ETV Bharat / bharat

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 5, 2022, 4:58 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Mental Disorder: ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ଆତ୍ମହତ୍ୟା ମାମଲା, କଟକରେ ସର୍ବାଧିକ

ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାରେ ବଢୁଛି ଆତ୍ମହତ୍ୟା ମାମଲା । ୨୦୧୬ରୁ ୨୦୨୧ ମଧ୍ୟରେ ୨୮ ହଜାରରୁ ଅଧିକ ଆତ୍ମହତ୍ୟା ମାମଲା ସାମନାକୁ ଆସିଥିବା ବେଳେ ଶୀର୍ଷରେ ରହିଛି ସିଲଭର ସିଟି କଟକ ।

2.ଦିଲ୍ଲୀରେ ଚାଞ୍ଚଲ୍ୟ: 13 ବର୍ଷ ନାବାଳକର ଅଦ୍ଭୁତ କାଣ୍ଡ, ୮ବର୍ଷର ନାବାଳକକୁ ଅପହରଣ ପରେ ହତ୍ୟା

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ କାଣ୍ଡ । ଜଣେ ଆଠ ବର୍ଷର ନାବାଳକକୁ ପ୍ରଥମେ ଅପହରଣ ପରେ ୧୩ ବର୍ଷର ନାବାଳକ ହତ୍ୟା କରିବାରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି ।

3. Sri Lankas crisis: ଦାୟିତ୍ୱ ନେବାର 24ଘଣ୍ଟା ପୂର୍ବରୁ ନୂଆ ଅର୍ଥମନ୍ତ୍ରୀଙ୍କ ଇସ୍ତଫା

ଶ୍ରୀଲଙ୍କା ଆର୍ଥିକ ସଙ୍କଟ ନିୟନ୍ତ୍ରଣକୁ ଆସିବାର ନାଁ ନେଉନାହିଁ । ଅଣାୟତ ହେବାରେ ଲାଗିଛି ସ୍ଥିତି । ଦାୟିତ୍ବ ନେବାର 24 ଘଣ୍ଚା ପୂର୍ବରୁ ଇସ୍ତାଫା ଦେଲେ ନୂଆ ଅର୍ଥମନ୍ତ୍ରୀ ।

4.ସଞ୍ଜୟ ରାଉତଙ୍କ ଉପରେ EDର କାର୍ଯ୍ୟାନୁଷ୍ଠାନ, ଜବତ ହେଲା ସମ୍ପତ୍ତି

ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

5.ଭାତହାଣ୍ଡି ସହ ସାଙ୍ଘାତିକ ଷଡଯନ୍ତ୍ର, ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ !

ବାଟବଣା ହୋଇଛି ମଧ୍ୟାହ୍ନ ଭୋଜନ ଯୋଜନା ! ଅପମିଶ୍ରିତ ଚାଉଳ ବଣ୍ଟନ କରି ନିରୀହ ପିଲାଙ୍କ ଜୀବନ ସହ ଖେଳୁଛି ପ୍ରଶାସନ ।

6.ସଂସଦରେ ଶୁଭିଲା ସୁରେନ୍ଦ୍ର ସାଏଙ୍କ ଗାଥା, ମହାରାଷ୍ଟ୍ରରେ ବୀରପୁତ୍ରଙ୍କ ସ୍ମାରକୀ ନିର୍ମାଣ ଦାବି

ରାଜ୍ୟସଭାରେ ଆଜି ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଗାଥା କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ୧୭ ବର୍ଷ ବୟସରେ ଦେଶକୁ ବ୍ରିଟିଶଙ୍କ କବଳରୁ ମୁକ୍ତ କରିବା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏଙ୍କ ଲଢେଇର ଗାଥା ବଖାଣିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

7.Birbhum violence: କଥା ରଖିଲେ ଦିଦି, ମୃତକଙ୍କ ପରିବାର ସଦସ୍ୟଙ୍କୁ ଦେଲେ ଚାକିରି

ବୀରଭୂମି ହିଂସାକାଣ୍ଡରେ ମୃତ ପରିବାରକୁ ସରକାରୀ ଚାକିରି ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

8.ଭଦ୍ରକରୁ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ଚେର, ଜାଲ ସାର୍ଟିଫିକେଟରେ ଚାଲିଛି କଲେଜ ଆଡମିଶନ

ପିଲାଙ୍କ ଭବିଷ୍ୟତ ସହ ଚାଲିଛି ଖେଳ । ଏହି ଚେର ଭଦ୍ରକ ଠୁ ରାଜଧାନୀର ପ୍ରତିଷ୍ଠିତ କଲେଜ ପର୍ଯ୍ୟନ୍ତ ଲମ୍ବିଛି ।

9.KGF Chapter 2 ରଚିଲା ଇତିହାସ, ଏଣିକି ଗ୍ରୀସରେ ହେବ ରିଲିଜ୍‌

ଇଟାଲୀରେ ଭାରତୀୟ ଚଳଚ୍ଚିତ୍ରର ବିତରକମାନଙ୍କ ଅନୁଯାୟୀ, କେଜିଏଫ୍-୨ ସାଉଥ୍ ସିନେମାର ପ୍ରଥମ ଚଳଚ୍ଚିତ୍ର, ଯାହା ଗ୍ରୀସରେ ମୁକ୍ତିଲାଭ କରିବ । ମାର୍ଚ୍ଚ 27ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହା ଦେଶ ତଥା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା ।

10.Korea Open: ବିଜୟରୁ ଲକ୍ଷ୍ୟଙ୍କ ଅଭିଯାନ ଆରମ୍ଭ

କୋରିଆର ସନଚିୟନଠାରେ ଆଜିଠୁ ଆରମ୍ଭ ହୋଇଛି କୋରିଆ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରତିଭାବାନ ଖେଳାଳି ଲକ୍ଷ୍ୟ ସେନ ବିଜୟରୁ ତାଙ୍କୁ ଅଭିଯାନ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.