୁପ୍ରିମକୋର୍ଟ । ଘଟଣାରେ କିଛି ପୋଲିସ କର୍ମଚାରୀ ଦୋଷୀ ବୋଲି ଆୟୋଗ କହିଛି ।

3.Gyanvapi Mosque Case: ଜିଲ୍ଲା ଅଦାଲତକୁ ହସ୍ତାନ୍ତର ହେଲା ମାମଲା, 8 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲା । ଆଜି ଏହା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ବାରଣାସୀ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ ।

4.ମାଲିସ ପାଇଁ ଡାକି ଯୌନ ନିର୍ଯାତନା ! ଏଲନ ମସ୍କଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏୟାର ହଷ୍ଟେସ

ବିଶ୍ବର ସଫଳ ବ୍ୟବସାୟୀ ଏଲନ ମସ୍କଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆସିଛି । ତାଙ୍କ କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ସେ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦେଇଥିବା ହୋଇଛି ଅଭିଯୋଗ ।

5.ମହାରାଷ୍ଟ୍ର ଚନ୍ଦ୍ରପୁରରେ ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା, 9 ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର ଚନ୍ଦ୍ରପୁରରେ ବଡ ଅଘଟଣ । ଡିଜେଲ ଭର୍ତ୍ତି ଟ୍ୟାଙ୍କର ଓ ଟ୍ରକ ଧକ୍କା ହେବା ଫଳରେ 9 ଜଣ ଲୋକ ଜୀବନ୍ତ ଦଗ୍ଧ ।

6.ପରିବେଶ ଶୁଭାକାଂକ୍ଷୀ ବିଷ୍ଣୁ, ତିଆରି କରିଛନ୍ତି ୨୦ ଲକ୍ଷ ପକ୍ଷୀବସା

ଅନେକ ଲୋକ ପରିବେଶ ବିଜ୍ଞାନ ବିଷୟରେ ଅଧ୍ୟୟନ କରୁଥିଲେ ମଧ୍ୟ ସେଥିରୁ ଅଳ୍ପ ସଂଖ୍ୟକ ପରିବେଶ ପାଇଁ କାମ କରିଥାନ୍ତି । ଏହି ନିରୀହ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜସ୍ଥାନର ଜଣେ ଯୁବକ ବିଷ୍ଣୁ ଲାମ୍ବା । ପକ୍ଷୀଙ୍କ ପାଇଁ ସାରା ଦେଶରେ ତିଆରି କରିଛନ୍ତି ୨୦ ଲକ୍ଷ ପକ୍ଷୀବସା ।

7.Road Rage case: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ, ମନା କଲେ କୋର୍ଟ

ରୋଡ ରେଜ୍ ମାମଲାରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ସିଦ୍ଧୁ । ହେଲେ ମିଳିଲାନି ଆଶ୍ବସ୍ତି ।

8.ଲୋକଙ୍କ ବିଶ୍ବାସଭାଜନ ହୋଇଛି ଭାଜପା: ପ୍ରଧାନମନ୍ତ୍ରୀ

ରାଜସ୍ଥାନର ଜୟପୁରରେ BJP ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

9.Dhaakad Release: ମର୍ସିଡିଜ୍ କିଣିଲେ କଙ୍ଗନା, ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଚଳଚ୍ଚିତ୍ର ଧାକଡ ରିଲିଜ ହେବା ପୂର୍ବରୁ କଙ୍ଗନା ରଣାୱତ ନିଜକୁ ଏକ ଖାସ ଉପହାର ଦେଇଛନ୍ତି । ସେ ଏକ ନୂଆ କାର କିଣିଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

10.IPL 2022: ଶେଷ ସମ୍ବୋଧନ ବେଳେ ଭାବବିହ୍ବଳ ହେଲେ ବିଦାୟୀ KKR କୋଚ୍‌ ମାକ୍ୟୁଲମ

ମାକ୍ୟୁଲମଙ୍କର ୩ ବର୍ଷ ପାଇଁ KKR ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍‌ କାର୍ଯ୍ୟକାଳ ରହିଥିଲା । ଏବେ ସେ KKR କ୍ୟାମ୍ପ୍‌ ଛାଡିବା ସହ ଇଂଲଣ୍ଡ ଟେଷ୍ଟ ଟିମର ମୁଖ୍ୟ କୋଚ୍‌ ଭାବେ ଜୁନ୍‌ରୁ ଯୋଗଦେବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.