ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 5PM ତାଜା ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରTOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 14, 2021, 5:01 PM IST

1.18 ବର୍ଷରୁ କମ ବର୍ଗ ନେବେ ଟିକା, ଖୁବଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର

ଦେଶରେ ଖୁବଶୀଘ୍ର ୧୮ ବର୍ଷରୁ କମ ଶିଶୁଙ୍କୁ ଟିକା ଦିଆଯିବ । ତେବେ ରାଜ୍ୟରେ ମଧ୍ୟ ଏହି ବର୍ଗର ଟୀକାକରଣ ପାଇଁ କେନ୍ଦ୍ର ସରକାର ଗାଇଡ଼ଲାଇନ ଜାରି କରିପାରନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

2.ସୋର ରେଳଷ୍ଟେସନ ଟିକେଟ କାଉଣ୍ଟରରେ ନିଆଁ, ଅସନ୍ତୋଷ ଯାତ୍ରୀ

ନିଆଁ ଲାଗି ଜଳିଗଲା ସୋର ରେଳ ଷ୍ଟେସନର ଟିକେଟ କାଉଣ୍ଟର । ଗତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ସର୍ଟସର୍କିଟ ଯୋଗୁଁ ହୋଇଥିବା କରାଯାଉଛି ସନ୍ଦେହ ।

3.ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରାରେ ବନ୍ଦ ସାଧାରଣ ଦର୍ଶନ

ଆସିଲା ଶ୍ରୀମନ୍ଦିର ପାଇଁ ନୂଆ SOP । ଦଶହରାରେ ସାଧାରଣ ଦର୍ଶନକୁ କରାଯାଇଛି ବନ୍ଦ ।

4.ତାଇୱାନରେ ଜଳିଗଲା ୧୩ ମହଲା କୋଠା, ୪୬ ମୃତ

ତାଇୱାନ ୟାନଚେଙ୍ଗ ଜିଲ୍ଲାର କାଉଶୁଙ୍ଗ ସହରରେ ଥିବା ଏକ ୧୩ ମହଲା କୋଠାରେ ନିଆଁ ଲାଗିଥିଲା । ୪୬ ଜଣ ଲୋଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

5.Lakhimpur Kheri violence: କ୍ରାଇମ ସ୍ପଟରେ ଅଭିଯୁକ୍ତ, ସିନ୍‌ ରିକ୍ରିଏସନ କଲା SIT

ଲଖିମପୁର ହିଂସା ମାମଲାର ଯାଞ୍ଚ ପାଇଁ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଁଞ୍ଚିଛି ଏସଆଇଟି ଟିମ୍‌ ।

6.ଖାଉଟିଙ୍କୁ ଆଶ୍ବସ୍ତି, କମିବ ଖାଇବା ତେଲ ଦର

ଖାଇବା ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଖାଇବା ତେଲ ଉପରୁ ବେସ୍‌ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିଛନ୍ତି ସରକାର ।

7.ଟିମ ଇଣ୍ଡିଆର ନୂଆ ଜର୍ସିରେ ଝଲସିଲା 'ବୁର୍ଜ ଖଲିଫା'

ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ୍‌ ହେବାପରେ ବିଶ୍ବର ସବୁଠୁ ଉଚ୍ଚ ବିଲ୍ଡିଂ 'ବୁର୍ଜ ଖଲିଫା'ରେ ପ୍ରଦର୍ଶିତ ହୋଇଛି ।

8.ପୂଜା ମଣ୍ଡପ ବୁଲିଲା BMCର ସ୍ୱତନ୍ତ୍ର ଟିମ୍‌

ରାଜଧାନୀର ବିଭିନ୍ନ ମଣ୍ଡପରେ ବୁଲିଲା ବିଏମସିର ସ୍ୱତନ୍ତ୍ର ଟିମ୍‌ । କୋଭିଡ ଗାଇଡଲାଇନ ମଧ୍ୟରେ ଶାରଦୀୟ ପୂଜାକୁ ଅନୁମତି ଦିଆଯାଇଛି ।

9.ପାଇଖାନାରୁ ବାହାରିଲା ବିରାଟକାୟ କିଙ୍ଗ କୋବ୍ରା, ଦେଖନ୍ତୁ ଭିଡି଼ଓ

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲାରେ ମାରେପଲ୍ଲୀ ଗ୍ରାମରେ ଭୟାନକ ଘଟଣା । ପାଇଖାନାରୁ ବାହାରିଲା ବିରାଟକାୟ କିଙ୍ଗ କୋବ୍ରା ।

10.ସୁସ୍ବାଦୁ ହେଲାନି ସାମ୍ବର, ମା-ଭଉଣୀକୁ ମାରିଦେଲା ପୁଅ

କର୍ଣ୍ଣାଟକ ଉତ୍ତର କନ୍ନଡ଼ ଜିଲ୍ଲାରେ ଘଟିଛି ବିରଳ ଘଟଣା । ସାମ୍ବର ସୁସ୍ବାଦୁ ହୋଇନଥିବାରୁ ଜନ୍ମଦାତ୍ରୀ ମାଆ ଓ ସାନ ଭଉଣୀକୁ ହତ୍ୟା କରିଛି ଅଭିଯୁକ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.