ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 30, 2021, 5:05 PM IST

Updated : Jul 30, 2021, 5:11 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବର୍ତ୍ତମାନ ସମ୍ପୂର୍ଣ୍ଣ ଅନଲକ୍ ପରିସ୍ଥିତି ଉପୁଜି ନାହିଁ: DMET

ସମ୍ପୂର୍ଣ୍ଣ ଅନଲକ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ଼ ଲାଇନ ଘୋଷଣା ହେବା ନେଇ ସୂଚନା ଦେଲେ DMET ସିବିକେ ମହାନ୍ତି ।

2. ଦୁଇ ମାସକୁ ଥରେ ଦିଲ୍ଲୀ ଆସିବେ ଦିଦି

ଦିଲ୍ଲୀ ଗସ୍ତରେ ଥିବା ମମତାଙ୍କ ବଡ ଘୋଷଣା । ଆଗାମୀ ୨ ମାସରେ ଥରେ ଦିଲ୍ଲୀ ଆସିବେ ବୋଲି କହିଛନ୍ତି ଦିଦି ।

3. ଶିଳ୍ପାଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, ସୂତ୍ର ଆଧାରରେ ରିପୋର୍ଟିଂ ମାନହାନୀ କେମିତି ?

ମାନହାନୀ ମକଦ୍ଦମାର ଶୁଣାଣି କରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟଙ୍କ ପ୍ରଶ୍ନ । ସୂତ୍ର ଜରିଆରେ ଯଦି ମିଡିଆ ଖବର ପ୍ରସାରଣ କରୁଛି, ତାହେଲେ ଏଥିରେ ଭୁଲ କଣ ?

4. ବିହାରରେ ମେୟରଙ୍କୁ ଗୁଳି କରି ହତ୍ୟା

ବିହାର କଟିହାର ନଗର ନିଗମ ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ପଞ୍ଚାୟତ ବୈଠକ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ ମେୟର ଶିବରାଜ ପାସୱାନ ।

5. ଅଗଷ୍ଟ 31 ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣା ଅଗଷ୍ଟ 31 ଯାଏଁ ବୃଦ୍ଧି । ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ।

6. Goa gangrape case: ପ୍ରତିକ୍ରିୟା ରଖିଲେ ଗୋଆ ମୁଖ୍ୟମନ୍ତ୍ରୀ

ଗୋଆ ବେଳାଭୂମିରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

7. 'GoForGold': କ୍ବାର୍ଟରରେ ଧମାକାଦାର ବିଜୟ, ସିନ୍ଧୁଙ୍କ ପ୍ରଶଂସାରେ କ୍ରୀଡାଜଗତ

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଭାରତୀୟ ବ୍ୟାଡମିଣ୍ଟନ ମହାସଂଘର(BAI) ସଭାପତି ହିମନ୍ତ ବିଶ୍ବଶର୍ମା, ପିଭି ସିନ୍ଧୁଙ୍କ ଜବରଦସ୍ତ ବିଜୟୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି ।

8. Tokyo Olympics: ପୁଲ୍ ଷ୍ଟେଜ୍ ଶେଷ ମ୍ୟାଚ, ଜାପାନକୁ 5-3 ଗୋଲରେ ହରାଇଲା ଭାରତ

ପୁରୁଷ ହକିରେ ଆୟୋଜକ ଜାପାନକୁ ୫-୩ ଗୋଲ୍‌ରେ ହରାଇଲା ଭାରତ ।

9. 'ବ୍ୟସ୍ତ ହେବନି, ସ୍ବର୍ଣ୍ଣ ପଦକ ପିନ୍ଧି ଫେରିବି'

ଟୋକିଓ ଅଲମ୍ପିକରେ ଭାରତ ପାଇଁ ପଦକ ନିଶ୍ଚିନ୍ତ କରିଥିବା ଲଭଲିନା ବୋର୍ଗହେନଙ୍କ ବାପା ଟିକନଙ୍କ ବଡ ଖୁଲାସା ।

10.୨୦୨୨ରେ ପ୍ରଭାସଙ୍କ ରୋମାଣ୍ଟିକ ଫିଲ୍ମ 'ରାଧେଶ୍ୟାମ', ଆସିଲା ନୂଆ ରିଲିଜ୍ ଡେଟ୍

ଆସିଲା ପ୍ରଭାସଙ୍କ 'ରାଧେଶ୍ୟାମ' ଫିଲ୍ମ ରିଲିଜ୍ ଡେଟ୍ । ଆସନ୍ତା ବର୍ଷ ମକର ସଂକ୍ରାନ୍ତିରେ ହେବ ରିଲିଜ୍ । ଫ୍ୟାନ୍ସଙ୍କୁ ସୂଚନା ଦେଲେ ସାଉଥ୍ ଷ୍ଟାର୍ ପ୍ରଭାସ ।

Last Updated : Jul 30, 2021, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.