ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 19, 2022, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Semicon India Conference: ପ୍ରଥମ ସେମିକନ ଇଣ୍ଡିଆ ସମ୍ମିଳନୀର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଏପ୍ରିଲ ୨୯ ତାରିଖରେ ବେଙ୍ଗାଲୁରୁର ଆଟିସିରେ ପ୍ରଥମ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ର( first Semicon India Conference) ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2.Road Accident In Rajasthan: ପିକଅପ୍ ଭ୍ୟାନ ଓଲଟି 9 ମୃତ, ଏକାଧିକ ଆହତ

ରଜସ୍ଥାନର ଝୁନଝୁନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ ଓଲଟି 9 ଜଣଙ୍କ ମୃତ୍ୟୁ ।

3.PMGKP: ସମ୍ମୁଖ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବୀମା ଅବଧି ୬ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

କୋଭିଡ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ବୀମା ଅବଧି ବୃଦ୍ଧି କଲେ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ପ୍ୟାକେଜ ଅଧିନରେ COVID ସମୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟ ବୀମା ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

4.ବିଜାପୁରରେ ସୁରକ୍ଷା ବଳ-ନକ୍ସଲ ଏନକାଉଣ୍ଟର, ଜଣେ ପୋଲିସ କର୍ମୀ ଆହତ

ଛତିଶଗଡର ବିଜାପୁରରେ ସୁରକ୍ଷା ବଳ-ନକ୍ସଲ ଏନକାଉଣ୍ଟର । ଜଣେ ହେଡ କନେଷ୍ଟବଳ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା । ଏବେବି ଜାରି ରହିଛି କୁମ୍ବିଂ ।

5.Pakistan New Cabinet: ସରିଫ କ୍ୟାବିନେଟର 34ମନ୍ତ୍ରୀ ନେଲେ ଶପଥ

ଶପଥ ନେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସରିଫଙ୍କ କ୍ୟାବିନେଟର 34 ମନ୍ତ୍ରୀ । 31 କ୍ୟାବିନେଟ ଓ 3 ରାଷ୍ଟ୍ରମନ୍ତ୍ରୀ ପାହ୍ୟା ହୋଇଥିବା ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ।

6.Explosion in Hariyana: ଗନପାଉଡ଼ର କାରଖାନାରେ ବିସ୍ଫୋରଣ, 12 ଆହତ

ଗନ ପାଉଡ଼ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ 12ଜଣ ଲୋକ ଗୁରୁତ୍ବର ଆହତ ହୋଇଥିବା ଜଣାପଡ଼ିଛି ।

7.ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଅ: ବାଗେଶ୍ବର ମହାରାଜ

ମଧ୍ୟପ୍ରଦେଶ ରାମନବମୀ ଶୋଭାଯାତ୍ରା ସମୟରେ ପଥରମାଡ ଘଟଣା । ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଅ କହିଲେ ସାଧୁ ।

8.ଶ୍ରୀନଗର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ CRPF ଯବାନ, ୧୨ ଆହତ

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଗାଡି ଓ ଟ୍ରକ୍‌ ଦୁର୍ଘଟଣାରେ ଜଣେ CRPF ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ଜଣ ଆହତ ହୋଇଥିବା ସୂଚନା ।

9.Jayeshbhai Jordaar trailer: ପୁଣି ପରଦାରେ ଧୁମ୍ ମଚାଇବେ ରଣବୀର, 13ରେ ମୁକ୍ତିଲାଭ

ରଣବୀର ସିଂ ଅଭିନୀତ ଜୟଶଭାଇ ଜୋରଦାର (Jayeshbhai Jordaar)ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିଲେ ଜଣାପଡୁଛି, ରଣବୀର ସିଂ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ଧମାଲ ମଚାଇବେ ।

10.ମାଟିତଳୁ ୩୨ ଲକ୍ଷ, ସମ୍ବଲପୁରରେ ଚୋରୀ ଦେବଗଡରୁ ଉଦ୍ଧାର

ମାଟିତଳୁ ବାହାରିଲା ୩୨ ଲକ୍ଷ ଚୋରୀ ଟଙ୍କା । ଜଣେ ହୋଟେଲ କର୍ମଚାରୀର ଘରର ମାଟିତଳୁ ବାହାରିଛି ଲକ୍ଷାଧିକ ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.