ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ସଂଧ୍ୟା ୫ର ତାଜା ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 21, 2022, 5:01 PM IST

1.ଖୁବଶୀଘ୍ର କଂଗ୍ରେସରେ ମିଶିପାରନ୍ତି ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି ଚର୍ଚ୍ଚା । ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇ ପାରନ୍ତି ।

2.ବଢିଲା ଓମଫେଡ୍ କ୍ଷୀର ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି

ଆଜିଠୁ ବଢିଛି ଓମଫେଡ୍(OMFED) କ୍ଷୀର ଦର । ଲିଟର ପିଛା କ୍ଷୀର ୨ ଟଙ୍କା ବୃଦ୍ଧି ।

3.ପସନ୍ଦ ଆସିଲାନି ବାଇଗଣ ଓ ବିଲାତି ତରକାରୀ, ମା'କୁ ହାଣିଲା ପୁଅ

ରୁଚିକର ଖାଦ୍ୟ ଆଗରେ ତୁଚ୍ଛ ହୋଇଗଲା ମମତା, ବାଇଗଣ ଓ ବିଲାତି ତରକାରୀ କରିବାରୁ ଜନ୍ମ କଲା ମା'କୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ ।

4.କଟକ ଚଣ୍ଡି ମନ୍ଦିରରେ ୫-ଟି ସଚିବ, ୭ ଦିନ ମଧ୍ୟରେ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ କଟକ ଚଣ୍ଡି ମନ୍ଦିରର ଉନ୍ନତିକରଣ ପାଇଁ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।

5.କାହିଁକି କିଛି କଥା ମନେ ରହିବାବେଳେ ଆଉ କିଛି ଭୁଲିଯାଉ ? ଖୁଲାସା କଲେ ବୈଜ୍ଞାନିକ

ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଘଟିଥାଏ । ହେଲେ କାହିଁକି ଆମେ ସେଥିରୁ କିଛି କଥା ମନେ ରଖୁଥିବାବେଳେ କିଛି କଥାକୁ ଭୁଲି ଯାଇଥାଉ ।

6.ସୁଦୃଢ ହେବ ଓଡିଶା ପୋଲିସ: ୧୯୬ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସଶକ୍ତ ହେବ ରାଜ୍ୟର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ୧୯୬ଟି ପଦବୀକୁ ମଞ୍ଜୁରୀ କରିଛନ୍ତି ।

7.ମସଜିଦରେ ଲାଉଡସ୍ପିକର ବିବାଦ: ସଂଖ୍ୟାଲଘୁ ବିଜେପି ନେତାଙ୍କୁ ଆକ୍ରମଣ, ଦୁଇ ଗିରଫ

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ପହଞ୍ଚିଲା ମସଜିଦରେ ଲାଉଡସ୍ପିକର ବିବାଦ । ଜଣେ ସ୍ଥାନୀୟ ସଂଖ୍ୟାଲଘୁ ବିଜେପି ନେତାଙ୍କୁ ଦଳ ସହ ଯଦି ରହିଛ, ତେବେ ନମାଜ ପାଠ କରିବା ଆବଶ୍ୟକତା ନାହିଁ କହି କମେଣ୍ଟମାରିବା ପରେ ଦୁଇ ଗିରଫ ।

8.Lingipur SBI ATM Loot Case: କୋର୍ଟକୁ ସତ, ଗଣମାଧ୍ୟମ ଓ ଲୋକଙ୍କୁ ମିଛ

ବହୁ ଚର୍ଚ୍ଚିତ ଭୁବନେଶ୍ବର ଲିଙ୍ଗିପୁର ଷ୍ଟେଟ ବ୍ୟାଙ୍କ ଏଟିଏମ ତାଡି ନେଇ ଲୁଟ ଘଟଣାରେ କମିଶନରେଟ ପୋଲିସ ଗଣମାଧ୍ୟମ ଓ ଜନ ସାଧାରଣକୁ ମିଛ କହିଛି ।

9.Miss Ranu Maria biopic: ହିମେଶ ରେଶମିଆଙ୍କୁ ଅଭିନୟ କରିବାକୁ ଅନୁରୋଧ କଲେ ରାନୁ

ରାନୁ ମଣ୍ଡଳ ହିମେଶ ରେଶମିଆଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ବାୟୋପିକ ମିସ୍ ରାନୁ ମାରିୟାରେ ଏକ ଭୂମିକାରେ ଅଭିନୟ କରନ୍ତୁ ।

10.ବିବାହ ପାଇଁ ଟଙ୍କା ନଥିବାରୁ ଝିଅକୁ ହତ୍ୟା କଲା ବାପା

ଝିଅର ବିବାହ ପାଇଁ ଟଙ୍କା ନଥିଲା । ଫଳରେ ଝିଅକୁ ପିଟି ପିଟି ହତ୍ୟା କଲା ବାପା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.