ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 11, 2021, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

50% ସଂରକ୍ଷଣ ସୀମା ହଟାଇବାକୁ ଦାବିସଂସଦରେ ଓବିସି ବିଲ୍‌ ପାରିତ ହେବା ପରେ ପଶାପାଲିରେ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

2.କଳିଙ୍ଗ ଷ୍ଟାଡିୟମରେ ୪ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିବା ଉଭୟ ମହିଳା ଓ ପୁରୁଷ ହକି ଟିମର ୪ ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ

୩.Parliament Monsoon Session; ରାଜ୍ୟସଭାରେ ଭାବୁକ ଉପ-ରାଷ୍ଟ୍ରପତି

ଆଜି ( ବୁଧବାର) ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଗତକାଲି(ମଙ୍ଗଳବାର)ର ଘଟଣାକୁ ନେଇ ମର୍ମାହତ ହୋଇପଡିଥିଲେ ।

୪.'ବିଜୟ ପରାଜୟ ଖେଳର ଗୋଟିଏ ଅଂଶ, ପଦକ ପାଇଁ ସମସ୍ତ ଚେଷ୍ଟା କରିଥିଲୁ'

ପ୍ରଥମ ଥର ପାଇଁ ଅଲମ୍ପିକ ଗେମ୍ସରେ ସେମିଫାଇନାଲରେ ପହଞ୍ଚିଥିଲା ଭାରତୀୟ ମହିଳା ଦଳ ।

୫.'ପୁରୁଷ ହକି ଦଳ ପାଇଁ ଖୁସି ଲାଗୁଛି, ପ୍ୟାରିସ ଅଲମ୍ପିକ ପାଇଁ କରିବୁ ପ୍ରସ୍ତୁତି'

ଟୋକିଓ ଅଲମ୍ପିକ୍ ଗେମ୍ସରେ ଦମଦାର ପ୍ରଦର୍ଶନ କରି ଫେରଛି ଭାରତୀୟ ମହିଳା ଦଳ ।

୬.ମହାପ୍ରଭୁଙ୍କ ଦର୍ଶନ ନେଇ ଜାରି ହେଲା SOP: ଭୋଗ, ଧୂପଦୀପ ମନା

ଆସନ୍ତା ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ୨୩ରୁ ସର୍ବସାଧାରଣଙ୍କ ଦର୍ଶନକୁ ଅନୁମତି । ଏନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି SOP ।

୭.ସାରାଦେଶକୁ ସିମ୍ ପଠାଉଥିଲା ଯାଜପୁର ଯୁବକ, ବାନ୍ଧିଲା ଦିଲ୍ଲୀ ପୋଲିସ

ନକଲି ଆଇଡି ତିଆରି କରି ଅନଲାଇନ ଠକେଇ ପାଇଁ ସାରା ଦେଶକୁ ସିମ୍ ପଠାଉଥିଲେ ଯାଜପୁର ଯୁବକ । ଟ୍ରେସ କରି ଗିରଫ କଲା ଦିଲ୍ଲୀ ପୋଲିସ ।

୮.ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ଟି ପରୀକ୍ଷା

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ଟି ପରୀକ୍ଷା ।

୯.ନୀରଜ ନାଁ ଥିବା ବ୍ୟକ୍ତିଙ୍କୁ ମିଳିବ ମାଗଣା ଖାଦ୍ୟ ଓ ପେଟ୍ରାେଲ

କର୍ଣ୍ଣାଟକର ଏକ ରେସ୍ତାେଁରା ନୀରଜ ନାମକ ବ୍ୟକ୍ତିଙ୍କୁ ଯୋଗାଉଛି ମାଗଣା ଭୋଜନ ।

୧୦.Vaccination; ଦେଶରେ 53.24 କୋଟି ଟପିଲା ଟୀକାକରଣ

53.24 କୋଟିରୁ ଅଧିକ ଟିକା ବିଭିନ୍ନ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.