ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 17, 2022, 5:06 PM IST

1. Gyanvapi Mosque Survey: ରିପୋର୍ଟ ଦାଖଲ ପାଇଁ 2 ଦିନ ସମୟ ମାଗିଲେ କମିଶନ

ଜ୍ଞାନବ୍ୟାପୀ ମସଜିଦ ଭିଡିଓଗ୍ରାଫି ସର୍ଭେ ମାମଲା । ରିପୋର୍ଟ ଦାଖଲ କରିବା ପାଇଁ ଆଉ 2 ଦିନ ସମୟ ମାଗିଲେ କୋର୍ଟ କମିଶନ । ଗତକାଲି ଶେଷ ହୋଇଥିଲା 3 ଦିନିଆ ସର୍ଭେ ।

2. କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ମିଳିଲା ସନ୍ଧାନ, ୧୨ ତାରିଖରୁ ଥିଲେ ନିଖୋଜ

ମିଳିଲା ଆସ୍କା କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ସନ୍ଧାନ । ଗତ ୧୨ ତାରିଖରୁ ଥିଲେ ନିଖୋଜ ।

3. Brajarajnagar Bypoll: BJDର ଷ୍ଟାର କ୍ୟାମ୍ପେନର ଘୋଷଣା, ପ୍ରଚାର କରିବେ ନବୀନ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା । ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

4. Qutub Minar complex case: 24ରେ ପରବର୍ତ୍ତୀ ଶୁଣାଣି

24 ତାରିଖରେ କୁତବମିନାର କମ୍ପେଲ୍ସ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି । ହିନ୍ଦୁ ଓ ଜୈନ ଦେବାଦେବୀଙ୍କ ମନ୍ଦିରର ଅବଶେଷ ଉପରେ କୁତବମିନାର ନିର୍ମାଣ ହୋଇଥିବା ନେଇ ହୋଇଛି ଆବେଦନ ।

5. ଆଞ୍ଚ ନିଆଁରୁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୬ଟି ଦୋକାନ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ସାତଭଉଣୀ ଛକ ନିକଟରେ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳି ପୋଡି ପାଉଁଶ ହୋଇଗଲା 6ଟି ଦୋକାନ। ।

6. କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍

କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍‌ । ବାସଭବନ ଓ ଅଫିସ ସମେତ ଅନେକ ସ୍ଥାନରେ CBI ପକ୍ଷରୁ ଚଢ଼ାଉ ।

7. ସମବାୟ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ BJP

ସମବାୟ ଦୁର୍ନୀତିରେ ଲୋକମାନେ ଅତିଷ୍ଠ, BJP ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ଦଳର କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

8. ରଥଖଳା ହାଲଚାଲ: ତିନି ରଥର ଅଖ କାର୍ଯ୍ୟ ଅନୁକୂଳ

ରଥ ନିର୍ମାଣରେ ନିମଗ୍ନ ସେବକ । ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଭଉଁରୀ ତିଥିରେ ତିନିରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଅଖ ସଂଯୋଗର ପରମ୍ପରା ରହିଛି ।

9. IPL 2022: ଆଜି ହାଇଦ୍ରାବାଦ-ମୁମ୍ବାଇ ମୁକାବିଲା, ସନରାଇଜର୍ସ ପାଖରେ ଶେଷ ସୁଯୋଗ

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ପ୍ଲେ-ଅଫ ପର୍ଯ୍ୟାୟ । ସ୍ଥାନ ପକା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 65ତମ ଲିଗ ମ୍ୟାଚରେ ହାଇଦ୍ରାବାଦ ଓ ମୁମ୍ବାଇ ପରସ୍ପରକୁ ଭେଟିବେ ।

10. 10.Nushrat Bharucha @37: କେତେ ସଂଘର୍ଷପୂର୍ଣ୍ଣ ଥିଲା ଅଭିନେତ୍ରୀଙ୍କ କ୍ୟାରିଅର ଯାତ୍ରା, ଜାଣନ୍ତୁ

ନୁସରତ ଭରୁଚା ବଲିଉଡ୍‌ରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.