ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 6, 2022, 5:03 PM IST

1.ଜଗାର ରୋଷଘର ଚୁଲି ଭାଙ୍ଗି ଧରା ପଡ଼ିଲା ଜଗନ, ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ

ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଗନ ଏଭଳି କାର୍ଯ୍ୟ କରିଥାଇପାରେ ବୋଲି ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକେ ।

2. ରାହା ଦେଖାଇଲା ମିଶନ ଶକ୍ତି: କୁକୁଡ଼ା ଚାଷରୁ ସ୍ୱାବଲମ୍ବୀ ହୋଇଛନ୍ତି ଦିନ ମଜୁରିଆ ମହିଳା

ଦିନ ଥିଲା ଦୁଇମୁଠା ଖାଇବା ପାଇଁ ଅନ୍ୟତ୍ର ମଜୁରି ଲାଗୁଥିଲେ । ଏବେ କିନ୍ତୁ ଘରେ ରହି ସମ୍ମାନର ସହ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଉ ପରିବାରର ଆବଶ୍ୟକତା ପୂରଣ କରିଛନ୍ତି ।

3. ରାଜ୍ୟ ବିଜେପି ପାଳିଲା 42 ତମ ପ୍ରତିଷ୍ଠା ଦିବସ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ 42 ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।

4. Fake Disability Certificate: ତର୍ଜମା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଜାଲ ସାର୍ଟିଫିକେଟ ନାମ ଲେଖା ପ୍ରସଙ୍ଗ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତର୍ଜମା କରି ବିଭାଗ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

5. ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦାବି କଲେ ସାଂସଦ ଚନ୍ଦ୍ରଶେଖର ସାହୁ

ଚାଲିଛି ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି (ବୁଧବାର) 16 ଦିନରେ ପହଞ୍ଚଛି ଗୃହ କାର୍ଯ୍ୟ । ଓଡିଆ ଭାଷାରେ ଗୃହ କାର୍ଯ୍ୟରେ ମତ ରଖିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ।

6. Sri Lanka Crisis: ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା, ବାହାରି ପାରୁନି ସମାଧାନର ସୂତ୍ର

ଶ୍ରୀଲଙ୍କାରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ସଙ୍କଟ ଏବେ ରାଜନୈତିକ ଅଚଳାବସ୍ଥାକୁ ଜନ୍ମ ଦେବାରେ ଲାଗିଛି । ସଂଖ୍ୟା ଗରିଷ୍ଠତା ହରାଇ ସାରିଲାଣି ସରକାର । ବିଭିନ୍ନ ରାଜନୈତିକ ସୁଧାର ନେଇ ଜାରିରହିଛି ସର୍ବଦଳୀୟ ବୈଠକ ।

7. World Health Day: ଆସନ୍ତାକାଲି 'ଯୋଗ ଅମୃତ ମହୋତ୍ସବ' ପାଳନ କରିବ ଆୟୁଷ ମନ୍ତ୍ରଣାଳୟ

ଆସନ୍ତାକାଲି ବିଶ୍ବ ସ୍ବାସ୍ଥ୍ୟ ଦିବସ। ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ 'ଯୋଗ ଅମୃତ ମହୋତ୍ସବ' ପାଳନ କରାଯିବ।

8. Ukrainian War: ସଂସଦରେ ଜୟଶଙ୍କରଙ୍କ ବିବୃୃତ୍ତି, କହିଲେ ଭାରତ ସର୍ବଦା ଶାନ୍ତି ପକ୍ଷ ଚାହେଁ

ୟୁକ୍ରେନ ଉପରେ ଜାରି ରହିଛି ଋଷର ତାଣ୍ଡବ । 42 ଦିନରେ ପହଞ୍ଚିଲାଣି ଯୁଦ୍ଧ । ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

9. ନିଶାସକ୍ତ ଅବସ୍ଥାରେ ସମଲିଙ୍ଗୀ ଯୁବକଙ୍କ ବିବାହ!

ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଅନ୍ୟ ଯୁବକଙ୍କୁ ବିବାହ କରିଛନ୍ତି । ଗତ ସୋମବାର ରାତିରେ ନିଶାସକ୍ତ ଅବସ୍ଥାରେ ଦୁଇ ସମଲିଙ୍ଗୀ ଯୁବକଙ୍କ ମଧ୍ୟରେ ହାତ ଗଣ୍ଠି ପଡ଼ିଛି ।

10. ତେଜସ୍ୱୀ ପ୍ରକାଶ କିଣିଲେ ମହଙ୍ଗା କାର, ଦାମ୍ ଜାଣିଲେ ଆପଣ ବି ଚମକି ପଡ଼ିବେ

ବିଗ୍ ବସ୍ 15ର ବିଜେତା ତେଜସ୍ୱୀ ପ୍ରକାଶ ଏକ ବିଳାସପୂର୍ଣ୍ଣ କାର୍ ଅଡି କିଣିଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି କାର ଟେଷ୍ଟ ଡ୍ରାଇଭର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.