ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 25, 2021, 4:59 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଭାଇଜାନଙ୍କୁ ଅଟକାଇ ପୁରସ୍କୃତ ହେଲେ ଓଡିଆ ଯବାନ ସୋମନାଥ

ସଲମାନ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଥିବା ଓଡିଆ ସିଆଇଏସଏଫ(CISF) ଯବାନ ସୋମନାଥ ମହାନ୍ତିଙ୍କ ମୋବାଇଲ ଫୋନ ସିଜ୍‌ ଖବର ନେଇଛି ନୂଆ ଟ୍ବିଷ୍ଟ ।

2.ମାଟିରେ ମିଶିବାକୁ ବସିଲାଣି ପାହାଡ଼ : ମାଲାମାଲ ହେଉଛନ୍ତି ପଥର ମାଫିଆ, ସରକାର ହରାଉଛନ୍ତି ରାଜସ୍ୱ

ନୟାଗଡରେ ବେଧଡକ ଚାଲିଛି ପଥର ଖନନ । ମାତିଛନ୍ତି ପଥର ଖଣି ମାଫିଆ ଲୁଟ ହେଉଛି ଖଣିଜ ସମ୍ପଦ । ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ।

3.ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ଦାବି, ମୋଦିଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ

ସମ୍ବଲପୁରର ଦୂରଦର୍ଶନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପିଏମ ମୋଦି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ ।

4.ଦିଲ୍ଲୀ ମଡେଲ୍ ଆପଣାଇବ ଓଡିଶା, ଖୁବଶୀଘ୍ର ଲାଗୁ ହେବ ଇ-ଯାନ ନୀତି

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବାକୁ ଯାଉଛନ୍ତି ଓଡ଼ିଶା ସରକାର । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

5.ଭାରତ ଆସିବା ପାଇଁ ଆଫଗାନୀଙ୍କୁ ଲୋଡା ଇ-ଭିସା

ଆଫଗାନିସ୍ତାନର ସଂକଟ ମଧ୍ୟରେ କେନ୍ଦ୍ର ସରକାର ଆଜି (ବୁଧବାର) ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ।

6.ଓଡିଶାରେ RSS ମୁଖ୍ୟ ମୋହନ ଭାଗବତ

୫ ଦିନିଆ ଓଡିଶା ଗସ୍ତରେ RSS ମୁଖ୍ୟ ମୋହନ ଭାଗବତ । ଆସନ୍ତାକାଲି ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ ।

7.ENG vs IND 3rd Test: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ । ଏଥିପାଇଁ ଦୁଇ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛନ୍ତି ।

8.‘ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ’

ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳି ହୋଇ ନ ପାରେ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ।

9.ବେଙ୍ଗାଲୁରୁରେ ବାୟୁସେନା ମୁଖ୍ୟ, ଉଡାଇଲେ ତେଜସ

ଭାରତୀୟ ବାୟୁସେନା ମୁଖ୍ୟ RKS ଭଦୌରିଆ ସ୍ବଦେଶୀ ବିକଶିତ ହାଲୁକା ଯୁଦ୍ଧ ବିମାନ ତେଜସ Mk1(FOC)କୁ ବେଙ୍ଗାଲୁରୁ ଆକାଶରେ ଉଡାଇଛନ୍ତି ।

10.ଦେଶରେ ମହାମାରୀ ସ୍ଥିତିକୁ ନେଇ ‘WHO’ର ପ୍ରମୁଖ ବୈଜ୍ଞାନିକଙ୍କ ବଡ ବୟାନ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organization) ର ପ୍ରମୁଖ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନଙ୍କ ବଡ ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.