ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 3, 2022, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଜିଲ୍ଲାର କଲ୍ୟାଣପୁରରେ ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ।

୨. ବିଦ୍ୟୁତ ତାର ନେଲା 2 ହକି ଖେଳାଳିଙ୍କ ଜୀବନ, କୋଚଙ୍କ ନାମରେ ମାମଲା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକ ହକି ଖେଳାଳିଙ୍କ ମୃତ୍ୟୁ । କୋଚଙ୍କ ନାମରେ ଥାନାରେ ଏତଲା ।

୩. Eid-Ul-Fitr 2022: ମୁବାରକ ବାର୍ତ୍ତା ସହ ଅତର-ଲଚ୍ଛା ବାସ୍ନାରେ ମହକୁଛି ପରିବେଶ

ମୁସଲିମ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ଇଦ୍‌ ରାଜଧାନୀରେ ଧୁମଧାମରେ ପାଳିତ ହେଉଛି । କୋରୋନା କଟକଣା ହଟିବା ପରେ ଆନନ୍ଦ ଉଲ୍ଲାସର ସହ ମସଜିଦ୍‌ରେ ନମାଜ ପାଠ କରୁଛନ୍ତି ମୁସଲିମ ଶ୍ରଦ୍ଧାଳୁ ।

୪. ଅନଲାଇନ-ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ

ଅନଲାଇନ ଓ ଅଫଲାଇନ‌ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ । ଥାନାରେ ଆପୋଷ ବୁଝାମଣା ।

୫. ମୋ କଲେଜ ଅଭିଯାନ: ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ୨ କୋଟି ୪୦ ଲକ୍ଷ ମଞ୍ଜୁରୀ

ମୋ କଲେଜ ଅଭିଯାନ ଅଧୀନରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ବିକାଶ । ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ ।

୬. ଡେନମାର୍କରେ ପହଞ୍ଚିଲେ ମୋଦି, ବିମାନ ବନ୍ଦରରେ ସ୍ୱାଗତ କଲେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ Mette Frederiksen

ଜର୍ମାନୀ ପରେ ଡେନମାର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବିମାନ ବନ୍ଦରରେ ସ୍ବାଗତ କଲେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ । ଆଜି ପ୍ରଧାନମନ୍ତ୍ରୀଙ୍କ ୟୁରୋପ ଗସ୍ତର ଦ୍ବିତୀୟ ଦିନ ।

୭. Viral News: କାଠମାଣ୍ଡୁ ନାଇଟ କ୍ଲବରେ ମସ୍ତି କରୁଛନ୍ତି ରାହୁଲ ଗାନ୍ଧୀ ! ଭଡିଓ ସୟାର କଲା BJP, ଜବାବ ଦେଲା କଂଗ୍ରେସ

କାଠମାଣ୍ଡୁ ନାଇଟ କ୍ଲବରେ ନଜର ଆସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭିଡିଓ ସେୟାର କରି ସମାଲୋଚନା କଲା ବିଜେପି । କଂଗ୍ରେସ କହିଲା ବାନ୍ଧବୀଙ୍କ ବିବାହରେ ସାମିଲ ହେବା ଅପରାଧ ନୁହେଁ, ମନେ ପକାଇଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନରେ କେକ କଟା କାର୍ଯ୍ୟକ୍ରମ ।

୮. ଭାରତରେ ବଢିଲା ବେକାରି ହାର: ସହରରେ ସର୍ବାଧିକ, ଗାଁରେ କମ୍

ଏପ୍ରିଲରେ ଦେଶରେ 7.83% ବଢିଲା ବେକାରୀ ହାର । ସହରାଞ୍ଚଳରେ ରହିଛନ୍ତି ଅଧିକ ବେକାରୀ ।

୯. Deogarh MLA Arrest Row: ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ଅଗଣତାନ୍ତ୍ରିକ କହିଲା BJP

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କଲା ବିଜେପି । ଏହାକୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ କହିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

୧୦. ସାଉଥ୍‌ ଫିଲ୍ମରେ ଧମାକାଦାର ଡ୍ୟାନ୍ସ କରିବେ ସଲମାନ, କୋରିଓଗ୍ରାଫ୍ କରିବେ ପ୍ରଭୁ ଦେବା

ସଲମାନ ଖାନ ଏବେ ଏହି ସାଉଥ ଫିଲ୍ମରେ ଅଣ୍ଟା ହଲାଉଥିବା ନଜର ଆସିବେ । ଏଥିପାଇଁ ପ୍ରସିଦ୍ଧ କୋରିଓଗ୍ରାଫର ପ୍ରଭୁ ଦେବା ଏକ ସ୍ୱତନ୍ତ୍ର ଡ୍ୟାନ୍ସ ପ୍ରସ୍ତୁତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.