ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 15, 2022, 5:05 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଭାରତ ରଚିଲା ଇତିହାସ: 14 ଥରର ଚାମ୍ପିୟାନ ଇଣ୍ଡୋନେସିଆକୁ ହରାଇ ଜିତିଲା ଥୋମାସ୍ କପ୍

ଭାରତ ବ୍ୟାଡମିଣ୍ଟନ ଇତିହାସରେ ପ୍ରଥମ । ଇଣ୍ଡୋନେସିଆକୁ ହରାଇ 73 ବର୍ଷ ପରେ ଥୋମାସ କପ୍ ହାସଲ କଲା ଭାରତୀୟ ଟିମ୍ ।

2. Brajarajnagar By-Poll: ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା ।

3. ଭୁବନେଶ୍ଵର DCPଙ୍କ ନୀରବ ଅପରେସନ: ୩୬ ଘଣ୍ଟାରେ‌ ୩୬ ମୋବାଇଲ ଜବତ, ୯ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ଡିସିପିଙ୍କ ନୀରବ ଅପରେସନ ହୋଇଛି ସଫଳ । ଗତ ୩୬ ଘଣ୍ଟାରେ ରାଜଧାନୀରୁ ୩୬ ମୋବାଇଲ ଜବତ ସହ ୯ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

4. B.Ed EXAM: ଜୁଲାଇରେ ପ୍ରବେଶିକା ପରୀକ୍ଷା, ଜୁନ ପହିଲାରୁ ଆବେଦନ

ଆସନ୍ତା ଜୁଲାଇରେ ବିଏଡ଼ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଜୁନ ପହିଲାରୁ ଆବେଦନ ଭରିବେ ପରୀକ୍ଷାର୍ଥୀ ।

5. କଂଗ୍ରେସରେ କୋଣଠେସା, ଦଳ ଛାଡିବା ପରେ ମୁଖ୍ୟମନ୍ତ୍ରୀ

ଉତ୍ତର ପୂର୍ବରେ ବିଜେପିର ଭିନ୍ନ ରଣନୀତି । କଂଗ୍ରେସ ଛାଡି ଦଳରେ ମିଶିଥିବା 3 ନେତାଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ । ନାଗାଲାଣ୍ଡରେ କଂଗ୍ରେସ ଛାଡିଥିବା ବିଜେପି ସମର୍ଥନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଛନ୍ତି ନିପ୍ୟୁ ରିଓ ।

6. ଜଳମୟ ଆସାମ, ବନ୍ୟା ପରେ ଭୁସ୍ଖଳନରେ ୩ମୃତ

ଆସାମରେ ବନ୍ୟା ପରେ ଭୁସ୍ଖଳନ । ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି ।

7. ଦନ୍ତ ଚିକିତ୍ସକରୁ ମୁଖ୍ୟମନ୍ତ୍ରୀ, ତ୍ରିପୁରାର ଏକାଦଶତମ CM ଭାବେ ଶପଥ ନେଲେ ମାଣିକ ସାହା

ତ୍ରିପୁରାରେ ଆଜିଠୁ ମାଣିକ ସାହାଙ୍କ ସରକାର । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ମାଣିକ ସାହା(Manik Saha) ।

8. ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି: ଇମ୍ରାନ ଖାନ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ଶନିବାର ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଏକ ବିବୃତି ଦେଇଛନ୍ତି ।

9. Hike in Repo Rate: ଫାଇଦା ପାଇବେ ଫିକ୍ସ ଡିପୋଜିଟର, କ୍ଷତି ସହିବେ ଋଣକର୍ତ୍ତା

ରେପୋ ରେଟ ବଢାଇଛି ରିଜର୍ଭ ବ୍ୟାଙ୍କ । ଏହା ଫିକ୍ସ ଡିପୋଜିଟରଙ୍କ ପାଇଁ ବରଦାନ ହୋଇପାରେ । କାରଣ ରେପୋ ରେଟ ବଢିବା ପରେ ବ୍ୟାଙ୍କଗୁଡିକ ବିଭିନ୍ନ ସୁଧହାର ବଢାଇପାରନ୍ତି । ଯଦ୍ବାରା ଜମାକାରୀ ନିଜ ଜମା ଉପରେ ଅଧିକ ରିଟର୍ଣ୍ଣ ପାଇପାରିବେ ।

10. IPL 2022: ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି

ଆଇପିଏଲର ୬୨ତମ ମ୍ୟାଚରେ ଟସ୍‌ ଜିତି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି CSK ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.