ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 4, 2021, 5:38 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

2.ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ

ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ

3.ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ୩ରେ ଭୋଟ ଗଣତି

ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ସୂଚନା ଦେଲେ ନିର୍ବାଚନ ଆୟୋଗ ।

4.BJD-କଂଗ୍ରେସ ମିଳିମିଶି ଷଡଯନ୍ତ୍ର କରୁଛନ୍ତି: କୁସୁମ ଟେଟେ

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ବିଧାନସଭାରେ ବାଚସ୍ପତି ବିଜେପି ଦଳକୁ ଉପେକ୍ଷା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

5.ACF ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ, ରାତି ଅଧରେ ସୌମ୍ୟଙ୍କ କ୍ବାର୍ଟରକୁ ଯାଉଥିଲେ DFO

ACF ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ । ଡିଏଫଓ ରାତି ଅଧରେ ପଛ ପଟ ଗେଟ୍ ଦେଇ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଉଥିବାର ଦେଖିଥିଲେ ପୂର୍ବତନ ରାତ୍ର ଜଗୁଆଳି ।

6.Paralympics: ବ୍ୟାଡମିଣ୍ଟନରେ ଭାରତର ବାଜିମାତ, ପ୍ରମୋଦଙ୍କୁ ସ୍ବର୍ଣ୍ଣ-ମନୋଜଙ୍କୁ କାଂସ୍ୟ

ଟୋକିଓ ପାରାଲମ୍ପିକ୍‌ରେ ଭାରତକୁ ଆଉ ଏକ ପଦକ । ପୁରୁଷ ଏକକ ବ୍ୟାଡମିଣ୍ଟନ SL3 ବର୍ଗରେ ମନୋଜ ସରକାର ଜିିତଲେ କାଂସ୍ୟ ପଦକ ।

7.ନୂଆ ଭ୍ୟାରିଆଣ୍ଟକୁ ନେଇ DMETଙ୍କ ପ୍ରତିକ୍ରିୟା

ନୂଆ ଭ୍ୟାରିଆଣ୍ଟ ସଂକ୍ରମିତଙ୍କୁ ଅଧିକ ଗୁରୁତର କରିବାର ଆଶଙ୍କା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

8.ତାଲିବାନର ପଞ୍ଜଶୀର କବଜାକୁ ଖଣ୍ଡନ କଲେ ଆଫଗାନିସ୍ତାନ ପୂର୍ବତନ ଉପରାଷ୍ଟ୍ରପତି

ପଞ୍ଜଶୀରକୁ ତାଲିବାନଙ୍କ କବଜା ଖବରକୁ ଖଣ୍ଡନ କଲେ ପୂର୍ବତନ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

9.ପିଲାଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ହେଲେ ପିତାମାତା ସତର୍କ ରୁହନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ମହାମାରୀ ସଂକ୍ରମଣ ହ୍ରାସ ସ୍ଥିତିରେ। ସଂକ୍ରମଣରୁ ନିଜ ଶିଶୁଙ୍କୁ ରୋକିବାକୁ ହେଲେ ପିତାମାତା ସତର୍କ ରହିବା ଆବଶ୍ୟକ ।

10.‘ ଜଳ ଓ ସ୍ଥଳ ସୀମା ସୁରକ୍ଷାରେ ଢିଲାପଣ ଆଦୌ ଗ୍ରହଣୀୟ ନୁହେଁ ’

୫୧ତମ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ BPR&D ସମାରୋହରେ ଯୋଗଦେଲେ ଗୃହମନ୍ତ୍ରୀ ଅମିତ ଶାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.