ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 21, 2021, 5:27 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. CM Naveen To Address: ସନ୍ଧ୍ୟା 6ଟାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଆଜି ସଂଧ୍ୟା ୬ ଟା ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik address the people of the state ) ।

2. ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ କଟକ ପକ୍ସୋ କୋର୍ଟ । ୨୦୧୯ ମସିହା ନଭେମ୍ବର ୨୧ରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା ।

3. Covid Scare In Parliament ! ଗତକାଲି ଗୃହରେ ଯୋଗ ଦେଇଥିବା ସାଂସଦଙ୍କୁ କୋରୋନା

ଶୀତ ଅଧିବେଶନ ଜାରି ରହିଥିବା ବେଳେ ବିଏସପି ସାଂସଦ କନୱାର ଦାନିଶ ଅଲ୍ଲୀଙ୍କୁ କୋରୋନା । ଗତକାଲି ଗୃହରେ ଦେଇଥିଲେ ଯୋଗ । ନିଜ ଆଡୁ ପରୀକ୍ଷା କରାଇବା ପାଇଁ କଲେ ନିବେଦନ ।

4. ଚୀନ-ପାକିସ୍ତାନର ବଢିଲା ଟେନସନ, ପଞ୍ଜାବରେ ମୁତୟନ ହେଲା S-400

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଞ୍ଚିଲା କ୍ଷପଣାସ୍ତ୍ର ବିସ୍ବଂସକାରୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 । ଋଷରୁ ଭାରତକୁ ଆସିଛି ପ୍ରଥମ ସ୍କ୍ରାଡ୍ରନ୍‌ S-400 । ପ୍ରାୟ ୪୦୦ କିମି ଦୂରରୁ ଏହା ଶତ୍ରୁର ସମସ୍ତ ପ୍ରକାର ଆକାଶୀ ଆକ୍ରମଣର ଜବାବ ଦେବାରେ ସକ୍ଷମ ହେବ ।

5. Punjab Drugs Case: କିଏ ବିକ୍ରମ ସିଂ ମଜିଠିୟା, କାହିଁକି ଏତେ ଚର୍ଚ୍ଚା?

ପଞ୍ଜାବ ବିଧାନସଭା ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତେ ଲଢେଇ ତୀବ୍ରତର ହେଉଛି । ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଥିବା ଇକବାଲ ପ୍ରୀତି ସହୋତା (Iqbalpreet Sahota) ଙ୍କୁ ହଟାଇ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ (Siddharth Chattopadhyay) ଙ୍କୁ କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ କରିବା ପରେ ଏବେ ପୁରା ଆକ୍ସନରେ ପୋଲିସ ।

6. ସରକାରୀ ହେବେ RTO ସ୍ମାର୍ଟ ଚିପ୍ ଅପରେଟର, ନିୟମିତ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

RTOରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ସ୍ତରରେ ନିୟମିତ ହେବେ ସ୍ମାର୍ଟଚିପ୍ ଅପରେଟର ।

7. Maa Tarini Darshan: ବଡଦିନ ନୂଆବର୍ଷରେ ମା' ତାରିଣୀଙ୍କ ଦର୍ଶନ ବନ୍ଦ

କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଏବେ ଚାଲୁ ରହିଛି ମା'ଙ୍କ ଦର୍ଶନ । କିନ୍ତୁ ବଡ଼ଦିନ ଓ ନୂଆବର୍ଷରେ ଅଧିକ ଭିଡ଼ ଆଶାରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି ।

8. Tapaswini-Sumit Marital Discord: ଭୟ ଲାଗୁଛି, ରକ୍ଷା କରବାକୁ କହିଲେ ସୁମିତଙ୍କ ଜେଜେ ମା'

ଡାକ୍ତର ସୁମିତଙ୍କ ଗେଟ୍‌ ଭାଙ୍ଗିବାକୁ ଉଦ୍ୟମ ଘଟଣା ପରେ ଆସିଛି ତାଙ୍କ ଜେଜେମା'ଙ୍କ ପ୍ରତିକ୍ରିୟା । ସେ ଖୁବ ଭୟଭୀତ ଅଛନ୍ତି ବୋଲି କହିଛନ୍ତି ।

9. ଓଡିଶାରେ Omicron: ଆତଙ୍କିତ ହେବା ଭଳି ସ୍ଥିତି ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ଆତଙ୍କିତ ରାଜ୍ୟବାସୀ । ଆଜି ୨ଜଣ ଓମିକ୍ରମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଚିହ୍ନଟ ସଂକ୍ରମିତଙ୍କ ଅବସ୍ଥା ଭଲଅଛି । ଭୟଭିତ ହେବାକୁ କୌଣସି ସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

10. ନାଗପୁରର ପ୍ରସିଦ୍ଧ କଳା ଇଟିଲି, ଦେଶର ଭିନ୍ନ ପ୍ରାନ୍ତରୁ ଲାଗୁଛି ଲୋକଙ୍କ ଭିଡ଼

ମହାରାଷ୍ଟ୍ର ନାଗପୁର ଅଞ୍ଚଳର 'କଳା ଇଟିଲି'କୁ ନେଇ ଏବେ ଦେଶରେ ଚର୍ଚ୍ଚା । ସାଧାରଣତଃ ଇଟିଲିର ରଙ୍ଗ ଧଳା ହୋଇଥିବାବେଳେ କ'ଣ ଏହି କଳା ଇଟିଲି ତାହା ବିଷୟରେ ଜାଣିବା ଓ ଚାଖିବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଗ୍ରହ । ଏଥିଲାଗି ତ ଦୋକାନ ଆଗରେ ଦେଶର ଅନ୍ୟ ପ୍ରାନ୍ତରୁ ଲାଗୁଛି ଗ୍ରାହକଙ୍କ ଭିଡ଼ । ତେବେ ଆସନ୍ତୁ ଜାଣିବା କ'ଣ ଏହି କଳା ଇଟିଲି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.