ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 4, 2022, 5:18 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. Interesting News: ମାଇଁ ଲଡ୍ ନା ୟୋର ଅନର୍, କେଉଁ ଦେଶରେ ବିଚାରପତିଙ୍କୁ କେମିତି କରାଯାଏ ସମ୍ବୋଧନ...

କାହିଁକି ବିଚାରପତିଙ୍କୁ ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି କୁହାଯାଏ । ମନରେ ପ୍ରଶ୍ନ ଆସୁଥିବା ସ୍ବାଭାବିକ । ଜଣେ ସାଧାରଣ ଲୋକ ବିଚାର ବିଭାଗୀୟ ସମ୍ବନ୍ଧୀୟ ଶବ୍ଦକୁ ବୁଝିପାରିନଥାଏ । କାନରେ ବେଳେବେଳେ ଏହି ଶବ୍ଦ ପଡିଲେ ମଧ୍ୟ ଏହାର ଅର୍ଥ ବୁଝାପଡି ନଥାଏ । ତେଣୁ ଚାଲନ୍ତୁ ଜାଣିବା କୋର୍ଟ ପରିସରରେ ଏପରି ଶବ୍ଦ କାହିଁକି ବ୍ୟବହାର କରାଯାଏ । କେଉଁ ଦେଶରେ କେମିତି ରହିଛି ଏ ନେଇ ନିୟମ । ପଢନ୍ତୁ ETV BHARATର Special Report...

2. Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC

ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat election) ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନର ଆୟୋଜନ, ପ୍ରସ୍ତୁତି, ରାଜନୈତିକ ଦଳ ମାନଙ୍କର ମତାମତ ପାଇଁ ଆସନ୍ତା 10 ରେ ସର୍ବଦଳୀୟ ବୈଠକ ଡାକିଲେ କମିଶନ ।

3. ପୂର୍ବ ଭୋଟର ତାଲିକାରେ Bar Council ନିର୍ବାଚନ କର: High Court

ରାଜ୍ୟ ବାର କାଉନସିଲ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ (Odisha High Court directs to start election process of State Bar Council)। ଆସନ୍ତା ୬ ସପ୍ତାହ (within 6 weeks) ମଧ୍ୟରେ ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

4. କିଶୋରଙ୍କ ପାଇଁ 945ଟି ସ୍ଵତନ୍ତ୍ର କେନ୍ଦ୍ରରେ ହେବ ଟୀକାକାରଣ

ଗତକାଲିଠୁ(ସୋମବାର) 15 ରୁ 18 ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ହୋଇଛି। 939 ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ ଟୀକାକାରଣ ଚାଲିଥିବାବେଳେ ଆଉ 945 ଟି ସ୍ଵତନ୍ତ୍ର ଟୀକାକରଣ କେନ୍ଦ୍ର ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

5. Berhampur Couple Saga: ସଫଳ ହେଲା ତପସ୍ବିନୀଙ୍କ ତପସ୍ୟା ! ଶ୍ବଶୂର ଘରେ ରହିବେ ଡିମ୍ପଲ

ବହୁ ଚର୍ଚ୍ଚିତ ସୁମିତ-ଡିମ୍ପଲ ପାରିବାରିକ ବିବାଦ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରା ଜଜ୍‌ । ସ୍ବାମୀ ସୁମିତଙ୍କ ସହ ତାଙ୍କରି ଘରେ (ଶ୍ବଶୂର ଘରେ) ରହିବେ ଡିମ୍ପଲ ।

6. ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେଲା ଗଞ୍ଜାମ, ସୂଚନା ପ୍ରଦାନକାରୀଙ୍କୁ 50 ହଜାର ପୁରସ୍କାର

ଗଞ୍ଜାମ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବାଲ୍ୟ ବିବାହର ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ପାଞ୍ଚ ହଜାର ବଦଳରେ ପ୍ରଦାନ କରାଯିବ ପଚାଶ ହଜାର ଟଙ୍କ।

7. New Year 2022: ଡ୍ରାଗନକୁ ଜବାବ, ଗଲଓ୍ବାନ ଉପତ୍ୟାକାରେ ଉଡିଲା ତ୍ରିରଙ୍ଗା

ନୂଆବର୍ଷ ୨୦୨୨ରେ ଭାରତ-ଚୀନ ସୀମାନ୍ତ ଗଲଓ୍ବାନ ଉପତ୍ୟାକାରେ ତ୍ରିରଙ୍ଗା ଉଡାଇଲା ଭାରତୀୟ ସେନା । ଚୀନ ଅନୁପ୍ରବେଶ କରି ପତାକା ଉଡାଇଥିବା ନେଇ ଲାଗି ରହିଥିଲା ଚର୍ଚ୍ଚା ।

8. ଯାଇନି ଓମିକ୍ରନ ଆସିଲାଣି ନୂଆ ଭାରିଏଣ୍ଟ IHU

ପାଳି କରି ମହାମାରୀ ଲହର ଆତଙ୍କ ଖେଳାଇଛି । କେତେବେଳେ ଡେଲଟା ତ ଆଉ ପୁଣି ଦକ୍ଷିଣ ଆଫ୍ରିକାର ଭାରିଏଣ୍ଟ ଓମିକ୍ରନ ଜାଲରେ ଫସିଛନ୍ତି ଦେଶବାସୀ । ବର୍ତ୍ତମାନ ବିଶ୍ବରେ ଓମିକ୍ରନ ଭାରିଏଣ୍ଟ ଭୟ ନ ଯାଉଣୁ ଆସିଲାଣି ଆଉ ଏକ ଭାରିଏଣ୍ଟ । ଫ୍ରାନ୍ସରୁ ଚିହ୍ନଟ ହୋଇଛି କୋରୋନାର ନୂଆ ମ୍ୟୁଟାଣ୍ଟ IHU (New Covid-19 variant 'IHU')।

9. Ind vs SA: ଶାର୍ଦ୍ଦୁଳଙ୍କ ଶାଣିତ ବୋଲିଂ, ଟିମ ଇଣ୍ଡିଆର କାଉଣ୍ଟର ଆଟାକ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଜାରି ରହିଛି । ଲଞ୍ଚ ବ୍ରେକ୍‌ ସୁଦ୍ଧା ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ୧୦୨/୪ ରହିଛି ।

10. ନିଜକୁ ଧନ୍ୟବାଦ ଜଣାଇ ଇମୋସନାଲ୍‌ ଭିଡିଓ ସେୟାର କଲେ ରିୟା

ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ । ଏବେ କିନ୍ତୁ ସୋସିଆଲ ମିଡିଆରେ ସକ୍ରିୟ ଥିବା ନଜର ଆସିଛନ୍ତି ରିୟା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.