ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - headlines now

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 24, 2021, 5:13 PM IST

1.ଆସନ୍ତକାଲି ଠୁ ଅଷ୍ଟମ ଶ୍ରେଣୀ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ

ଆସନ୍ତକାଲିଠାରୁ ଆରମ୍ଭ ହେବ ଅଫ୍‌ଲାଇନରେ ଅଷ୍ଟମ ଶ୍ରେଣୀ ପାଠପଢ଼ା । ପାଠପଢ଼ା ସମୟରେ ସମସ୍ତ SOP କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି । ଉଭୟ ଅନଲାଇନ୍ ଏବଂ ଅଫ୍‌ଲାଇନ କ୍ଲାସ୍ ଜାରି ରହିବ ।

2.ଗାଁକୁ ପଶିଆସିଲା ଅଜଗର, ଖୁଣ୍ଟରେ ବାନ୍ଧିଦେଲେ ଗ୍ରାମବାସୀ

ଗାଁକୁ ପଶି ଆସିଲା ଅଜଗର । ବନବିଭାଗ ଆସିବା ପର୍ଯ୍ୟନ୍ତ ଅଜଗରକୁ ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ।

୩.ଅନୁଗୋଳରୁ ଆଜି ମେଲାଣି ନେଉଛନ୍ତି ମା', କଟକଣାରେ ଚାଲିଛି ବିସର୍ଜନ

ଅନୁଗୋଳରୁ ଆଜି ବିଦାୟ ନେଉଛନ୍ତି ଧନଦାତ୍ରୀ । କୋଭିଡ କଟକଣା ମଧ୍ୟରେ ଅନୁଗୋଳବାସୀ ଚଳିତ ଥର ମା'ଙ୍କୁ ଆବାହନ କରିଥିଲେ ।

୪.ମମିତା ମର୍ଡର ମିଷ୍ଟ୍ରି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମମିତା ମର୍ଡର କେସରେ ସମ୍ପୃକ୍ତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କଲା କଂଗ୍ରେସ ।

୫.ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଭଗବାନ ଭରସା: ରାସ୍ତା ସାଜିଛି ମରଣଯନ୍ତା

ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ରଥିପୁର-ମକରପ୍ରସାଦ ଗାଁ ରାସ୍ତାର ଅବସ୍ଥା ବେହାଲ ହୋଇପଡ଼ିଛି l ଏହି ୬ କିଲୋମିଟର ରାସ୍ତା ଆଦିବାସୀ ଅଧ୍ୟୁଷିତ ବଡ଼ସିଲିଙ୍ଗା ଓ ଘୁଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତର ପ୍ରାୟ ୩୦ଟି ଗାଁ ଲୋକଙ୍କ ପାଇଁ ଗମନାଗମନର ମାଧ୍ୟମ l

୬.କଟକଣାରେ ସରିଲା ପ୍ରଭୁ ବୁଢାରଜାଙ୍କ ଦଶହରା

ସରିଲା କଳାହାଣ୍ଡି-ନବରଙ୍ଗପୁର ସୀମାସ୍ଥିତ ଆମପାଣି ଘାଟି ତଳେ ଥିବା ପ୍ରଭୁ ବୁଢାରଜାଙ୍କ ଦଶହରା । କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ ହେଲା ଦଶହରା ପାଳନ ।

୭.Mumbai Drugs Case: ମୁଖ୍ୟ ସାକ୍ଷୀର ମହାଖୁଲାସା, ପ୍ରତ୍ୟାଖ୍ୟାନ କଲା NCB

ଆର୍ଯ୍ୟନ ଖାନ ଗିରଫ ହେବା ପରେ ତାଙ୍କ ସହ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଥିଲା । କେ.ପି ଗୋସାୱୀ ନାମକ ଏହି ବ୍ୟକ୍ତିର ବଡିଗାର୍ଡ ତଥା ମାମଲାର ସାକ୍ଷୀ ପ୍ରଭାକର କରିଛି ବଡ ଖୁଲାସା ।

୮.ଲଦାଖରେ ଚୀନ ସହ ମୁକାବିଲା ପାଇଁ 20 ITBP ଯବାନଙ୍କୁ ପିଏମଜି ପଦକ ପ୍ରଦାନ

୨୦୨୦ ମେ-ଜୁନ ମାସରେ ପୂର୍ବ ଲଦାଖ ସୀମାରେ ହାତାହାତି ହୋଇଥିଲେ ଭାରତ-ଚୀନ ସେନା । ଲଦାଖ ସୀମାରେ ଘଟିଥିବା ଏହି ସଂଘର୍ଷରେ ସାହାସିକତାର ସହ ଡ୍ରାଗନ ସେନାର ମୁକାବିଲା ପାଇଁ ୨୦ ITBP ଯବାନଙ୍କୁ ମିଳିଲା ପୋଲିସ ମେଡାଲ ଫର ଗାଲାଣ୍ଟ୍ରି (ପିଏମଜି) ପଦକ ।

୯. ବାଲୁକା କଳାରେ ଭାରତ-ପାକିସ୍ତାନ ମ୍ୟାଚ, ଶୁଭକାମନା ଜଣାଇଲେ ସୁଦର୍ଶନ

ଭାରତ ପାକିସ୍ତାନ ମ୍ୟାଚ୍‌କୁ ବାଲୁକା କଳାରେ ସଜାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

୧୦.ବିରାଟ ବନାମ ବାବରଙ୍କ ଲଢେଇ ଉପରେ ବିଶ୍ବର ନଜର

ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.