ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଟପ୍‌ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 1, 2022, 5:11 PM IST

1. Russia-Ukraine war: ଖାର୍କିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ମୃତ

ୟୁକ୍ରେନରେ ଖାର୍କିଭ ସହରରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତକଙ୍କ କର୍ଣ୍ଣାଟକର ବସିନ୍ଦା । ସ୍ପଷ୍ଟ କରିବା ସହ ପରିବାରକୁ ସମବେଦନା ଜଣାଇଲା ବୈଦେଶିକ ମନ୍ତ୍ରଣାଳୟ ।

2. Ganeshi Lal BDay: ୮୦ ବର୍ଷରେ ପାଦ ଥାପିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ରାଜ୍ୟପାଳ ଗଣେଶୀ ଲାଲ ୮୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

3. Ukraine Conflict: ଅପରେସନ ଗଙ୍ଗାରେ ସାମିଲ ହେଲା SpiceJet, ମୁତୟନ ହେବ C-17 !

ଘନେଇବାରେ ଲାଗିଛି ୟୁକ୍ରେନ ଓ ଋଷ ଯୁଦ୍ଧ । ଫଳରେ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟ ଦୂତାବାସ ଫସି ରହିଥିବା ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ।

4. Poll Result: BJDର ବମ୍ପର ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛି ଇତିହାସ ରଚିଛି ଶାସକ ଦଳ । ଏହି ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

5. Operation Ganga: ଦିଲ୍ଲୀ ଅଭିମୁଖେ ଉଡାଣ ଭରିଲେ ଆଉ ୨୧୮ଜଣ ଭାରତୀୟ

ୟୁକ୍ରେନରୁ ଭାରତୀଙ୍କୁ ଫେରାଇଆଣଇବା ପାଇଁ ଆରମ୍ଭ ହୋଇଛି ‘ଅପରେସନ ଗଙ୍ଗା' । ନବମ ପର୍ଯ୍ୟାୟରେ ୟୁକ୍ରେନରୁ ୨୧୮ଜଣ ଭାରତୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ବାହାରିଲା ଏୟାର ଇଣ୍ଡିଆର ବିମାନ ।

6. ଫେବୃୟାରୀରେ ୧.୩୩ ଲକ୍ଷ କୋଟି GST ସଂଗ୍ରହ

ଫେବୃୟାରୀ ମାସରେ ଦ୍ରବ୍ୟ ଓ ସେବା କର(GST) ସଂଗ୍ରହ 1.33 ଲକ୍ଷ କୋଟି ପାର୍ କରିଛି । ଗତବର୍ଷ ସମାନ ଅବଧି ତୁଳନାରେ ଏହା ୧୮ ପ୍ରତିଶତ ଅଧିକ ।

7. Poll Result: BJDର ବମ୍ପର ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

8. ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନ

ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନ । ଦଳବିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୂଚନା ।

9. MahaShivaratri: ବିଶ୍ବର କ୍ଷୁଦ୍ରତମ ମୂର୍ତ୍ତିରେ ଶିବରାତ୍ରି ଶୁଭେଚ୍ଛା, ବାଲୁକା କଳାରେ ବିଶ୍ବଶାନ୍ତି ବାର୍ତ୍ତା

ପବିତ୍ର ମହାଶିବରାତ୍ରୀ ଅବସରରେ ବ୍ରହ୍ମପୁରରେ ୨ ଯୁବଶିଳ୍ପୀ ନିଜ ପ୍ରତିଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା।

10. IPL 2022: ଟୁର୍ନାମେଣ୍ଟରୁ ଓହରିଲେ ଗୁଜରାଟ ଟାଇଟାନ୍‌ସର ଜେସନ ରୟ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ପୂର୍ବରୁ ନୂଆ ଟିମ ଭାବେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସକୁ(Gujarat Titans) ବଡ ଝଟ୍‌କା । ଇଂଲଣ୍ଡ ଓପନିଂ ବ୍ୟାଟ୍‌ର ଜେସନ ରୟ ଆଇପିଏଲ ୨୦୨୨ରୁ ଓହରି ଯାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.